Monthly Archives

July 2020

ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା

ଫୁଲବାଣୀ,୨୨/୭ - କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଅମାନିଆ ଯୋଗୁଁ ବିଭିନ୍ନ ହଟସ୍ପଟ ଯାଇ ଫେରିବା ପରେ ତାଙ୍କଠାରେ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଅନ୍ୟ କେହି ସଂକ୍ରମିତ ହୋଇଥାଇ ପାରନ୍ତି କିମ୍ବା ହେବାର ସମ୍ଭାବନା ସଂକ୍ରମଣ ବୃଦ୍ଧିକୁ
Read More...

ଫୁଲବାଣୀ: ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ,୨୨/୭- ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ
Read More...

ଲକ୍ ଡାଉନ୍ ପ୍ରଭାବିତ ହରିଶଙ୍କର ମନ୍ଦିର ପୂଝାରୀ ପରିବାର

ପାଟଣାଗଡ଼ :ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ତାଲା ଯୋଗୁଁ ମନ୍ଦିର ପୂଝାରୀ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।। ଆର୍ଥିକ ସଂକଟ ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ନାନ୍ଦୁପଲା ଗାଁ ର ପୂଝାରୀ
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ

ଭୁବନେଶ୍ୱର,୨୧/୭ - କରୋନା ସଂକ୍ରମଣ ଏବଂ ତଦ୍ଜନିତ ଲକ୍ ଡାଉନ ଓ ସଟ୍ ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକଙ୍କ ପତ୍ର

ବଲାଙ୍ଗୀର,୨୧/୭- ଦାଦନ ପ୍ରବଣ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବାପାଇଁ ବିଧାୟକ ଡ. ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା ୨୭୩ ତା୧୫-୦୭-୨୦ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଲୋଇସଂହା ବିଧାୟକଙ୍କ ପତ୍ର

ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ One nation one ration card ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା 273 ତା15-07-20ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ
Read More...

ଲାଲଜୀ ଟଣ୍ଡନଙ୍କ ପରଲୋକ

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଆଜି ସକାଳ ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ବହୁ ରୋଗରେ ପୀଡିତ ଥିଲେ । ଯାହାଫଳରେ ତାଙ୍କ ଚିକିତ୍ସା ଲକ୍ଷେ୍ନøର ଏକ ମେଡିକାଲରେ ଚାଲୁ ରହିଥିଲା । ଟଣ୍ଡନଙ୍କ ଦେହାନ୍ତ
Read More...

ଦେଶରେ ୭ ଲକ୍ଷ ଟପିଲା ସୁସ୍ଥଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ୁଛି । ଆଜି ସୁସ୍ଥ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୧୪୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ
Read More...

ପାଇଲଟଙ୍କୁ ଆଶ୍ୱସ୍ତି

ଜୟପୁର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କଂଗ୍ରେସର ବିଦ୍ରୋହୀ ନେତା ସଚିନ୍ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କୁ ଆଜି ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିଧାନସଭା ବାଚସ୍ପତି ସିପି ଜୋଷୀ ନୋଟିସ୍ ଜାରି କରିଥିଲେ
Read More...

ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା

ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ।ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ।ଏହି ଖବର ଗଣମାଧ୍ୟମ ରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ
Read More...