Monthly Archives

July 2020

ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ବୁର୍ଲାରେ ଭୟର ବାତାବରଣ : ଅଧ୍ୟାପିକାଙ୍କ ସମ୍ପର୍କ ଯୋଗୁଁ ୧୧ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ "ଭିସୁଟ’ କ୍ୟାମ୍ପସରେ ଜଣେ ଅଧ୍ୟାପିକାଙ୍କ ଅବହେଳାରୁ ଏପର୍ଯ୍ୟନ୍ତ ୧୧ଜଣ ପଜିଟିଭ ଚିହ୍ନଟ ହେଲେଣି ଓ ଏହି ସୂଚୀ ଆହୁରି ଆଗକୁ ଯିବ, ଏଥିରେ କୌଣସି ଶଙ୍କା ନାହିଁ । ତାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ପ୍ରଥମେ ୫ଜଣ ପଜିଟିଭ ଚିହ୍ନଟ ହେଲାପରେ ଆଉ
Read More...

ପାରଳାରେ ତିନିଦିନିଆ ସଟଡାଉନ ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଶୁକ୍ରବାର,ଶନିବାର ଓ ରବିବାର ତିନି ଦିନ ପାରଳାଖେମୁଣ୍ଡି ସହରକୁ ସଟଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଗଜପତି ଜିଲ୍ଲାପାଳ
Read More...

କୋଭିଡ୍-୧୯ରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ବେଦାନ୍ତ ଝାରସୁଗୁଡ଼ାର କଡ଼ା ପଦକ୍ଷେପ

ଝାରସୁଗୁଡ଼ା: ଓଡ଼ିଶାରେ ବଢ଼ୁଥିବା କୋଭିଡ୍-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷ ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଏହାର କର୍ମଚାରୀ, ପରିବାର ଏବଂ ବ୍ୟବସାୟୀ ସହଭାଗୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଝାରସୁଗୁଡ଼ାସ୍ଥିତ ଏହାର ଆଲୁମିନିୟମ ସ୍ମେଲ୍ଟରରେ
Read More...

ଅଗଷ୍ଟର ସ୍ଥିତିକୁ ନେଇ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର : ଶିକ୍ଷା ବର୍ଷ ଜାରି ରହିଲେ ସିବିଏସ୍‌ଇ ଯାହା ନିଷ୍ପତ୍ତି ନେଇଛି ତା ଉପରେ ବିଚାର କରିବେ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହେବ ଏବଂ ସ୍କୁଲ୍ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ପିଲାଙ୍କ
Read More...

ଶଗଡିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଖରିଫ ଚାଷ ପାଇଁ ଜଳଯୋଗାଣ

ହରଭଙ୍ଗା,୯/୭: ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ହରଭଙ୍ଗା ବ୍ଲକରେ ଥିବା ଶଗଡିଆ ଡ୍ୟାମରୁ ଚଳିତବର୍ଷ ଖରିଫ ଚାଷପାଇଁ ଆଜି ଡ୍ୟାମରୁ ଗେଟ୍ ଖୋଲାଯାଇ କେନାଲ ଯୋଗେ ହରଭଙ୍ଗା, କୁଡାଶିଙ୍ଗା, ବୁକେଶିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ୫ଗୋଟି ଗ୍ରାମର ୫ଶହ ଏକର ଚାଷଜମିକୁ ଖରିଫ ଚାଷପାଇଁ ପାଣି
Read More...

ମ୍ୟାକ୍ସ ପିକ୍ଅପ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ,୯/୭: ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କଣ୍ଟାମାଳ ଥାନା ମଲିକୁଦ୍ - ନାରାୟଣ ପ୍ରସାଦ ରାସ୍ତାର ସେମେଲଜୋରା ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଓଡି୩୧ଜି୧୨୮୩ ନମ୍ବର ବିଶିଷ୍ଟ ଏକ ମେକ୍ସ ପିକ୍ଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଗାଡିଟି ଦ୍ରୁତ
Read More...

ବୌଦ୍ଧ : କରୋନା ପଜିଟିଭ ସଂଖ୍ୟା ୫୦ରେ ପହଞ୍ଚିଲା

ବୌଦ୍ଧ,୯/୭: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ ପ୍ରବାସୀଙ୍କ ନିକଟରେ ପଜିଟିଭ ବାହାରିଥିବା ନେଇ ଗତକାଲି ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ଚର୍ଚ୍ଚା ସତ୍ୟ ପ୍ରମାଣିତ ହୋଇଛି । ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁଷ୍ଠାନିକ ଭାବେ ଘୋଷଣା
Read More...

ପୁଲିସ ଗୁଳିରେ ୫ ମାଓ ନିହତ ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଦାରିଙ୍ଗବାଡ଼ି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି କମ୍ବିଂ…

ଦାରିଙ୍ଗବାଡ଼ି ୯/୭: କନ୍ଧମାଳ ଜିଲ୍ଲା ପୁଲିସ ଗୁଳିରେ ଗତ ୩ଦିନ ମଧ୍ୟରେ ଦୁଇ ଦୁଇ ଥର ଗୁଳିବିନିମୟରେ ୫ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏଥିସହିତ ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇ ଯାଇଥିବା ନେଇ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ
Read More...

ବୌଦ୍ଧ: ଶଯ୍ୟା ଅଭାବରୁ ବାରଣ୍ଡାରେ ଗଡୁଛନ୍ତି ରୋଗୀ

ବୌଦ୍ଧ,୯/୭: କରୋନା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବାବେଳେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଶଯ୍ୟା ଓ ଭିତ୍ତିଭୂମିର ଅଭାବ
Read More...

ପ୍ରବଳ ବର୍ଷାରେ ଧୋଇ ନେଲା ବୁଣିଥିବା ଧାନ, ବିହନ ଚିନ୍ତାରେ ଚାଷୀ

ବୌଦ୍ଧ,୯/୭ : କିଛି ଦିନର ମୌସୁମୀ ବର୍ଷା ପରେ ପାଗ ଠିକ୍ ହେବା ପରେ ଗତ ଦୁଇ /ତିନି ଦିନ ମଧ୍ୟରେ ଚାଷୀମାନେ ତଳି ପକାଇବା ସହ ଧାନ ବୁଣାବୁଣି କରିଥିଲେ । ଗତକାଲି ସନ୍ଧ୍ୟାରେ ହଠାତ୍ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ବୁଣିଥିବା ଧାନବିହନ ଧୋଇ ନେଇଛି । ଫଳରେ ଏ ସମୟ ମଧ୍ୟରେ
Read More...