Monthly Archives

July 2020

ନେହେରୁ ଯୁବକେନ୍ଦ୍ର ପକ୍ଷରୁ କ୍ଲିନ୍ ଭିଲେଜ୍ ଗ୍ରୀନ ଭିଲେଜ

ବୌଦ୍ଧ - ଆଜି ବୋୖଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସହାୟତା ରେ କଣ୍ଟାମାଳ ବ୍ଲକ୍ ର ବିଭିନ୍ନ ଗ୍ରାମରେ କ୍ଲିନ୍ ଭିଲେଜ୍ ଗ୍ରୀନ ଭିିଲେଜ୍ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସେବୀ ସଚିତା ନନ୍ଦ ମିଶ୍ର ପରିଚାଳନା କରିଥିଲେ । ଏହି
Read More...

ଶିଶୁ ଅପହରଣ ମାମଲା ରେ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଥାନାରେ ଦୁଇ ଶିଶୁ ଙ୍କୁ ଅପହରଣ ମାମଲା ରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନା ପ୍ରକାରେ ଖଜୁରୀପଡ଼ା ଥାନା ଅଧିନସ୍ଥ ଦୁତିପଡ଼ା ଗ୍ରାମପଞ୍ଚାୟତ ବୁରୁପଦା ଗ୍ରାମର ବିଷ୍ଣୁପ୍ରିୟା କହଁର ଙ୍କ ଶିଶୁପୁତ୍ର ଏବଂ ସୁରେନ୍ଦ୍ର
Read More...

ନେହେରୁ ଯୁବକେନ୍ଦ୍ର ବଲାଙ୍ଗୀର ଓ ଜୟତରୁଣ ଯୁବକ ସଂଘ ପକ୍ଷରୁ ଚାରା ରୋପଣ

ଖପ୍ରାଖୋଲ ,୧୮/୭- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ଜୟ ତରୁଣ ଯୁବକ ସଂଘ ରେଙ୍ଗାଲଜୁରୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜଙ୍ଗଲ ଅବକ୍ଷୟ ଯୋଗୁଁ ପରିବେଶ ଓ ଜଳବାୟୁ
Read More...

ବୌଦ୍ଧ ସମେତ ୯ଟି ଜିଲ୍ଲାରେ ଆରମ୍ଭହେବ ନିଶାମୁକ୍ତି ଅଭିଯାନ

ଭୁବନଶ୍ୱେର,୧୮/୭ – ରାଜ୍ୟର ସମସ୍ତ ଜିଲ୍ଲାରେ ଅଗଷ୍ଟ ୧୫ ପୂର୍ବରୁ ଆରମ୍ଭ ହେବ ନିଶାମୁକ୍ତି ଅଭିଯାନ । ଏନେଇ ସବୁ ଜିଲ୍ଲାକୁ ୧୦ଲକ୍ଷ ଟଙ୍କା ଦିଆଯିବ ବାକି ରାଜ୍ୟସ୍ତରୀୟ ୨୦ଲକ୍ଷ ଟଙ୍କା ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ସୂଚନା
Read More...

ଫୁଲବାଣୀ ସହରରେ ଆରମ୍ଭ ହେଲା ଘର ଘର ବୁଲି ସ୍ଵାସ୍ଥ୍ୟ ସର୍ଭେ

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଇ ନିଷ୍ପତି ନେଇଛି ।ଏହି ଦୁଇଟି ସହରର ସବୁ ବ୍ଲକରେ ଉକ୍ତ ୪ଦିନ ଘରକୁ ଘର ବୁଲି
Read More...

ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ

ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ବିୟୋଗ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ସେ ଜଣେ ଏକାଧାରରେ ମିଷ୍ଟଭାଷୀ ମେଳାପୀ ଓ ଦକ୍ଷ ଲେଖିକା ଥିଲେ।ଆକାଂକ୍ଷା ମହିଳା ସଙ୍ଗଠନର
Read More...

ଏମସିଏଲ ତରଫରୁ ଝାରସୁଗୁଡା କୋଭିଡ ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

ସମ୍ବଲପୁର : କୋଲ ଇଣ୍ଡିଆ ଲିମିଟେଡ ଅଗ୍ରଣୀ ସହାୟକ କଂପାନୀ ମହାନଦୀ କୋଲଫିଲଡ୍ସ ଲିମିଟେଡ ପଶ୍ଚିମଓଡିଶାର ଝାରସୁଗୁଡା ଜିଲ୍ଲାର ବନ୍ଧବାହାରଠାରେ ୭୦ ଶଯ୍ୟା ବିଶିଷ୍ଟ ସମର୍ପିତ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଆଜି ଝାରସୁଗୁଡା ପ୍ରଶାସନ ସହିତ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି
Read More...

ବେଦାନ୍ତ ଝାରସୁଗୁଡାରେ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦଘାଟନ

ଝାରସୁଗୁଡା : ଝାରସୁଗୁଡା ସ୍ଥିତି ଭାରତ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ ପରିସରରେ ଏକ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ଏଥିରେ ଆବଶ୍ୟକୀୟ ଗୀୟର ଏବଂ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଉଛି ଯାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଏହାର
Read More...

ଘଟଣାର ୧୨ଘଣ୍ଟା ଭିତରେ ୪ ଅପହରଣକାରୀ ଗିରଫ

ସମ୍ବଲପୁର:ଗତକାଲି ଘଟିତ ଏକ ଅପହରଣ ମାମଲାର ମାତ୍ର ବାର ଘଣ୍ଟା ଭିତରେ ଶାସନ ଥାନା ପୁଲିସ ଏଥିରେ ସମ୍ପୃକ୍ତ ଚାରିଜଣ ଅପହରଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବିଷୟରେ ସଦର ଏସଡିପିଓ ତପନ ମହାନ୍ତି ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ
Read More...

ଏକା ଦିନକରେ ୨୦ ପଜିଟିଭ ଚିହ୍ନଟରୁ ଜିଲ୍ଲାବାସୀ ସ୍ତବ୍ଧ

ସମ୍ବଲପୁର:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକା ଦିନକରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀ ସ୍ତବ୍ଧ ହୋଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ଜଣ କେବଳ ଭିମସାରରେ ଚିହ୍ନଟ ହୋଇଛନ୍ତି, ଏଣୁ ସେଠାରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏପର୍ଯ୍ୟନ୍ତ ଏହା ଗୋଟିଏ ଦିନର
Read More...