Monthly Archives

July 2020

ଅନ୍ତୋଦୟ ଚାଉଳ ହଡପ ଅଭିଯୋଗ

ବୌଦ୍ଧ - ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତରେ ହିତାଧିକାରୀ ମାନଙ୍କ ଖାଉଟି ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ହୋଇଛି । ବଡ଼ ଝାରକଟା ଗ୍ରାମର ଜଣେ ଅନ୍ତୋଦୟ ହିତାଧିକାରୀ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ
Read More...

ଗଜପତିରେ ପୁଣି ୨୫ କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି ୨୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ପାରଳା ପୌରପରିଷଦରୁ ୨୦ଜଣ, ରାୟଗଡ ବ୍ଳକରୁ ୩ ଜଣ କାଶୀନଗର ବ୍ଲକରୁ ଜଣେ ଓ ଆର ଉଦୟଗିରି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ
Read More...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ… ବସିଲା ପଦ୍ମନପୁର ସୋମବାର ବଜାର

ଜହ୍ନାପଙ୍କ : ଦେଶ ତଥା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାପାଳ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିୟମ କଡ଼ାକଡ଼ି କରିବା ସହିତ ବୌଦ୍ଧ ଜିଲ୍ଲାକୁ ଅପରାହ୍ନ
Read More...

ସୁବର୍ଣ୍ଣପୁର :ସହରକୁ ଛୁଇଁଲା ସଂକ୍ରମଣ, ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌

ସୋନପୁର : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ସୋନପୁର ସହରକୁ କରୋନା ଛୁଇଁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସହରରେ ଅଧିକ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ
Read More...

ସଟଡାଉନ ପୂର୍ବସଂଧ୍ୟାରେ ବଜାର ଲୋକାରଣ୍ୟ: ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ଫୁ..

ସମ୍ବଲପୁର : ଗତ କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜୁଲାଇ ୨୨ରୁ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଘୋଷଣାକୁ ଏଠାରେ ସର୍ବତ୍ର ସ୍ୱାଗତ କରାଯାଉଛି । ଏଥିପାଇଁ କିନ୍ତୁ କିଛି ପ୍ରସ୍ତୁତି କରା ନ ଯାଇ ହଠାତ
Read More...

ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟଡାଉନ : ସହରସାରା ଶୂନଶାନ, ଚାଲିଛି ନିର୍ମାଣ କାମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ନିଷ୍ପତ୍ତି ଅନୁସାରେ ସମଗ୍ର ଜିଲ୍ଲାରେ ଆଜିଠାରୁ ୩୧ଜୁଲାଇ ପର୍ଯ୍ୟନ୍ତ ୧୦ଦିନିଆ ସଟଡାଉନ ଆରମ୍ଭ ହୋଇଯାଇଛି ଓ ଜନସାଧାରଣଙ୍କ ପକ୍ଷରୁ ଏଥିପାଇଁ ବିପୁଳ ସମର୍ଥନ ଦେଖା ଦେଇଛି । ଆଜି ସକାଳୁ କିଛି କିଛି ସ୍ଥାନରେ ପ୍ୟାକେଟ କ୍ଷୀର ବିକ୍ରୀ
Read More...

ଢେଙ୍କାନାଳ କଲେଜ୍ ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଲା

ଢେଙ୍କାନାଳ: ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଥିବାର ଏକ ଚିଠି ୟୁଜିସି ତରଫରୁ ଢେଙ୍କାନାଳ କଲେଜ୍କୁ ଆସିଥିବାରୁ ଢେଙ୍କାନାଳ ଜନସାଧାରଣ ଓ ଢେଙ୍କାନାଳ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି । ଏହି କିଛିଦିନ ତଳେ କଲେଜ୍ର ସ୍ୱୟଂ ଶାସିତ
Read More...

ବୌଦ୍ଧ : ଦୁଇ ଦିନର ବିରାମ ପରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୨/୭ - ଗତ କିଛି ଦିନ ହେଲା ପ୍ରତିଦିନ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବାହାରୁଥିବା ବେଳେ ଦୁଇ ଦିନ ଏଥିରେ ଟିକିଏ ବିରାମ ଲାଗିଥିଲା । ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୮୦ ରେ ପହଞ୍ଚିଲା । ବୌଦ୍ଧ ସହର ଓ ପାଖାପାଖି ଅଂଚଳରେ
Read More...

ରେକର୍ଡ : ୨୪ ଘଣ୍ଟାରେ ୧୦୭୮ ପଜିଟିଭ ଚିହ୍ନଟ, ପୁଣି ୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ରେ ପହଞ୍ଚିଛି । ସେହିପରି ଏହି ବିଶ୍ୱମହାମାରୀ କରୋନାରେ ଏହି ସମୟ ମଧ୍ୟରେ
Read More...

ବେଆଇନ ନିଶା କାରବାରର ପର୍ଦ୍ଦାଫାଶ ୨୩ଶହ ବୋତଲ କଫସିରପ ସହିତ ୩ଜଣ ଗିରଫ

ସମ୍ବଲପୁର, ୨୨/୭ -ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ଅପହରଣ ମାମଲାର ତଦନ୍ତ ସମୟରେ ଏକ ବିଶାଳ ନିଶା କାରବାରର ପର୍ଦ୍ଦାଫାଶ କରିବାରେ ପୁଲିସ ସଫଳ ହୋଇଛି । ବାସ୍ତବରେ କରୋନା କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇବାକୁ ପୁଲିସ ଏଠାରେ ଏତେ ବ୍ୟସ୍ତ ଯେ ଅପରାଧ ନିୟନ୍ତ୍ରଣ ପାଇଁ
Read More...