Monthly Archives

July 2020

ରେକର୍ଡ : ଦେଶରେ ୨୪ଘଣ୍ଟାରେ ୨୯,୪୨୯ ନୂଆ ପଜିଟିଭ ଚିହ୍ନଟ, ୫୮୨ ଲୋକଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୨୯ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯.୩୬ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦ହଜାର ସଂକ୍ରମିତ
Read More...

ଝାଡ୍ରାଜିଙ୍ଗ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୫/୭ : ଗତକାଲି ବୌଦ୍ଧ ସହର, ପୁରୁଣାକଟକ ଓ ମଥୁରା ଅଂଚଳରୁ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଚାରିଛକ ଅଂଚଳରୁ ପୁଣି ୨ ଜଣ କରୋନା ସଂକ୍ରମଣ ଥିବା ରିପୋର୍ଟ ଆସିଛି । ଆଜିର ୨ ଜଣ ବ୍ୟକ୍ତିଙ୍କୁ ମିଶାଇଲେ ବୌଦ୍ଧ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୨ରେ ପହଞ୍ଚିଛି
Read More...

ସାଂଘାତିକ ହେଉଛି ରାଜ୍ୟରେ କରୋନା ସ୍ଥିତି : ପୁଣି ୬୧୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳରେ ସଟଡାଉନ ଘୋଷଣା କରୁଥିଲେ ମଧ୍ୟ ତାହା ସ୍ଥିତିକୁ ସୁଧାରିବାରେ ସଫଳ ହୋଇପାରୁନାହିଁ । ଆଜି ପୁଣି ରାଜ୍ୟରେ ୬୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ
Read More...

ମହାନଦୀ ବ୍ରିଜରୁ ଡେଇଁପଡିଲେ ମହିଳା

ସୋନପୁର : ଗତକାଲି ସଂଧ୍ୟାରେ ସୋନପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁପଡିଲେ ଜଣେ ମହିଳା । ସଂନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ତାଙ୍କ ପତ୍ନୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ ।
Read More...

ରିପୋର୍ଟ ନେଗେଟିଭ ଆସିଲେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆଶାବାଦୀ ପୁଅ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମର ୫୨ ବର୍ଷିୟ ପଞ୍ଚୁ ଦନାୟକଙ୍କ ଗତ ଗୁରୁବାର ଦିନ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ଦନାୟକ ରୋଜଗାର କରିବା ପାଇଁ ସୁରଟକୁ କାମ କରିବାକୁ ଯାଇଥିବାରୁ ଶେଷ ସମୟରେ ବାପାଙ୍କ ମୁହଁ ଦେଖି ପାରିଲେ ନାହିଁ । ବାପାଙ୍କ ମ୍ରୁତ୍ୟୁ ଖବର ପରିବାର
Read More...

ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇ ପଡୁଛି । ଉକ୍ତ ରାସ୍ତା ଉପରେ ସମଗ୍ର ରେଙ୍ଗାଲି ଗ୍ରାମ ପଂଚାୟତର ଲୋକ ପଂଚାୟତ କାର୍ଯ୍ୟାଳୟକୁ
Read More...

ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ -କଣ୍ଟାମାଳ ବ୍ଲକ୍ ଝିଙ୍କରପାଲି ଗ୍ରାମରେ ଜଣେ ବୃଦ୍ଧ ଗ୍ରାମ ନିକଟ ନାଳ କୁ ଗଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଝିଙ୍କର କଣ୍ଟାମାଳ ଥାନା ଝିଙ୍କର ପାଲି ଗ୍ରାମର ତହସିଲ ସୁନା ଆଜି ସକାଳେ ଗାଆଁ ନିକଟ ନାଳକୁ ଗାଧୋଇବାକୁ
Read More...

ବୌଦ୍ଧ : ଦିନ ୨ ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ହେବ ସଂପୂର୍ଣ୍ଣ ଲକ୍ ଡାଉନ୍

ବୌଦ୍ଧ,୧୪/୭ - ଜିଲାରେ କରୋନା ସଂକ୍ରମଣ ଦିନକୁଦିନ ବଢୁଥିବାରୁ ଦୋକାନ ବଜାର ଓ ଜନସାଧାରଣଙ୍କ ଚଳପ୍ରଚଳ ସମୟରେ ହ୍ରାସ କରିଛି ଜିଲ୍ଲା ପ୍ରଶାସନ । ଆଜି ଏ ସଂପର୍କରେ ଆଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଆସନ୍ତାକାଲି ଠାରୁ ଜୁଲାଇ ମାସ ଶେଷ ଯାଏଁ ଜିଲ୍ଲାର ସମସ୍ତ ଦୋକାନ
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ
Read More...