Monthly Archives

July 2020

ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଆକ୍ଟିଭ ସର୍ଭିଲେନ୍ସରୁ ୪୧ଜଣ, କଣ୍ଟେଟମେଣ୍ଟ ଜୋନରୁ ୮ ଜଣ, ପ୍ରାଇମେରୀ କଣ୍ଟାକ୍ଟରୁ ୧୦, କୋଭିଡ ଯୋଦ୍ଧା ୧୫ ଜଣ ଓ ଜଣେ ମେଡିକାଲ କର୍ମଚାରୀ
Read More...

ରାଉରକେଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି

ରାଉରକେଲା : ରାଉରକେଲା ସହରର ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିôବା ଗୁରୁତର ରୋଗି ମାନଙ୍କୁ ରାଉରକେଲାର ଆଇଜିଏଚରେ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ଏଥିସହ ରାଉରକେଲାରେ
Read More...

ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ

ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ
Read More...

ରେସଲିଂ କ୍ୟାମ୍ପ୍ ପାଇଁ ସାଇର ମନୋନିବେଶ

ନୂଆଦିଲ୍ଲୀ : କୋଭିଡ-୧୯ ଭୟାବହତା ପରେ ଏବେ ସ୍ଥିତିରେ ଉନ୍ନତି ଆସୁଛି । ଏହାର ସୁଯୋଗରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ମିଳିତଭାବେ ଟପ୍ ରେସଲରମାନଙ୍କର କ୍ୟାମ୍ପ ଆୟୋଜନ ଲାଗି ମନୋନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ଏହି କ୍ୟାମ୍ପ ଲାଗି
Read More...

୧୦ ବର୍ଷ ହେଲା ନଳକୂଅରେ ହୋଇପାରୁନି ଚାନ୍ଦିନୀ, ଲୋକେ ପିଉଛନ୍ତି ଦୂଷିତ ପାଣି

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦରପୁର ବାରିକ ସାହିରେ ୨୦୧୦ ମସିହାରେ ଖୋଳାଯାଇଥିବା ନଳକୂଅରେ ଚାନ୍ଦିନୀ ନିର୍ମାଣ ହୋଇପାରୁ ନଥିବାରୁ ଏହା ଚତୁଃପାଶ୍ୱର୍ରେ ପାଣି ଜମି ରହୁଛି । ସେହି ପାଣି ପରୋକ୍ଷରେ ପୁଣି ମାଟି ଭିତରକୁ ଯାଉଛି । ଏହି ନଳକୂଅର ପାଣିକୁ
Read More...

କଣ୍ଟେନମେଣ୍ଟ ଜୋନରେ ଘରକୁଘର ବୁଲି ଦିଆଯାଉଛି ପରିବା ଓ ଅନ୍ୟାନ୍ୟ ଜିନିଷ

ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ସଂକ୍ରମଣ ତୀବ୍ରଗତିରେ ବଢୁଥିବାରୁ ଜିଲା ପ୍ରଶାସନ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଫୁଲବାଣୀ ଏବଂ ବାଲିଗୁଡା ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଷୋଷଣା କରାଯାଇଛି । ସେଥିପାଇଁ ଏହି ଅଂଚଳର ଲୋକଙ୍କୁ ସେମାନଙ୍କର ଘରୁ ବାହାରିବାକୁ ବାରଣ କରାଯିବା
Read More...

ଅଗ୍ନି ବିପନ୍ନ ପରିବାରକୁ ହଜାରେ ଟଂକାର ସହାୟତା ଦେଲେ ବିଡିଓ

ବୌଦ୍ଧ,୨୩/୭ - ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ହରିଜନ ସାହିର ଅଲେଖ କଲତାଙ୍କ ଘର ଅଗ୍ନି କାଣ୍ଡ ଘଟି ପୋଡି ଯାଇଥିଲା । ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ
Read More...

ଜଙ୍ଗଲ ପାହାଡର ବର୍ଷାଜଳ ପଶିଲା ଗାଁ ଭିତରେ

ବୌଦ୍ଧ,୨୩/୭ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବିଋଗଡ ଗ୍ରାମ ମଧ୍ୟରେ ନିକଟରେ ଥିବା ଜଙ୍ଗଲ ପାହାଡର ବର୍ଷା ଜଳ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନୁଷ୍ୟକୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା
Read More...

ବୌଦ୍ଧ : ଆଜିର ୨ ପଜିଟିଭକୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୮୨ ହେଲା

ବୌଦ୍ଧ,୨୩/୭ - ପୁର୍ବରୁ ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ରେ ପହଞ୍ଚିଲା । ନୂତନ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ସେ ଗୁନ୍ଦଳିିଆ କ୍ୱାରେଣ୍ଟାଇନ
Read More...

ମନରେଗାରେ ଗାଈ ଗୁହାଳ ଯୋଜନା ପ୍ରହସନ

ଦାରିଙ୍ଗବାଡି : ଗରିବ ଲୋକଙ୍କୁ ଯେଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେଉଛନ୍ତି ସେଭଳି ଗୃହ ପାଳିତ ପଶୁ ଗାଈ, ଛେଳି, ଘୁଷୁରି ଭଳି ପଶୁଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ମାଧ୍ୟମରେ
Read More...