Monthly Archives

July 2020

ପୋଖରୀ ହୁଡା ରାସ୍ତାକୁ ସଫେଇ କଲେ ଜେନା ସାହିବାସୀ

ବୌଦ୍ଧ: ହରଭଙ୍ଗା ବ୍ଲକର ପୁରୁଣାକଟକ ଗ୍ରାମ ଜିଲ୍ଲାର ଗୋଟିଏ ପ୍ରମୁଖ ଗ୍ରାମ । ଦିନକୁ ଦିନ ପୁରୁଣାକଟକର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହି ପରିମାଣରେ ପରିମଳ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଲାଗୁଛି । ପୁରୁଣାକଟକ ଏମ.ଇ. ସ୍କୁଲ ପଛ ପାଖରେ ଶହ ଶହ ବର୍ଷର
Read More...

ଜରୁରୀ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ଜାରିହେଲା ଫୋନ ନମ୍ବର

କନ୍ଧମାଳ:-କୋଭିଡ-୧୯ସହ ଜଡିତ ବିଭିନ୍ନ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମର ସଠିକ ମନିଟରିଂ ଓ ସମନ୍‌ବୟ ଏବଂ ଏହି ପ୍ରରିପ୍ରେକ୍ଷରେ ସରକାରଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ ପାଇଁ ଫୁଲବାଣୀ ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ (ସମ୍ମିଳନୀ କକ୍ଷ)ରେ ଏକ ସ୍ୱତନ୍ତ୍ର କୋଭିଡ-୧୯
Read More...

କଙ୍ଗାରୁ କୋର୍ଟରେ ନିଷ୍ପତ୍ତି : ନିଜ ଜମିରେ ଚାଷକରି ପାରୁନାହାନ୍ତି ବାସୁଦେବ !

ବୌଦ୍ଧ - ହରଭଙ୍ଗା ଥାନା ବୁକେସିଙ୍ଗା ଗାଆଁର ଜଣେ ଚାଷୀ ବାସୁଦେବ ବାଘଙ୍କୁ ନିଜ ଜମିରେ ଚାଷକରି ପାରିବେ ନାହିଁ ବୋଲି ଗାଆଁର କଙ୍ଗାରୁ କୋର୍ଟ ନିଷ୍ପତ୍ତି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି କାରଣରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଗ୍ରାମରୁ ବାସନ୍ଦ ହୋଇଛନ୍ତି ବାସୁଦେବ ।
Read More...

ଏ ବର୍ଷ ହେବନି ଟି-୨୦ ବିଶ୍ଵକପ

ନୂଆଦିଲ୍ଲୀ: ମହାମାରୀ କରୋନା ଏବେ ବିଶ୍ଵ ବାସୀଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି । ଏହି କାରଣରୁ ବହୁ କ୍ରୀଡା କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ଏହି ପରିପ୍ରେକ୍ଷୀରେ ଆଇସିସି ଆଜି ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିଛି । ଟି-୨୦ ବିଶ୍ଵକପ ସ୍ଥଗିତ ହେବାପରେ ଆଇପିଏଲ ପାଇଁ ବାଟ ଫିଟିଯାଇଛି
Read More...

ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟର ମାମଲା ଉପରେ ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ଯେଭଳି ପ୍ରତିକ୍ରିୟା ରଖିଥିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି । ଆଜି ଶୁଣାଣି ବେଳେ ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା
Read More...

ଏତେବଡ଼ ଅପରାଧୀକୁ ପାରୋଲ୍ ମିଳିଲା କିପରି :ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନ୍କାଉଣ୍ଟର ମାମଲା ଉପରେ ଆଜି ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ଯେଭଳି ପ୍ରତିକ୍ରିୟା ରଖିଥିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି । ଆଜି ଶୁଣାଣି ବେଳେ ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ୍ ତୁଷାର
Read More...

କଂଗ୍ରେସ ପିଠିରେ ଛୁରା ମାରିଛନ୍ତି ସଚିନ୍

ଜୟପୁର : ରାଜସ୍ଥ୍ାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏଭଳି ସବୁ ମନ୍ତବ୍ୟ ଦେଉଛନ୍ତି, ଯାହାକୁ ନେଇ ରାଜନୈତିକ ବାତାବରଣ ଆହୁରି ସରଗରମ ହୋଇଉଠିଛି । ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କ ବିରୋଧରେ ସେ ସାଙ୍ଘାତିକ ଅଭିଯୋଗ ଆଣିବା ସହ ତାଙ୍କୁ କଟୂ
Read More...

ବୌଦ୍ଧ ଆଦର୍ଶ ଥାନାର କର୍ମଚାରୀଙ୍କ ସ୍ବାବ ନମୂନା ସଂଗ୍ରହ

ବୌଦ୍ଧ : ବୌଦ୍ଧ ଥାନାର ଜଣେ ହୋମ୍ ଗାର୍ଡ ଗତକାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ବୌଦ୍ଧ ଆଦର୍ଶ ଥାନାର ସମସ୍ତ 57 ଜଣ ପୋଲିସ୍ କର୍ମଚାରୀ ମାନଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି । ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଥାନା ପରିସରରେ ସମସ୍ତଙ୍କର ସ୍ବାବ
Read More...

ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ କରିବା ସହ ଭାଟି ଭାଙ୍ଗିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଆଡିମାହା ପଞ୍ଚାୟତ ଲିଙ୍ଗେରୀସାହିରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ ହେବା ସହ ମଦ ରନ୍ଧା ହେଉଥିବା ଭାଟିକୁ ଭାଙ୍ଗାଯାଇଛି । ଏହି ଗ୍ରାମରେ ପୂର୍ବରୁ ଗ୍ରୁପ ମା ମାନେ ଏକତ୍ରିତ ହୋଇ ମଦ ରନ୍ଧାଳି ଓ ମଦ
Read More...

ସୀମାରେ ମୁତୟନ ହେବ ରାଫେଲ୍

ନୂଆଦିଲ୍ଲୀ: ଚୀନ୍ ଉପରେ ଭରସା ନଥିବାରୁ ଭାରତ ସୀମାରେ ତିନି ବାହିନୀକୁ ଏବେବି ସଜାଗ କରି ରଖିଛି । ଖୁବ୍ଶୀଘ୍ର ସୀମାରେ ରାଫେଲ୍ ଯୁଦ୍ଧ ବିମାନକୁ ମୁତୟନ କରାଯିବ । ଆଜି ବାୟୁସେନାର ବରିଷ୍ଠ ଅଧିକାରୀମାନଙ୍କର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଫେଲ୍ ବିମାନ ପ୍ରୟୋଗ
Read More...