Monthly Archives

July 2020

ଗୁନ୍ଦୁଳିଆ କ୍ୱାରେଣ୍ଟାଇନ ସେଣ୍ଟର ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ, ୨୨/୭ - ବୌଦ୍ଧ ଜିଲ୍ଲାରେ ଆଜି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଆଉ ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସରକାରୀ ଭାବେ ପ୍ରଶାସନ ତରଫରୁ ଘୋଷଣା କରା ଯାଇନଥିଲେ ମଧ୍ୟ ଗୁନ୍ଦୁଲିଆ କ୍ୱାରେଣ୍ଟାଇନ ସେଣ୍ଟରର ଜଣେ
Read More...

ଭି.ଏସ୍ଏସ୍ ନଗରର ଫାଣ୍ଡି ଅଧିକାରୀଙ୍କ ବଦନାତ୍ୟ

ଆଜି ବି ମଣିଷ ପଣିଆ ବଞ୍ଚିଛି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଭି.ଏସ୍ଏସ୍ ନଗର ଫାଣ୍ଡିର କର୍ମଚାରୀମାନେ l ଆଜି ଏକ ବୁଲାଷଣ୍ଢ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଭି, ଏସ୍, ଏସ୍, ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ରାଉତ ଷଣ୍ଢଟିକୁ ଆଣି ଫାଣ୍ଡିପାଖରେ ରଖି ପଶୁଡାକ୍ତରଙ୍କ
Read More...

ଜବରଦଖଲ ଉଚ୍ଛେଦ, ପେଟକୁ ଲାତ : ଉଠା ଦୋକାନୀ ଥଇଥାନ ଶୂନ

ବଲାଙ୍ଗୀର - ଜବରଦଖଲ ଉଚ୍ଛେଦ ଅଭିଯାନର ଦ୍ବିତୀୟ ଦିନରେ ପ୍ରତାପ ସାଗର ପଡାରେ ବୁଲଡୋଜର ପ୍ରଭାବରେ ବହୁ ଘର ଖଣ୍ଡିଆ ଖାବରା ହୋଇଛି । କରୋନା ସଙ୍କଟ କାରଣରୁ କିଛି ଦିନର ନୀରବତା ପରେ ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ଥିବା ଉଠା ଫଳ
Read More...

ବୃଦ୍ଧାବସ୍ଥାରେ ଲମ୍ବ ମାପି ପୁରୀ ଯାଉଛନ୍ତି ଶ୍ରଦ୍ଧାଳୁ

ଜହ୍ନାପଙ୍କ : ବୃଦ୍ଧ ବୟସରେ ଲମ୍ବମାପି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଛନ୍ତି ରାଜସ୍ଥାନର ୪ଜଣ ଶ୍ରଦ୍ଧାଳୁ । ରାଜସ୍ଥାନ ରାଜ୍ୟ କେରଲି ଜିଲ୍ଲାର ଭକ୍ତରାମ ସିଂ(୬୯), ଜୟ ସିଂ(୬୮), ବଟୁ ଲାଲ(୬୭) ଓ ହରମନ ସିଂ(୬୯) ନଭେମ୍ବର ୩ ତାରିଖରୁ ପୁରୀ ବାହାରିଛନ୍ତି । ସେମାନେ
Read More...

କମାଣ-ନିରୋଧୀ କ୍ଷେପଣାସ୍ତ୍ର “ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷା

ନୂଆଦିଲ୍ଲୀ : କମାଣକୁ ପ୍ରତିହତ କରିପାରିଲା ଭଳି ଭାରତର କ୍ଷେପଣାସ୍ତ୍ର "ଧ୍ରୁବାସ୍ତ୍ର'ର ଆଜି ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଇଣ୍ଟେରିନ୍ ଟେଷ୍ଟ ରେଞ୍ଜରେ ହୋଇଥିବା ଏହି ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି । ଗତ ୧୫ ଓ ୧୬ ତାରିଖରେ ଏହାର ହେଲିକପ୍ଟର ଲଞ୍ଚ୍ ନାଗ୍ କ୍ଷେପଣାସ୍ତ୍ର
Read More...

ଦେଶରେ କରୋନା ସଂକ୍ରମଣ ୧୨ ଲକ୍ଷ ମୁହାଁ

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଏବେ ୧୨ ଲକ୍ଷ ମୁହାଁ ହୋଇଛି । ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି ।
Read More...

ତୈଳ କୂପରେ ଭୟଙ୍କର ବିସ୍ଫୋରଣ

ଗୌହାଟୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ଥିବା ଏକ ତୈଳ କୂପରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ସେଠାରେ କାମ କରୁଥିବା ତିନିଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରେ।।ଲ
Read More...

ନଭେମ୍ବର ସୁଦ୍ଧା ଆସିଯିବ କରୋନା ଟୀକା: ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର ୨୨ ।୭: ମହାମାରୀ କରୋନାର କବଳରେ ସାରା ବିଶ୍ୱ ଛଟପଟ ହେଉଥିବାବେଳେ ଏଥିରୁ କିପରି ମୁକୁଳିପାରିବା ତାକୁ ନେଇ ବିଶ୍ୱବ୍ୟାପୀ ଗବେଷଣା, ତର୍ଜମା ଚାଲିଛି । ଏହି ସନ୍ଦୀକ୍ଷଣରୁ ମୁକୁଳିଯିବା ପାଇଁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ପ୍ରତିଶେଧକ ସ୍ୱରୂପ ସେରମ ଇନଷ୍ଟିଚ୍ୟୁଟ
Read More...

କରୋନା ପାଇଁ ହ୍ରାସ ପାଇବ ପାଠ୍ୟକ୍ରମ

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସ୍କୁଲକଲେଜଗୁଡିକ ଏବେ ଛୁଟି ଅଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଏହି ଛୁଟି ଚାଲୁ ରହିବ । ଏହାପରେ ମଧ୍ୟ ସ୍କୁଲକଲେଜଗୁଡିକ ଖୋଲିବ କି ନା ତାହାର ଗ୍ୟାରେଣ୍ଟି ଦେଇହେବ ନାହିଁ । ଏଭଳି ସ୍ଥିତିରେ
Read More...

ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୨ ।୭: ରାଜ୍ୟରେ କରୋନା ମହାମାରୀ ନିଜର କାୟାକୁ ବଢାଇ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପରେ ଖୋରଧା ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ସର୍ବାଧିକ ୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ
Read More...