Monthly Archives

July 2020

କନକପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ, ୨୪/୭ – ବୌଦ୍ଧବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର କନକପୁର ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଘିଆପଡା ସରପଞ୍ଚ ଶ୍ରୀମତୀ ସୈରେନ୍ଦ୍ରୀ ମହାକୁଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୧୦ ଘଣ୍ଟା ଠାରୁ ଆସନ୍ତା ୨୬ ଜୁଲାଇ
Read More...

ପୁଣି ସମ୍ବଲପୁର ରେ ୧୩ ପଜିଟିଭ ଚିହ୍ନଟ

ସମ୍ବଲପୁର:ଆଜି ଚିହ୍ନଟ ହୋଇଥିବା ୧୩ଜଣ ପଜିଟିଭ ଙ୍କ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ସ°କ୍ରମିତ ଙ୍କ ମୋଟ ସଂଖ୍ୟା ୨୪୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୨୮ ଜଣ ସକ୍ରିୟ ରହିଛନ୍ତି ଓ କୋଭିଡ ହସ୍ପିଟାଲରରେ ସେମାନଙ୍କ ଚିକିତ୍ସା ଚାଲିଛି । ଗତ
Read More...

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ାର ଏମ୍ସିଏଲ୍ ଉତ୍କଳ ଉପବନର ଶିଳାନସ୍ୟା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ସମ୍ବଲପୁର : ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା କ୍ରିୟାଶୀଳ କରାଯାଇଥିବା ଝାରସୁଗୁଡ଼ାର ଉତ୍କଳ ଉପବନକୁ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ, ଅମିତ୍ ଶଶହ ଶିଳାନ୍ୟାସ କରିଛନ୍ତି, ଯାହାକୁ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ରୂପେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ଦୀର୍ଘ ବର୍ଷରୁ
Read More...

ଅଚଳାବସ୍ଥାରେ ଭିମସାର: ସେଣ୍ଟ୍ରାଲ ଆଇସିୟୁ, ନେଫ୍ରୋଲଜୀ ଓ କର୍କଟରୋଗ ବିଭାଗ ବନ୍ଦ

ସମ୍ବଲପୁର:କରୋନା ସ°କଟକାଳ ପରି ଦୁରୁହାବସ୍ଥାରେ ଏଠାକାର ସବୁଠାରୁ ବଡ଼ ଚିକିତ୍ସାନୁଷ୍ଠାନ ଭିମସାରର ଅଚଳାବସ୍ଥା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ଚିନ୍ତାର କାରଣ ହୋଇଛି । କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମୟରେ ସେଠାରେ କିଛି ଚିକିତ୍ସକ ନିଜେ ସ°କ୍ରମିତ ହେବା ସହିତ ଉକ୍ତ
Read More...

କରୋନାର ଶତକ ଗୁଜବ ଶୁଣି ରାସ୍ତାଘାଟ ଶୁନଶାନ

ସମ୍ବଲପୁର:ଗତ କିଛି ଦିନ ହେଲା ସମ୍ବଲପୁର ଜିଲ୍ଲାରେ କରୋନା ସ°କ୍ରମଣ ରେ ନିରନ୍ତର ବୃଦ୍ଧି ପରିପ୍ରେକ୍ଷୀରେ ଏଠାକାର ବୁଦ୍ଧିଜୀବୀ ଦଶଦିନ ପାଇଁ ଘୋଷିତ ସଟଡାଉନକୁ ଉଚିତ କହୁଛନ୍ତି, ହେଲେ କିଛି ଅମାନିଆ ଙ୍କ ଯୋଗୁଁ ସବୁ ବ୍ୟର୍ଥ ହେଉଥିଲା । ଗତକାଲି କରୋନା ସ°କ୍ରମଣରେ ଅହେତୁକ ବୃଦ୍ଧି ଓ
Read More...

କନ୍ଧମାଳ ପୋଲିସ୍ କୁ ପୁଣି ସଫଳତା : ୨ ମାଓବାଦୀ ନିହତ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ କୁ ପୁଣି ବଡ଼ ସଫଳତା । ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିବିନିମୟରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି ।
Read More...

୪ ବର୍ଷପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି ଆବାସଘର ହିତାଧିକାରୀ ରହୁଛନ୍ତି ଚିରା ପଲିଥିନ ତଳେ

ଜହ୍ନାପଙ୍କ, ୨୪/୭ – ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ସୁରକ୍ଷିତ ଘର ତଥା ପକ୍କାଘର ଯୋଗାଇ ଦେବାପାଇଁ ବିଜୁ ପକ୍କାଘର ଓ ଆବାସ ଯୋଜନା କରିଛନ୍ତି । କିନ୍ତୁ ବୌଦ୍ଧ ବ୍ଲକର କିଛି ଅସାଧୁ କର୍ମଚାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଯୋଜନା ପ୍ରକୃତ
Read More...

ବୌଦ୍ଧ : ସେଞ୍ଚୁରୀ ମାରିଲା କରୋନା ଗୋଟିଏ ଦିନରେ ୪୧ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ, ୨୪/୭ - ପୁର୍ବରୁ ବୌଦ୍ଧ ଜିଲ୍ଲାରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ବୌଦ୍ଧ ଜିଲ୍ଲାରେ କରୋନା ସେଞ୍ଚୁରୀ ମାରିଥିବା କୁହାଯାଉଛି । ଆଜି ପଜିଟିଭ
Read More...

ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଦାବି

ରେଢାଖୋଲ, ୨୪/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ୪ନଂ ୱାର୍ଡରେ ମାଟିଖୋଳା କାମ ଶୀଘ୍ର ଶେଷ ନକରି ପକାଇ ରଖୁଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାହେଲେ ଘରଭିତରକୁ ବର୍ଷାପାଣି ପଶୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଡ୍ରେନ ସବୁ ଠିକଭାବେ ସଫାନକରି
Read More...

ବିଦ୍ୟୁତ ଆଘାତରେ ଯୁବକ ମୃତ

ବୌଦ୍ଧ,୨୪/୭ - ବୌଦ୍ଧ ଥାନା ମୁଣ୍ଡାପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି । ବିଦ୍ୟୁତ ବିଭାଗରେ ଠିକାରେ କାର୍ଯ୍ୟ କରୁଥିବା ମୁଣ୍ଡାପଡା ଗ୍ରାମର ଘୁରୁଣ୍ଡୁ କୁମ୍ଭାରଙ୍କ ପୁଅ ଟୁଲୁ କୁମ୍ଭାର (୨୨ ବର୍ଷ ) ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର
Read More...