Monthly Archives

July 2020

ଦାରିଙ୍ଗବାଡି ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭିମନ୍ୟୁ ବେହେରା

ଦାରିଙ୍ଗବାଡି, ୧୬/୭- ଦାରିଙ୍ଗବାଡି ବ୍ଲକର ନୂତନ ବିଡିଓ ଭାବରେ ଅଭିମନ୍ୟୁ ବେହେରା ଗୁରବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାରିଙ୍ଗବାଡିରେ କାର୍ଯ୍ୟରତ ବିଡିଓ ଜଗଦୀଶ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ
Read More...

ଗଜପତି ଜିଲ୍ଲା ଡିଆଇପିଆରଓ ରବିଚନ୍ଦ୍ର ନାୟକଙ୍କ ପରଲୋକ

ବୌଦ୍ଧ,୧୬/୭ - ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ (୫୫ବର୍ଷ) ବୟସରେ ପରଲୋକ ହୋଇଯାଇଛି । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୂର୍ବରୁ ହୃଦଘାତ ଜନିତ ସମସ୍ୟା ଥିଲା ଓ
Read More...

ବିଶାଳକାୟ ବସୁଧା ଶୋଭା ପାଉଛି ହେଲେ ମେଣ୍ଟାଉନାହିଁ ଶୋଷ

କଣ୍ଟାବାଞ୍ଜି,୧୬/୭: ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଧ୍ୟାଙ୍ଗା ଗାଁ କୁ ପଶିଲେ ବସୁଧା ଯୋଜନା ରେ ନିର୍ମିତ ପାଣି ଟାଙ୍କି ଦେଖାଯାଏ । ପଛୁଆଁ ବ୍ଲକ ଏହି ସୁଖାଞ୍ଚଳ ଧାମନଧ୍ୟାଙ୍ଗା ଗାଁ ରେ ପିଇବା ପାଣି ସମସ୍ୟା ବସୁଧା ଯୋଗୁଁ ନଥିବା ଯେକେହି ଅନୁମାନ କରିବ । କିନ୍ତ ଏଠି ସବୁ ଓଲଟା
Read More...

ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ କରୋନା ସଚେତନତା

ଫୁଲବାଣୀ,୧୬/୭: କରୋନା ମହାମାରୀ କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ସେ ତୁଳନାରେ ମଧ୍ୟ ସଂକ୍ରମିତ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର ଟିମ,ସଫେଇ କର୍ମଚାରୀ ସହିତ ଆଶାକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଦିନରାତି
Read More...

ଚେତାବନୀ ସତ୍ତେ୍ୱ ପାଙ୍ଗୋଙ୍ଗ୍ରୁ ହଟୁନି ଚୀନ୍

ନୂଆଦିଲ୍ଲୀ : ଭାରତ ଓ ଚୀନ୍ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।ସମ୍ପୂଣ୍ଣ ସୈନ୍ୟ
Read More...

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍

ଜୟପୁର : ରାଜସ୍ଥାନରେ କଂଗ୍ରେସ ସରକାରର ଗୃହ କଳି ଏବେ କୋର୍ଟକୁ ପହଞ୍ଚିଗଲାଣି । ସଚିନ ପାଇଲଟ୍ ଏବଂ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି । ଗୁରୁବାର ଅର୍ଥାତ୍ ଆଜି ଦିନ ୩ଟା ସମୟରେ ଏନେଇ କୋର୍ଟ ଶୁଣାଣି କରିବେ
Read More...

ସବୁ ରେକଡର଼୍ ଭାଙ୍ଗିଲା କରୋନା: ଦିନକରେ ରେକଡର଼୍ ୩୨ ହଜାରରୁ ଊଦ୍ଧ୍ୱର୍ ପଜିଟିଭ୍

ନୂଆଦିଲ୍ଲୀ : ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ
Read More...

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍ ଛାତ୍ରୀ ଶୁଭୋମିତା ଚକ୍ରବର୍ତ୍ତୀ ସର୍ବାଧିକ
Read More...

ଭିନୀତ୍ ଅଗ୍ରୱାଲ ହେଲେ କନ୍ଧମାଳର ନୁତନ ଅରକ୍ଷୀ ଅଧିକ୍ଷକ

ଫୁଲବାଣୀ : କନ୍ଧମାଳ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଙ୍କର ଡିସିପି ଭାବରେ ପଦୋନ୍ନତି ହେବା ସହିତ ତାଙ୍କୁ କଟକ ଜିଲାକୁ ବଦଳି କରାଯାଇଛି । କନ୍ଧମାଳ ଜିଲାରେ କାର୍ଯ୍ୟକାଳରେ ସେ ଜିଲାରେ ଲୋକଙ୍କର ସୁବିଧା ଅସୁବିଧା ସହିତ ଜଡିତ ହେବା ସହ ମାଓ ଦମନ କାର୍ଯ୍ୟକୁ ମଧ୍ୟ ସୁଚାରୁ ରୁପରେ
Read More...

ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ଆଜି ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ପଳାଶୁଣି ଠାରେ ବୃକ୍ଷ ରୋପଣ କରାଯାଇଛି।ଏଥିରେ ଅତିଥି ଭାବେ ରାଜ୍ୟ ଜଳ ଯୋଗାଣ କର୍ମଚାରୀ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଓ ସେବା ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ଅଶୀଳ କୁମାର ବ୍ରହ୍ମ ଯୋଗଦେଇ ଔଷଧୀୟ ଚାରା ରୋପଣ
Read More...