Monthly Archives

July 2020

କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ କରୋନା ତାହାର ରୌଦ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି ଓ ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓ୍ବାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆଗାମୀ କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ
Read More...

୭୧ତମ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି,୮/୭- ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ବନାଞ୍ଚଳଅଧିକାରୀ କବିନା ପରିଛାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଆଜି ଲାବଣ୍ୟଗଡ଼ ସଂରକ୍ଷିତ ଜଙ୍ଗଲଠାରେ ବୃକ୍ଷରୋପଣ କରାଯାଇଥିଲା। ଏହି
Read More...

ଗଜପତି ପକ୍ଷରୁ ତୈଳ ଦର ବୃଦ୍ଧି କୁ ବିରୋଧ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଆପ ଗଜପତି ପକ୍ଷରୁ କେନ୍ଦ୍ର ସରକାରଙ୍କଦ୍ଵାରା ତୈଳଦର ବୃଦ୍ଧିକୁ ବିରୋଧ କରାଯାଇ ଭୀକ୍ଷୋଭ ପଦର୍ଶନ କରା ଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଂଜ ସାମନ୍ତଙ୍କ
Read More...

ଦୁଃସ୍ଥ କଳାକାରଙ୍କୁ ସହାୟତା ପ୍ରଦାନ

ବୌଦ୍ଧ,୮/୭– ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ଗ୍ରାମରେ ବାସ କରୁଥିବା ବାସୁଦେବ ବେହେରା (୬୦) ଜଣେ କେନ୍ଦେରା ବାଦକ । ସେ ଅବିବାହିତ ଓ ଏକୁଟିଆ ହିଁ ଏକ ଭଙ୍ଗାଦଦରା ଚାଳଘରେ ରହନ୍ତି । ‘ୟାରା’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କର ଏ ଦୁର୍ଦ୍ଦଶା ଦେଖି ସହାୟତାର ହାତ
Read More...

କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

ସମ୍ବଲପୁର, ୮/୭– ସମ୍ବଲପୁର ଜିଲ୍ଲାରେ କରୋନା ତାହାର କରାଳ ରୂପ ଦେଖାଇବା ଆରମ୍ଭ କରିଦେଇଛି । ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୱାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆସନ୍ତା କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁର ସି.ବି.ଆଇ. ତଦନ୍ତ ଦାବି

ବୌଦ୍ଧ,୮/୭– ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସି.ବି.ଆଇ. କିମ୍ବା କ୍ରାଇମ୍ ବ୍ରାଂଚ ତଦନ୍ତ ଦାବି କରି ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ତାଲସରଡା ଗ୍ରାମର
Read More...

ଗରିବଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

ନୂଆଦିଲ୍ଲୀ : ସହରରେ ରହୁଥିବା ଗରିବ ଲୋକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ କଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସହରରେ ରହୁଥିବା ଗରିବ ଓ ପ୍ରବାସୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ
Read More...

ବାୟୁଦ୍ୱାରା କରୋନା ସଂକ୍ରମଣ ହେଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କରୋନା ବାୟୁଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ସଂଗଠନ ସ୍ୱୀକାର କରିଛି । ବାୟୁଦ୍ୱାରା ଏହା ବ୍ୟାପୁଥିବା ପ୍ରମାଣକୁ ଏହା ସ୍ୱୀକାର
Read More...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ରାଞ୍ଚି: ଦେଶରେ ଜଣକ ପରେ ଜଣେ ବରିଷ୍ଠ ରାଜନେତା, ସାଂସଦ, ବିଧାୟକ ଓ ମନ୍ତ୍ରୀ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏବେ ଜଣେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ହୋମ୍
Read More...

ବୌଦ୍ଧର ବିଶିଷ୍ଟ ଶିକ୍ଷାବିତ ଗଣ୍ଡେଶ୍ୱର ତ୍ରିପାଠୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବୌଦ୍ଧ,୮/୭–ବୌଦ୍ଧଜିଲ୍ଲାର ଜଣାଶୁଣା ଶିକ୍ଷାବିତ ତଥା ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗଣ୍ଡେଶ୍ୱର ତ୍ରିପାଠୀ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବରଗଡସ୍ଥିତ ବିକାଶ ହସ୍ପିଟାଲର ଆଇସିୟୁରେ
Read More...