Monthly Archives

July 2020

ଶିକ୍ଷାନଗରୀ ବୁର୍ଲାରେ କରୋନାସ୍ଥିତି ଉଦବେଗଜନକ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ସମ୍ବଲପୁର,୭/୭- ସ୍ଥାନୀୟ ଉପନଗରୀ ବୁର୍ଲାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚାରୋଟି ଅନୁଷ୍ଠାନ ରହିଥିବାରୁ ଏହାକୁ ଶିକ୍ଷାନଗରୀ କୁହାଯାଏ । ସେଠାକାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଦୀପକ କୁମାର ବେହେରା ଆଗାମୀ ୧୩ଜୁଲାଇ ପର୍ଯ୍ୟନ୍ତ ଏକସପ୍ତାହ ପାଇଁ ସଟଡାଉନରେ ରଖିବାପାଇଁ ଘୋଷଣା
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ଲୋଗୋ ଉନ୍ମୋଚିତ

ସରକାର ଙ୍କର କୋଭିଡ କଟକଣା କୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନ ର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହ ର ଗୋଟିଏ ଦିନ ନିରନ୍ତର
Read More...

ବୌଦ୍ଧ : ଜିଲ୍ଲାସ୍ତରୀୟ ୭୧ ତମ ବନ ମହୋତ୍ସବ ପାଳିତ

ବୌଦ୍ଧ,୭/୭ – ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବୌଦ୍ଧସହର ଏନଏସି ଛକ ଠାରେ ଆଜି ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉତ୍ସବରରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ
Read More...

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ୩ଦିନ ଭିତରେ ୫ ମାଓବାଦୀ ଏନକାଉଁଣ୍ଟର

ବାଲିଗୁଡ଼ା,୭/୭ - କନ୍ଧମାଳ ପୋଲିସକୁ ପୁଣି ମିଳିଛି ସଫଳତା । ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ପୁଣି ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ଏନକାଉଁଟରରେ ପୁଣି ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦୁଇ ଦିନ ଭିତରେ ପାଞ୍ଚ ଜଣ ମାଓବାଦୀଙ୍କୁ ନିପାତ କରିଛି ପୋଲିସ୍ । ଗତ
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଳଦଙ୍କ ମୃତ୍ୟୁ, ଚାଷୀ ପାଳନ କରୁଛନ୍ତି କଠୋର ନିୟମ

ବୌଦ୍ଧ,୭/୭ - ପୂର୍ବ ରାତିରେ ବିଲ ମଧ୍ୟରେ ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୌଦ୍ଧ ବ୍ଲକ୍ ସରଣ୍ଡା ଗ୍ରାମର କ୍ଷୁଦ୍ର ତଥା ଭାଗ ଚାଷୀ ଚଂପେଶ୍ୱର ପ୍ରଧାନଙ୍କ ୨ ଗୋଟି ବଳଦ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ପ୍ରାୟ ୫
Read More...

ଧୋକା ଦେଲା କଳାଚମ୍ପା, ଚାଷୀ ଚିନ୍ତାରେ

ବୌଦ୍ଧ,୭/୭ - ଜାତୀୟ ବିହନ ନିଗମ ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ବିହନ ନିଗମ ଓ ଡିଲର୍ ମାନଙ୍କ ଜରିଆରେ ଯୋଗାଇଥିବା ପ୍ରାମାଣିକ ଧାନ ବିହନ କଳାଚମ୍ପା ଗଜା ହେଉ ନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଚାଷୀ ମାନଙ୍କର ଅର୍ଥ, ପରିଶ୍ରମ ଓ ସମୟ ଅପଚୟ ହେବା ଯୋଗୁଁ କଳାଚମ୍ପା ବିହନ କିଣି
Read More...

କୋଟଗଡ ବନାଞ୍ଚଳ ପକ୍ଷରୁ 71ତମ ବନମହୋତ୍ସବ ପାଳିତ, ବିଭିନ୍ନ ସ୍ଥାନରେ ଚାରା ରୋପଣ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବିଭିନ୍ନ ବ୍ଲକ ରେ ବନମହୋତ୍ସବ ପାଳିତ ହୋଇଛି |ସେହିପରି ଆଜି କୋଟଗଡ ବନାଞ୍ଚଳ ପକ୍ଷରୁ ଭୁତାଡ଼ି ସଂରକ୍ଷିତ ଜଙ୍ଗଲ ରେ ଏହି ମହୋତ୍ସବ କୁ 'ଚାରା ରୋପଣ "କରି ପାଳନ କରାଯାଇଛି |ଏହି କାର୍ଯ୍ୟକ୍ରମ କୁ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଜାନୀ ଙ୍କ ନେତୃତ୍ୱ ରେ ବନପାଳ
Read More...

ସଟଡାଉନ ପରେ ଦାରିଙ୍ଗବାଡ଼ି ବଜାରରେ ଅସମ୍ଭାଳ ଭିଡ଼

ଦାରିଙ୍ଗ ବାଡ଼ି ୬/୭: କନ୍ଧମାଳ ଜିଲ୍ଲାରେ ଚଳିତ ମାସ ଠାରୁ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି l ତେବେ ଗ୍ରାମାଞ୍ଚଳ ଗୁଡ଼ିକରେ ଏହାର ପ୍ରଭାବ ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା l ଅନ୍ୟ ପକ୍ଷରେ ସଟଡାଉନ ପରେ ସୋମବାର ଦିନ ଦାରିଙ୍ଗ ବାଡ଼ି ବଜାରରେ ଲୋକେ
Read More...

୭୧ ତମ ବନମହୋତ୍ସବ ସପ୍ତାହ ପାଳନ

କଣ୍ଟାବାଞ୍ଜି, ୬/୭- ବନ ବିଭାଗ ପକ୍ଷରୁ ଆଜି ତୁରିକେଲା ବ୍ଲକ ଅନ୍ତର୍ଗତ ଢୋଲମାଦଳ ଠାରେ ୭୧ ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ଥାନାଧିକାରୀ ଶ୍ରୀଯୁକ୍ତ ଜେନା, ସରପଂଚ,
Read More...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଲରାମ ମନ୍ଦିର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ,୬ ।୭ - ଢେଙ୍କାନାଳ ଜିଲ୍ଲା ମ୍ୟୁନସିପାଲଟିର ଶ୍ୟାମାଚରଣପୁର ଅଞ୍ଚଳରେ ଜଣେ ୭୧ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଅନ୍ୟ ଏକ ଜଟିଳ ରୋଗରେ ଆକ୍ରନ୍ତ ହୋଇଥିବା ଯୋଗୁ ଚିକିଚ୍ଛା ନିମନ୍ତେ ଭୁବନେଶ୍ୱର ଠାରେ ଥିବା ଏଆଇଏମଏସ ହସ୍ପିଟାଲକୁ
Read More...