Monthly Archives

July 2020

କରୋନା ସୁସ୍ଥତା ହାରକୁ ନେଇ କିଞ୍ଚିତ ଆଶ୍ୱସ୍ତି ସମ୍ବଲପୁର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣରେ ରହିଛି

ସମ୍ବଲପୁର, ୧୩/୭- ଦୁନିଆର ସବୁଆଡେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କ ମନରେ ଭୟ ରହିଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ । ଆମ ଦେଶ ଓ ରାଜ୍ୟ ସହିତ ଜିଲ୍ଲାର ମଧ୍ୟ ସେହି ଅବସ୍ଥା, କିନ୍ତୁ ଆକ୍ରାନ୍ତ ହେଲାପରେ ସୁସ୍ଥ ହେଉଥିବା ସଂଖ୍ୟାକୁ ନେଇ ଏଠାରେ ଆଜି ସାମାନ୍ୟ ଆଶ୍ୱସ୍ତିର ବାତାବରଣ
Read More...

ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ବଦଳି କେବେ?

ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଦୀର୍ଘ ଦିନ ହେଲା ବଦଳି ହେଉନାହିଁଯାହାଫଳରେ ଜିଲ୍ଲାରେ ବିକାଶରେ ବାଧାସୃଷ୍ଟି ହେଉଛି ଜିଲ୍ଲା ରେ କର୍ମଚାରୀମାନେ କିଏ 5 ବର୍ଷ କିଏ ଦଶ ବର୍ଷଧରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି।ତେଣୁ କର୍ମଚାରୀ ମାନଙ୍କୁ ଅନ୍ୟ ଜିଲ୍ଲା ମାନଙ୍କୁ
Read More...

ପୁରୁଣା ସାର ଦେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ

ବୌଦ୍ଧ,୧୩/୭ -ବୌଦ୍ଧ ଜିଲ୍ଲାରେ ଡିଲର ମାନଙ୍କ ଜରିଆରେ ଚାଷୀମାନଙ୍କୁ ସରକାର ଯୋଗାଇ ଦେଉଥିବା ସାରଗୁଡିକ ଦୁଇବର୍ଷ ତଳର ହୋଇଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ଘରୋଇ ସାର ଡିଲରମାନେ ଚାଷୀମାନଙ୍କୁ ବିକ୍ରୟ କରୁଥିବା ଇଫକୋ ଡି.ଏ. ପି.
Read More...

କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ସପ୍ତାହ ଶନିବାର ଓ ରବିବାର ସଟଡାଉନର ପ୍ରଭାବ

ଫୁଲବାଣୀ,୧୩/୭- ଜୁଲାଇ ମାସର ସଟଡାଉନ୍ର ଦ୍ୱିତୀୟ ସପ୍ତାହ ଶେଷ ହୋଇଛି । ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ଯାଏଁ କନ୍ଧମାଳ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ ବଳବତ୍ତର ରହିଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିଥିଲା । କନ୍ଧମାଳ ଜିଲ୍ଲାରେ କାଳେ
Read More...

ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନାହିଁ ଆତ୍ମନିର୍ଭରଶୀଳ ଭାରତକୁ ନେଇ ଭାଜପାର ସାମ୍ବାଦିକ…

ସମ୍ବଲପୁର, ୧୩/୭ - ପ୍ରଧାନମନ୍ତ୍ରୀଙ୍କ ବହୁଚର୍ଚ୍ଚିତ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମକୁ ନେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଯେ ବିକାଶ ଯୋଜନା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁନାହିଁ । ଭାଜପାର ଜିଲ୍ଲା
Read More...

ଗାଆଁ ପୋଖରୀ ରାସ୍ତା ସଫେଇ କଲେ ସ୍ୱେଚ୍ଛାସେବୀ

ବୌଦ୍ଧ,୧୩/୭ - କଣ୍ଟାମାଳ ବ୍ଲକ୍ ଗବଜୋର୍ ଗ୍ରାମର ପୋଖରୀକୁ ଯାଇଥିବା ସଂକୀର୍ଣ୍ଣ ରାସ୍ତାଟି ଖାଲଖମା ଓ ଅପରିଷ୍କାର ହୋଇ ପଡିଥିଲା । ରାସ୍ତାରେ ଅନାବନା ଗଛ, ଘାସଲତା ଉଠି ବିପଦଜନକ ଅବସ୍ଥାରେ ରହିଥିଲା । ଗ୍ରାମର ଭିନ୍ନକ୍ଷମ, ଶିଶୁ ଓ ମହିଳାମାନେ ଉକ୍ତ ରାସ୍ତାଦେଇ ପୋଖରୀକୁ ଯାତାୟତ କରିବା
Read More...

ଏବେ ବି ବଞ୍ଚି ରହିଛି ତାଳ ପତ୍ର ତଲାରୀର ଚାହିଦା

ପାରଳାଖେମୁଣ୍ଡି: ବର୍ତ୍ତମାନ ଶ୍ରାବଣ ମାସରେ ଧାରା ଶ୍ରାବଣ ଝିପିଝିପି ବର୍ଷାରେ ଚାଷୀଟିଏ ନିଜ କ୍ଷେତରେ ଧାନ ଲଗାଇବା ସକାଶେ ଚାଷକାର୍ଯ୍ୟ ଆରମ୍ଭ କରିଛି । ଝିପି ଝିପି ବର୍ଷା ସକାଶେ ମୁଣ୍ଡରେ ତଲାରୀ ବାନ୍ଧି ଚାଷଗୀତ ଗାଇ ନିଜର କ୍ଷେତ ଚାଷ କରିଥାଏ ।କେତେବେଳେ ମୌସୁମୀର ଲୁଚକାଳି ଖେଳରେ
Read More...

ବୌଦ୍ଧ: ଜିଲ୍ଲାର ସୀମା ସିଲ୍ ହେବା ଆବଶ୍ୟକ !

ବୌଦ୍ଧ,୧୩/୭ – ଗତ କିଛିଦିନ ହେଲା ପ୍ରତିଦିନ ରାଜ୍ୟରେ ୫ଶହରୁ ଅଧିକ ଲେଖାଏଁ କରୋନା ପଜିଟିଭ ବାହାରୁଥିବା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ର ସହିତ ଲୋକାଲ ବ୍ୟକ୍ତିଙ୍କ ନିକଟରୁ ଅଧିକରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ । ଓଡିଶାର ମଧ୍ୟଭାଗରେ ବୌଦ୍ଧଜିଲ୍ଲା ଅବସ୍ଥିତ
Read More...

ମେଡିକାଲ୍ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ ମୋଟରସାଇକେଲରେ ବୁହାହେଲା ଶବ

ବାଲିଗୁଡ଼ା, ୧୩/୭: ଡାକ୍ତରଖାନା ବାରଣ୍ଡାରେ ଚାଲିଗଲା ସାତ ବର୍ଷ ଶିଶୁର ଜୀବନ । ମୋଟରସାଇକେଲରେ ଘରକୁ ଶବ ନେଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ମୋଟରସାଇକେଲରେ ଶବ ବୁହା ହେବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା
Read More...

କେବେ ମରାମତି ହେବ ଖୁଣ୍ଟବନ୍ଧ-ଚଣ୍ଡିଗଡ ରାସ୍ତା ?

ବୌଦ୍ଧ,୧୩/୭– ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ୧.୯୫ କୋଟି ଟଙ୍କା ବ୍ୟୟରେ ୨୦୧୬ ମସିହାରେ ନିର୍ମାଣ କରାଯାଇଥିଲା ଖୁଣ୍ଟବନ୍ଧ-ଚଣ୍ଡିଗଡ ରାସ୍ତା । ରାସ୍ତାକାମ ସରିବାପରେ ୩.୫ କି.ମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାପାଶ୍ୱର୍
Read More...