Monthly Archives

July 2020

ପ୍ରଶାସନର ନିଘା ନାହିଁ : ଦୁର୍ଘଟଣାରେ ଗୁରୁତର ଗାଈର ଚିକିତ୍ସା କରାଇଲେ ଟିମ୍ ହେଲ୍ପର ସଦସ୍ୟ

ବାଲିଗୁଡ଼ା: ଆଜିବି ବଞ୍ଚିଛି ମାନବିକତା । ହିନ୍ଦୁ ଧର୍ମରେ ଗୋ ସେବା କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଗାଇର ସେବା ଯତ୍ନ କରି ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ହେଲ୍ପର ସଦସ୍ୟମାନେ । ଖବର ଅନୁଯାୟୀ ଚାରିଦିନ ତଳେ ୫୯
Read More...

ରେକର୍ଡ : ୨୪ ଘଣ୍ଟାରେ ୧୨୬୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୩ ।୦୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ
Read More...

ହରଭଙ୍ଗା: ନୂତନ ବନୀକରଣ ପାଇଁ ଚାରା ପ୍ରସ୍ତୁତି

ହରଭଙ୍ଗା,୨୩/୭ – ଜଙ୍ଗଲ ଓ ପରିବେଶ ବିଭାଗ ଓ ମନରେଗା ଯୋଜନାର ଆର୍ଥିକ ସହାୟତାରେ ବୌଦ୍ଧ ବନଖଣ୍ଡ ଅଧୀନରେ ହରଭଙ୍ଗା ବନବିଭାଗ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣ ପାଇଁ ହରଭଙ୍ଗା ଶଗଡିଆ ନାଳ ଓ ଖରସଙ୍କୁଲେଇ ଠାରେ ଚାରାନର୍ସରୀ କରାଯାଇ ୧ଲକ୍ଷ ୫୦ ହଜାର ନୂତନ ଚାରା ପ୍ରସ୍ତୁତି
Read More...

ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ମନୋନୀତ

ପାରଳାଖେମୁଣ୍ଡି : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦଷ୍ୟ ଭବେ ମନୋନୀତ ହୋଇଛନ୍ତି । ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪/୦୭/୨୦୨୦ ୨୩/୦୭/୨୦୨୩
Read More...

ଶହ ଶହ ପ୍ରକଳ୍ପ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି ଜିଲ୍ଲାରେ !

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅନେକ ଉନ୍ନୟନ ଯୋଜନାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସରକାରୀ ଯୋଜନାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ କରାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତାର ଘୋର ଅଭାବ ଯୋଗୁଁ
Read More...

ଭେଟଖୋଲ ଘାଟିରେ ଡକାୟତି : ୨ ଡକାୟତି ଗିରଫ

ଫୁଲବାଣୀ:-ଫୁଲବାଣୀ ସଦରଥାନା ଅନ୍ତର୍ଗତ ଭେଟଖୋଲ ଘାଟି ମଧ୍ୟ ଭାଗରେ ଅନୁଗୁଳ ଜିଲ୍ଲାର ଏକ ବୋଲେରୋକୁ ପଥର ମାରିବା ସହିତ ଡ୍ରାଇଭର ଠାରୁ ୭୨୦୦୦ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇଥିଲେ ୪ ଜଣ ଡକାୟତ । ଆଜି ଫୁଲବାଣୀ ସଦର ପୋଲିସ ଖୋଜିବା ସହିତ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କୋର୍ଟ ଚାଲାଣ
Read More...

ଖଜୁରିପଡାରେ ୩କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନର ତତ୍ପରତା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍ ନୂଆଗାଁ ଏବଂ ଟିଟ୍ରାପଙ୍ଗା ଅଂଚଳରେ ୩ ଜଣ କରୋନା ପଜିଟିଭ ଖବର ପରେ ତୁରନ୍ତ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଏବଂ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ପ୍ରମୁଖ
Read More...

ଦୁଇ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନ ସହିତ ନର୍ସିଂହୋମ ସିଲ୍‌

ସମ୍ବଲପୁର : ଏଠାକାର ସବୁଠୁ ବଡ଼ ଘରୋଇ ଚିକିତ୍ସାଳୟ ସଞ୍ଜିବନୀ ହସ୍ପିଟାଲରରେ ଗତରାତି ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେଠାକାର ଦୁଇଜଣ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନକୁ ଯାଇଛନ୍ତି ଓ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ
Read More...

ଲଭ୍ ସେକ୍ସ୍ ଧୋକା : ପ୍ରତାରଣା ଓ ଗର୍ଭପାତ କରାଇଥିବା ଅଭିଯୋଗ, ପ୍ରେମିକ ଓ ଗର୍ଭପାତ କରାଇଥିବା ବ୍ୟକ୍ତି ଗିରଫ

ବାଲିଗୁଡ଼ା: ଲଭ୍ ସେକ୍ସ୍ ଧୋକା । ପ୍ରଥମେ ପ୍ରେମ,ପରେ ଶାରୀରିକ ସମ୍ପର୍କ ତା ପରେ ଗର୍ଭପାତ ଏବଂ ପ୍ରତାରଣା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଥାନା ଗ୍ରୀନ୍ ବାଡ଼ି ଅଞ୍ଚଳର ଆକାଶ ପ୍ରଧାନ ନାମକ ଜଣେ
Read More...

ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧ୍ୱସ୍ତ

ବୌଦ୍ଧ, ୨୨/୭ - ଆଜି ସନ୍ଧ୍ୟାରେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ପାଉଁଶ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶରଧାପୁର ହରିଜନ ସାହିରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଅଲେଖ କଲତାଙ୍କ ୨
Read More...