Monthly Archives

July 2020

ଗାଁ ନା ହେଲା “ରଙ୍ଗବତୀ’

ଭୁବନେଶ୍ୱର ୨୨ ।୭: ସମ୍ବଲପୁର ଭାଷାରେ ରଚିତ ଓ ସ୍ୱର ତାଳରେ ଗଠିତ ପ୍ରସିଦ୍ଧ ଲୋକଗୀତ "ରଙ୍ଗବତୀ' ବଦଳାଇ ଦେଇଛି ଗାଁର ନା । ଯେଉଁ ଗାଁ ଦିନେ ବିଲୁଙ୍ଗ ନାରେ ପରିଚିତ ଥିଲା ସେହି ଗାଁର ନା ଏବେ ରଙ୍ଗବତୀ ନା'ରେ ପରିଚିତ ହେବ । ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...

ବଲିଉଡର ପାକିସ୍ତାନୀ ଲିଙ୍କ୍ ନେଇ ତଥ୍ୟ ଦେଲେ ବୈଜୟନ୍ତ

ଭୁବନେଶ୍ୱର ୨୨ ।୭: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖୁପାତ୍ର ବୈଜୟନ୍ତ ପଣ୍ଡା ଆଜି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବୈଜୟନ୍ତ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପାଣିପବନରେ ବଢି କିଛି ବଲିଉଡ ବ୍ୟକ୍ତିତ୍ୱ ପାକିସ୍ତାନ
Read More...

୧୧ଜିଲ୍ଲାରେ ମରୁଡି ଆଶଙ୍କା

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ ସ୍ୱାଭାବିକ ବର୍ଷାଠାରୁ ୧୧ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବାରୁ ମରୁଡି ଆଶଙ୍କା ଦେଖାଦେଇପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମୌସୁମୀ ଋତୁରେ ପୁରୀରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଖୋରଧା,
Read More...

ଆଇପିଏଲ୍ ପ୍ରସଙ୍ଗ: ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ବିସିସିଆଇ

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇରେ ହିଁ ହେବ । ଏଥିପାଇଁ ବିସିସିଆଇ ପ୍ରସ୍ତୁତ । ଏ ନେଇ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବା ସବୁଜ ସଂକେତଙ୍କୁ ହିଁ ଅପେକ୍ଷା । ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର
Read More...

ସୁରକ୍ଷିତ ଅଲିମ୍ପିକ୍ସ ପାଇଁ କରୋନା ଟିକା ଜରୁରୀ

ଟୋକିଓ : ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଅବ୍ୟର୍ଥ କରୋନା ଟିକା ନିହାତି ଆବଶ୍ୟକ । ସଂକ୍ରମଣ ରୋକିବା ପାଇଁ ଟିକାର ଆବଶ୍ୟକତା ଜରୁରୀ । ଖେଳାଳିମାନେ ଯଦି ସୁରକ୍ଷିତ ନରହିବେ, ତେବେ ଅଲିମ୍ପିକ୍ସ ଭଳି ମେଗା କ୍ରୀଡ଼ା କାର୍ଯ୍ୟକ୍ରମ
Read More...

ହାର୍ପରଙ୍କ ସମୟର ତିକ୍ତ ଅନୁଭୂତି ବଖାଣିଲେ ଧୋନି

ନୂଆଦିଲ୍ଲୀ : ଆଇସିସିର ପୂର୍ବତନ ଅମ୍ପାୟାର ଡାରିନ୍ ହାର୍ପର ଏକଦା ଏକ ଟୁର୍ଣ୍ଣାମେଣ୍ଟ ବେଳେ ଭାରତୀୟ ଖେଳାଳିମାନଙ୍କ ସହିତ କିଭଳି ଭୂମିକା ଗ୍ରହଣ କରିଥିଲେ ସେ ନେଇ ମହେନ୍ଦ୍ର ସିଂ ଧୋନି ଏବେ କିଛି ଚମକପ୍ରଦ କଥା ପ୍ରକାଶ କରିଛନ୍ତି । ୨୦୧୧ ମସିହାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଚିନ୍
Read More...

କଠୋର ପଦକ୍ଷେପ ନ ହେବାରୁ କଟକଣାକୁ ମାନୁନାହାନ୍ତି ଅମାନିଆ

ରାଉରକେଲା : ଓଡିଶାର କିଛି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ୧୪ ଦିନିଆ ସଟଡାଉନ କରାଯାଇଛି । ରାଉରକେଲା ସହରରେ ଲକଡାଉନ ପ୍ରକ୍ରିୟା ଲାଗୁ ରହିଥିବା ବେଳେ କେହି ଏହି କଟକଣାକୁ ମାନୁନାହାନ୍ତି । ଲକଡାଉନ ସମୟରେ ଲୋକେ ଘରୁ ବାହାରି ପଦାରେ ବୁଲାବୁଲି କରୁଛନ୍ତି । କିଛି
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୨୦ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଯଥା ସମ୍ଭବ କଟକଣା ସହିତ ଆଗାମୀ ଦଶଦିନ ବ୍ୟାପୀ ଜ୍ଞଟଡାଉନ ଘୋଷଣା ସତ୍ତ୍ୱେ ଆଜି ପୁଣି ୨୦ଜଣ ପଜିଟିଭ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନୂଆସାହି ଟିଏମସିରେ ଜଣେ ୫ବର୍ଷୀୟ ବାଳକ ଓ ଜଣେ ୩୦ବର୍ଷୀୟା ମହିଳା
Read More...

ରଙ୍ଗ ଦେବାବେଳେ ଅଘଟଣ, ୧ ମୃତ

କନ୍ଧମାଳ : କରୋନା ନିୟମକୁ ଅବମାନନା କରି ଘରେ ରଙ୍ଗ ମାରୁଥିଲେ । କନ୍ଧମାଳ ଜିଲ୍ଲାପାଳ ଫୁଲବାଣୀ ସହରକୁ ସଟଡାଉନ ଘୋଷଣା କରିଛନ୍ତି । ଏପରିକି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହାକୁ ଅବମାନନା କରି ଘର ମାଲିକ କିପରି ରଙ୍ଗ ମରାଉଥିଲେ ବୋଲି ସ୍ଥାନୀୟ ଲୋକମାନେ କଥା ବାର୍ତା
Read More...

ଗଜପତି ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଭାବେ ତପନ କୁମାର ଦାୟିତ୍ୱ ଗ୍ରହଣ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ତପନ କୁମାର ପଟ୍ଟନାୟକ ଆଜି ସକାଳ୧୧.୩୦ ସମୟରେ ଜିଲ୍ଲା ଏସପି କାର୍ଯ୍ୟାଳୟ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଏସପି ସାରା ଶର୍ମା ଏଠାରୁ ବଦଳି ହୋଇ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟକୁ ବଦଳି ହୋଇଯିବା ପରେ ସେ
Read More...