Monthly Archives

July 2020

ବୌଦ୍ଧ ସହରର ଆଉ ୩ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ, ଶନିବାର ଓ ରବିବାର ସଟ୍ ଡାଉନ୍

ବୌଦ୍ଧ, ୧୭/୭ -କରୋନାର ବ୍ୟୁତ୍ପାତ ବୌଦ୍ଧ ସହରରେ ଦେଖିବାକୁ ମିଳୁଛି । ସେଥିପାଇଁ ପ୍ରଶାସନ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଚାଲିଛନ୍ତି । ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇନଥିଲେ ମଧ୍ୟ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଆଉ କିଛି କରୋନା ସଂକ୍ରମିତ ଚିହ୍ନଟ
Read More...

ସାତକୋଶିଆ ଅଭୟାରଣ୍ୟରେ ପାଟ୍ରୋଲିଂ

୬୦ କି.ମି ପାଦରେ ଚାଲିଲେ ୪୦ ବନକର୍ମଚାରୀ ସାମିଲ, ମାସରେ ୨ଥର ହେବ ପାଟ୍ରୋଲିଂ ହରଭଙ୍ଗା,୧୭/୭- ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧିନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗାବ୍ଲକ ଅନ୍ତର୍ଗତ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ବନବିଭାଗ ପକ୍ଷରୁ ଆଜି ପାଟ୍ରୋଲିଂ କରାଯାଇଛି ।
Read More...

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି :ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ପ୍ରକାଶିତ ଦଶମଶ୍ରେଣୀ ପରୀକ୍ଷା ଫଳରେ ଜନ୍ମେଜୟ ସାହୁ ୯୬.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ସମ୍ୟରଞ୍ଜନ ଆପଟ ୯୫.୬
Read More...

ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ ସାନିଟାଇଜର, ମାସ୍କ ଓ ହ୍ୟାଣ୍ଡଗ୍ଲୋବସ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ମାସ୍କ, ହ୍ୟାଣ୍ଡ ଗ୍ଲୋବସ ଓ ସାନିଟାଇଜର ପ୍ରଭୃତି ଜିଲ୍ଲା ପ୍ରଶାସନ ଅଧିକାରୀ ଜୁବୁଲି ବେହେରା, ସେଇକ ସାଗିର ଓ ପୌରପରିଷଦର କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି । କୋଭିଡି ୧୯
Read More...

ଲେହରେ ସ୍ଥିତି ପରଖିଲେ ରାଜନାଥ

ନୂଆଦିଲ୍ଲୀ : ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି ।ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍
Read More...

କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି । ଅସମ୍ଭାଳ ହୋଇଛି ସଂକ୍ରମଣ ଓ ମୃତ୍ୟୁ ସ୍ଥିତି । ଆଜି ସମଗ୍ର ଦେଶରେ ଦଶ ଲକ୍ଷ ୩ ହଜାର ୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା
Read More...

ସିପିଙ୍କ ଫିଟ୍‌ନେସ ମନ୍ତ୍ର : ପୁଲିସବାବୁଙ୍କ ପେଟ ବଢିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ୱର : ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଅଳସୁଆ ତଥା ମଠୁଆ ପୁଲିସଙ୍କ ପାଇଁ ଆଜି ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ, କମିଶନରେଟ ପୁଲିସରେ କାର୍ଯ୍ୟରତ ସବୁ ପୁଲିସ କର୍ମଚାରୀଙ୍କୁ ଫିଟନେସ୍ ରହିବାକୁ ପଡିବ । ଏ ନେଇ କମିଶନର ଶ୍ରୀ ଷଡଙ୍ଗୀ ଟାର୍ଗେଟ୍ ଦେଇ ୩ସପ୍ତାହ ମଧ୍ୟରେ
Read More...

ଅଙ୍ଗନବାଡି ଓ ଆଶାକର୍ମୀଙ୍କ କର୍ତ୍ତବ୍ୟ ସ୍ଥଳରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର : କୋଭିଡ ଯୋଦ୍ଧା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାର ପାଇଁ ରାଜ୍ୟ ସରକାର ଆଜି ଏକ ନୂଆ ଘୋଷଣା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାର ସୂଚନା ଅନୁଯାୟୀ କର୍ତ୍ତବ୍ୟରତ ଅଙ୍ଗନବାଡି ଓ ଆଶାକର୍ମୀଙ୍କ
Read More...

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଅନିଶ୍ଚିତତା ଜାରି

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଆଇସିଏସ୍‌ସି ଓ ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସର୍ବଭାରତୀୟସ୍ତରରେ ପ୍ରକାଶ ପାଇଯାଇଥିବା ବେଳେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ
Read More...

ପ୍ରଧାନପାଟ ଜଳପ୍ରପାତ କୁଣ୍ଡରେ ଖସିପଡ଼ି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ

ଦେବଗଡ଼ : ପ୍ରଧାନପାଟ ଜଳପ୍ରପାତ ପ୍ରଥମ କୁଣ୍ଡରେ ଆଜି ପ୍ରତ୍ୟଷରୁ ଜଣେ ଯୁବକର ମୃତଦେହ ମିଳିଥିବାର ଜଣାଯାଇଛି । ପ୍ରାପ୍ତ ସୁଚନାମତେ ଦେବଗଡ଼ ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନଂ.୩ ମଠସାହି ବାସିନ୍ଦା ସ୍ୱର୍ଗତ କ୍ରୀଷ୍ଣା ପ୍ରସାଦଙ୍କ ପୁଅ ଶୁଭମ୍ ପ୍ରସାଦ ବୋଲି ଜଣାପଡ଼ିଛି । ମୃତ ଶୁଭମ୍
Read More...