Monthly Archives

July 2020

ଡ୍ରେନପାଣିରେ ଉବୁଟୁବୁ ସରକାରୀ କାର୍ଯ୍ୟାଳୟ ଓ ବାସଭବନ

ବୌଦ୍ଧ,୬/୭- ବୌଦ୍ଧ ନୂଆସାହି ଛକଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ କରାଯାଇଛି । ଏହି ଡ୍ରେନରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଡ୍ରେନ ପାଣି ଉଛୁଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ଭିତରେ ପଶୁଥିବା ଜଣାପଡିଛି । ବୌଦ୍ଧ
Read More...

ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଫେରାର୍

ବାଲିଗୁଡ଼ା,୬/୭- ବାଲିଗୁଡ଼ା ଥାନା ତଗାକିଆ ୫୯ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା
Read More...

ମରଣଜନ୍ତା ପାଲଟିଛି ସାଲୁଙ୍କିନଦୀ ସେତୁ

ଜନହାପଙ୍କ,୬/୭- ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମର୍ଯାଦପୁର ନିକଟରେ ଥିବା ସାଲୁଙ୍କିନଦୀର ସେତୁ ଏବେ ମରଣଜନ୍ତା ପାଲଟିଛି । ଏହିରାସ୍ତା ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲର ସ୍ଲାବ ଫାଟି ଛଡଗୁଡିକ
Read More...

ଦୁଇଟି ପଞ୍ଚାୟତ ଗୋଟିଏ ରାସ୍ତା, କେବେ ସୁଧୁରିବ ଅବସ୍ଥା ?

ବୌଦ୍ଧ,୬/୭ - ବୌଦ୍ଧ ବ୍ଲକ୍ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର୍ ଦୂରରେ ଥିବା ବଢିଗାଁ ଗ୍ରାମପଂଚାୟତର ସାଲିଙ୍ଗା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ବର୍ଷା ଟିକେ ହେଲେ ରାସ୍ତାର ଅବସ୍ଥା ବେହାଲ ।
Read More...

ବଜ୍ରାଘାତରେ ଜଣେ ମୃତ

ବୌଦ୍ଧ - ଗତକାଲି ରାତିରେ ହୋଇଥିବା ବଜ୍ରପାତ ଯୋଗୁଁ ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଧଳପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଧଳ ପୁର୍ ଟିକିରାସାହିର ଶିବ ବେହେରା (45 ବର୍ଷ ) ନିଜ ଘରେ ଥିବାବେଳେ ରାତି ପ୍ରାୟ 9 ଘଣ୍ଟା ସମୟରେ
Read More...

ବାଘନଦୀରେ ଭାସି ଯାଇଥିବା ଟ୍ରାକ୍ଟର ଉଦ୍ଧାର

ବୌଦ୍ଧ,୫/୭ - ହଠାତ୍ ବାଘନଦୀରେ ବନ୍ୟା ଜଳ ମାଡି ଆସିବାରୁ ଗତକାଲି ଭାସି ଯାଇଥିବା ଟ୍ରାକ୍ଟର ଆଜି ହାଇଡ୍ରା ଯୋଗେ ଉଦ୍ଧାର କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଶଗଡା ଗ୍ରାମ ପଂଚାୟତର କନପା ଗ୍ରାମ ନିକଟ ଦେବତା ଘାଟରେ ବାଘ ନଦୀ ଉପରେ ବ୍ରିଜ କାମ ପାଇଁ
Read More...

ବଙ୍ଗରୁ ପାହାଡ଼ ଉପରେ ୪ମାଓବାଦୀଙ୍କ ମୃତ ଶରୀର ଠାବ

ଫୁଲବାଣୀ,୫/୭- କନ୍ଧମାଳ ଜିଲ୍ଲା ପୁଲିସର ଏସ୍ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ
Read More...

କିସ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ

ପାଟଣାଗଡ,୫/୭ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କିସ୍ ଆଦିବାସୀ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ଏକ ବସ୍ରେ କିସ୍ ପ୍ରତିଷ୍ଠାତ ଡ. ଅଚ୍ୟୁତ
Read More...

ଦେଶରେ ରେକଡର଼୍ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ୨୪ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ସ୍ଥିତି ଏବେ ଆହୁରି ସାଙ୍ଘାତିକ ହୋଇଛି । ଏହା ୨୪ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୪ ହଜାର ୮୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ରେ ପହଞ୍ଚିଛି ।
Read More...

ବିଶ୍ୱର ସବୁଠୁ ବଡ଼ କୋଭିଡ୍ ସେଣ୍ଟର ଲୋକାର୍ପିତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିଆରି ହୋଇଥିବା ବିଶ୍ୱର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଆଜି ଲୋକାର୍ପିତ ହୋଇଛି । ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହାକୁ ଲୋକାର୍ପିତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ଏହି ହସ୍ପିଟାଲକୁ ତିଆରି କରାଯାଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ
Read More...