Monthly Archives

July 2020

କରୋନା ଯୋଦ୍ଧା ଭାବେ ସମ୍ବାଦିକ ବନ୍ଧୁମାନଙ୍କୁ ସାନିଟାଜର କିଟ୍ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳ ଶୁକ୍ରବାର ଅପରାହ୍ନ ସମୟରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ବନ୍ଧୁ ମାନଙ୍କୁୁ ସାନିଟାଜର କିଟ୍ ପ୍ରଦାନ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବୋଲେ ସେହି ସବୁ ଖବରକୁ ସାମ୍ବାଦିକ ବନ୍ଧୁମାନେ ଦିନ ରାତିକୁ ଖାତିର
Read More...

ଆଜି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାହେଲା ୨୬୪

ସମ୍ବଲପୁର,୨୬/୭ - ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ୧୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛି । ଜିଲ୍ଲାର ଏପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ସମଗ୍ର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ଯାଇ
Read More...

ଜୀବନ ବିନ୍ଦୁ ଅଭିଯାନ ଦ୍ୱାରା ବିଜୁ ଛାତ୍ର ଜନତା ଦଳ ତରଫରୁ ୧୭୦ ୟୁନିଟି ରକ୍ତ ସଂଗ୍ରହ

ଢେଙ୍କାନାଳ: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିôବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ
Read More...

୪ ଦିନ ସଟ୍ ଡାଉନ ପରେ ଆଜି ପରିବା ବଜାରରେ ଲୋକାରଣ୍ୟ ସାମୟିକ ରିହାତି ଅନୁସାରେ ପ୍ରାତଃ ୬ଟାରୁ ଦ୍ୱିପହର ଗୋଟାଏ…

ସମ୍ବଲପୁର,୨୬/୭- କରୋନା ସଂକ୍ରମଣ ଉପରେ ଆପେକ୍ଷିତ ନିୟନ୍ତ୍ରଣ ପାଇଁ ଗତ ୨୨ରୁ ୩୧ଜୁଲାଇ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତି ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ପ୍ରାତଃ ୬ଟାରୁ ଦ୍ୱିପହର
Read More...

ବୌଦ୍ଧ : ଆଜି ନୂତନ ୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୬/୭ - ପୂର୍ବରୁ ଜିଲାରେ ୧୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାରେ ଆଜି ଯେଉଁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହର
Read More...

ଜୁଆ ଆଡ୍ଡାରେ ଚଢ଼ାଉ ୮ ଜୁଆଡ଼ି ଗିରଫ ୨୮୧୦୦ଟଙ୍କା ସହ ୮ ବାଇକ୍ ଜବତ

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ । ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାସ୍ଥଳରୁ ନଗଦ ୨୮୧୦୦ଟଙ୍କା ସହ ୮ ଟି ବାଇକ୍ ଜବତ କରିଛି ପୋଲିସ୍ । ଏଥିସହିତ ଆଠଟି ମୋବାଇଲ ଓ ୧୦ପ୍ୟାକେଟ୍ ତାସ୍ ମଧ୍ୟ ଜବତ କରିଛି ପୋଲିସ୍ । ବର୍ତ୍ତମାନ ସମୟରେ ବାଲିଗୁଡ଼ା
Read More...

କରୋନା ଯୋଦ୍ଧାଙ୍କୁ ପୋଲିସର ମାଡ ଅଭିଯୋଗ

ବୌଦ୍ଧ,୨୬/୭ - କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମର ପୀତାମ୍ବର ମାଝୀ ଜଣେ କରୋନାଯୋଦ୍ଧା । କୋଭିଡ୍ ମହାମାରୀ ସମୟରେ ୨୬ ଦିନ ଧରି ପ୍ରବାସୀମାନେ ରହୁଥିବା ଖଟଖଟିଆ ସଙ୍ଗରୋଧ କେନ୍ଦ୍ରରେ ସେ ତତ୍ୱାବଧାରକ ଭାବେ କାମ କରିଥିଲେ । ପ୍ରବାସୀ ମାନଙ୍କୁ ଖାଦ୍ୟ ପରିବେଷଣ ଠାରୁ ଆରମ୍ଭ କରି କେନ୍ଦ୍ରକୁ
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହାହେଲେ ଆହତ

ବୌଦ୍ଧ -ଆଜି ସକାଳ ପ୍ରାୟ 7 ଘଣ୍ଟା ସମୟରେ ଶୌଚ ହେବା ପାଇଁ ଘର ଠାରୁ ମାତ୍ର 200 ମିଟର ଦୂରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ହରଭଙ୍ଗା ଥାନା ବିଶିପାଲି ଗ୍ରାମର ଜଣେ ବୃଦ୍ଧ l ତାଙ୍କୁ ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନସ୍ ଡକା ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ
Read More...

ନାମକୁ ମାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା, ସବୁଠି ଢିଲାମେଲା !

ବୌଦ୍ଧ,୨୫/୭ - ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଅବସ୍ଥାକୁ ଆସିଛି । ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୫୮ ଲୋକାଲରୁ ଓ ହୋମ କ୍ୱାରେଣ୍ଟାଇନରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି
Read More...

ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ପାଇଁ ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନସ ମାଧ୍ୟମରେ ସମୀକ୍ଷା

ଭୁବନେଶ୍ୱର,୨୫/୭- ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳଙ୍କ ଅନୁରୋଧକ୍ରମେ ଚୌଦ୍ୱାର ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ
Read More...