Monthly Archives

July 2020

ଭୁବନେଶ୍ୱରରେ ପୁଣି ୫୨ ପଜିଟିଭ

ଭୁବନେଶ୍ୱର: ଚଳିତ ମାସ ରାଜ୍ୟରେ କରୋନା ଉପରମୁହାଁ ହୋଇଥିବା ବେଳେ ଗଞ୍ଜାମ ଓ ଉପକୂଳ ଓଡିଶାର ଖୋର୍ଦ୍ଧା, କଟକ,ଯାଜପୁର ପଜିଟିଭ ସଂଖ୍ୟାରେ ହଟସ୍ପଟ ହେବାକୁ ଯାଉଛି । ସବୁଠାରୁ ଉଦବେଗଜନକ କଥା ହେଲା ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମଣରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି, ଯାହା
Read More...

ସମ୍ବଲପୁର ଜିଲ୍ଲାରେ ୬ କରୋନା ଯୋଦ୍ଧା ସହିତ ମୋଟ ୨୫ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଆଜି ୨୫ଜଣ ପଜିଟିଭ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଭିମସାର ରୁ ଦୁଇ ଜଣ ମହିଳା ସହିତ ୬ଜଣ କରୋନା ଯୋଦ୍ଧା ରହିଛନ୍ତି । ଆଜି ସବୁଠାରୁ ଅଧିକ ରେଢ଼ାଖୋଲ ରେ ୧୪ଜଣ ପଜିଟିଭ ଚିହ୍ନଟ କରାଯାଇଛି, ଯେଉଁଥିରେ ଦୁଇ ଜଣ ବାଳିକା (୮ ଓ ୧୦) ତଥା ଜଣେ
Read More...

ଅପହଞ୍ଚ ଗ୍ରାମକୁ ଚାଲିଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଅଧ୍ୟକ୍ଷ ଓ ବ୍ଳକ କର୍ମଚାରୀ

ଫୁଲବାଣୀ :ରାସ୍ତା ନିର୍ମାଣ ରେ ଜମି ସାଜିଛି ବାଧକ ।ବର୍ଷ ବର୍ଷ ଧରି ଅଦ୍ୟବଧି ଗମନାଗମନ ସୁବିଧାରୂ ବଂଚିତ ହୋଇ ରହି ଆସୁଛନ୍ତି ୧୫ ପରିବାର ହୋଇ ପାରୁନି ରାସ୍ତା ନିର୍ମାଣ ।ଖର୍ଚ୍ଚ ହୋଇ ନପାରି ଏମଜି,ଏନାର,ଜିଏସ ଅର୍ଥ ଓ ବିଧାୟକ ପାଣ୍ଠି ପଡିରହିଛି ।ଏହାର ସମାଧାନ ନିମନ୍ତେ ବୁଧୁବାର ଦିନ
Read More...

ବଲାଙ୍ଗିର ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରନ୍ତୁ ସରକାର: ନରସିଂହ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସିଛି । ବହୁତ ଦିନରୁ ଜିଲ୍ଲାରେ ୧୦୦ ରୁ ଉଦ୍ଧ୍ୱର୍ ହେବ ଡାକ୍ତର ପଦବୀ ଖାଲି ପଡିଛି । ସରକାରଙ୍କୁ ବାରମ୍ବାର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ପଦବୀ ପୂରଣକୁ
Read More...

ବିଡବ୍ଲୁଏଫ୍ ସମ୍ବିଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍) ତା'ର ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛି । ଏହାର ସଭାପତିଙ୍କ କାର୍ଯ୍ୟକାଳକୁ ଚାରି ବର୍ଷରେ ସୀମିତ ରଖାଯାଇଛି । ତା'ସହିତ ପରିଷଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ସଂଶୋଧନ
Read More...

ନିଜ ପଦବୀରୁ ଇସ୍ତଫା ଦେଲେ ସବା କରିମ୍

ମୁମ୍ବାଇ : ବିସିସିଆଇର ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ କାର୍ଯ୍ୟ ପରିଚାଳନା) ପଦରୁ ସବା କରିମ୍ ଇସ୍ତଫା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ୨୦୧୭ ଡିସେମ୍ବର ମାସରେ କରିମ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ
Read More...

ଆସନ୍ତକାଲି ଆଇସିସି ବୈଠକ: ଟି-୨୦ ବିଶ୍ୱକପ୍ ବାତିଲ୍ ଘୋଷଣା ସମ୍ଭାବନା

ଦୁବାଇ : ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋଡର଼୍ର ଭର୍ଚୁଆଲ୍ ବୈଠକ ବସୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ର ଭବିଷ୍ୟତ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆଇସିସି ବିଶ୍ୱକପ୍କୁ
Read More...

ଲୁହା ଚକଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ

ଜହ୍ନାପଙ୍କ: ସରକାର ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାସ୍ତାର ସ୍ଥାୟିତ୍ୱ ପାଇଁ ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଅଳ୍ପଦିନ ମଧ୍ୟରେ ଏହି ରାସ୍ତା ଶୋଚନୀୟ ହୋଇପଡୁଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜହ୍ନାପଙ୍କ ଅଞ୍ଚଳରେ ଖରିଫ୍ ଚାଷ ପାଇଁ ଚାଷୀ
Read More...

ସୁବର୍ଣ୍ଣପୁର : ପ୍ରିୟବ୍ରତ ସାହୁ ହେଲେ ଯୁବ କଂଗ୍ରେସ ସଭାପତି

ସୋନପୁର :ଅଖିଳ ଭାରତ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟର ୧୦ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଟାଣୁଆ ଯୁବନେତା ପ୍ରିୟବ୍ରତ ସାହୁଙ୍କୁ ଯୁବ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ।
Read More...

ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା ଜୀବନ ହାରିଲେ ରାଣୀ, ମୃତ୍ୟୁ ସହିତ ଲଢେଇ କରୁଛନ୍ତି ଅଞ୍ଜଳି ମୃତ୍ୟୁ ସଂଖ୍ୟା…

ଦାରିଙ୍ଗବାଡ଼ି,୧୯/୭ - ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଜଣେ ଯୁବତୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି । ମୃତ ଯୁବତୀଜଣ ହେଲେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ଝିଅ ରାଣୀ ଟିକିରି (୨୩) । ଏହି ଘଟଣାରେ ଆଜି
Read More...