Monthly Archives

July 2020

ଆଜି ନୂଆ ପଜିଟିଭ ୫୭୦, ୫ମୁଣ୍ଡ ପୁଣି ଗଡାଇଲା କରୋନା

ଭୁବନେଶ୍ୱର,୧୧/୭- ରାଜ୍ୟରେ ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳର । କରୋନା
Read More...

ବୌଦ୍ଧ : ଚାରିଛକ ହେଲା ସର୍ଟ ଡାଉନ୍

ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମା ଚାରିଛକକୁ ୭୨ ଘଣ୍ଟା ପାଇଁ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । ଝାଡ୍ରାଜିଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଗଞ୍ଜାମରୁ ଫେରି ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ଶରୀରରେ କରୋନା ସଂକ୍ରମଣ ରିପୋର୍ଟ ଆଜି ଆସିଥିବାରୁ
Read More...

ପୁଲିସର ରାତିଅଧିଆ ଚଢାଉରେ ଅପହୃତ ବ୍ୟବସାୟୀ ଉଦ୍ଧାର ବନ୍ଧୁକମୁନରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଦିବାଲୋକ ଅପହରଣ…

ସମ୍ବଲପୁର,୧୧/୭- ସ୍ଥାନୀୟ ଶାସନ ଅଞ୍ଚଳରୁ ଗତକାଲି ମଧ୍ୟାହ୍ନ ସମୟରେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ଅଧରାତିରେ ଖୋଜି ଉଦ୍ଧାର କରିବାରେ ସଫଳ ହୋଇଛି । ପୁଲିସର ଏହି ସଫଳତା ବିଷୟରେ ସମ୍ବଲପୁର ପୁଲିସ ଅଧିକ୍ଷକ ଡ଼ା କେ ଭି ସିଂହ ଗତରାତି ପ୍ରାୟ ୧୨.୩୦ରେ ମିଡିଆକୁ ହ୍ୱାଟସଅପ
Read More...

ବୌଦ୍ଧରେ ପୁଣି ୩ କରୋନା ପଜିଟିଭ, ଦୁଇ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଜଣେ ଘରୁ

ବୌଦ୍ଧ,୧୧/୭ – ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଦୁଇ ଦିନ ତଳେ ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ବ୍ୟକ୍ତିଙ୍କ ପଜିଟିଭ ବାହାରିଥିବା ଜଣାପଡିଛି ।
Read More...

କିସ୍ ପକ୍ଷରୁ ହରିଶଙ୍କର ମନ୍ଦିର ପରିସରରେ ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ

ଖପ୍ରାଖୋଲ – ପୃଥିବୀର ପ୍ରସିଦ୍ଧ ଧର୍ମପୀଠ, ପବିତ୍ର ତୀର୍ଥକ୍ଷେତ୍ର, ଗନ୍ଧମାର୍ଦ୍ଦନ ହରିଶଙ୍କର ତୀର୍ଥସ୍ଥଳୀଟି କରୋନା ମହାମାରୀ ଜନିତ ଲକଡାଉନ ଯୋଗୁଁ ଖାଁ ଖାଁ ଲାଗୁଛି । ଭକ୍ତ, ଶ୍ରଦ୍ଧାଳୁ କିମ୍ବା ତୀର୍ଥ ଯାତ୍ରୀ ଆସୁନାହାନ୍ତି । ମନ୍ଦିରରେ ଅର୍ଣ୍ଣଭୋଗ ହେଉନାହିଁ କି ତୀର୍ଥ ଯାତ୍ରୀ
Read More...

ଗୁହାଳ ପାଲଟିଛି ଅସମ୍ପୂର୍ଣ୍ଣ ସ୍କୁଲ୍ ଗୃହ

ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ହରେକୃଷ୍ଣପୁର ଗ୍ରାମରେ ଥିବା ଆଦିବାସୀ ଉନ୍ନୟନ ବିଭାଗର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହ ଗୋରୁ ଗୁହାଳରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ବହୁ ବର୍ଷ ତଳେ ହରଭଙ୍ଗା ପଂଚାୟତ ସମିତି ତରଫରୁ ନୂତନ
Read More...

ପାଞ୍ଚ ବର୍ଷ ହେଲା ଅନ୍ଧାରରେ ଫୁରୁଡା ଗ୍ରାମବାସୀ

ବୌଦ୍ଧ,୧୧/୭ - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଅଛନ୍ତି ବଉଦ ବ୍ଲକ୍ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଫୁରୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ ଟ୍ରାନ୍ସଫରମର କୌଣସି କାରଣରୁ
Read More...

କୋଭିଡ ନିୟମ ଉଲ୍ଲଙ୍ଘନ,ଦୁଇ ଜଳଖିଆ ଦୋକାନକୁ ବନ୍ଦ କଲା ପ୍ରଶାସନ

ବୌଦ୍ଧ,୧୧/୭ - ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନ ଓ ଜନସାଧାରଣ ମାନଙ୍କ ଉପରେ ଚଢାଉକରି ଜୋରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିନଥିବା ଦୁଇଟି ଜଳଖିଆ ଦୋକାନକୁ ୩ ଦିନ ପାଇଁ
Read More...

ବୌଦ୍ଧ ଜିଲ୍ଲାରେ ସଟ୍ ଡାଉନ ହେବା ନେଇ ଗୁଜବ

ବୌଦ୍ଧ,୧୦/୭ - କରୋନା ମହାମାରୀ ରାଜ୍ୟରେ ଘୋ ଘୋ ହୋଇ ବଢୁଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ ଘୋଷଣା କରିସାରିଲେଣି । ଆମର ସମସ୍ତ ପଡୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ସାପ୍ତାହିକ ଶନିବାର ଓ ରବିବାର ସଟ୍ ଡାଉନ ଆରମ୍ଭ ହୋଇ ଯାଇଛି । ଅନ୍ୟ ଜିଲ୍ଲା ମାନଙ୍କ ଭଳି
Read More...

ରାସ୍ତାକଡ ମାଂସ ଦୋକାନ ଉପରେ ଚଢାଉ, ଜୋରିମାନା ଆଦାୟ

ବୌଦ୍ଧ,୧୦/୭ – ଆଜି ବୌଦ୍ଧ ସହରରେ ଥିବା ରାସ୍ତା କଡ ମାଂସ ଦୋକାନ ଗୁଡିକ ଉପରେ ବୌଦ୍ଧଗଡ ଏନ.ଏ.ସି.ତରଫରୁ ଚଢାଉ କରି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ୬୮୫୦ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏ ଚଢାଉ ଆଗାମୀ ଦିନରେ ମଧ୍ୟ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।
Read More...