Monthly Archives

July 2020

ପାରାଦ୍ୱୀପ ବନ୍ଦର ପକ୍ଷରୁ ବନ ମହୋତ୍ସବ ପାଳିତ

ପାରାଦ୍ୱୀପ : ସାରା ଦେଶରେ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସଂପ୍ରତି କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା କରି ପାରାଦ୍ୱୀପ ବନ୍ଦର ପକ୍ଷରୁ ଏହି ଉତ୍ସବକୁ ସାଧାରଣ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ମେରାଇନ୍ ଡ୍ରାଇଭ କଡରେ
Read More...

ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲାରେ ସଟ୍ ଡାଉନ

ପାରଳାଖେମୁଣ୍ଡି, ୫/୭- ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଏହି ସଟ ଡାଉନ ସମୟରେ ଔଷଧ ଦୋକାନ ଦୁଗ୍ଧ ଓ ଗ୍ୟାସ
Read More...

ପାଗଳା ଗାଈ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ,୫/୭ - ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଗୋଟିଏ ପାଗଳା ଗାଈ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ଧାପଥର ଗ୍ରାମର ଗୋଟିଏ ଗାଈ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ପାଗଳ ହୋଇ ଯାଇଛି । ତାର ଦେହରେ କୁକୁର ଭଳି ସବୁ
Read More...

ଶ୍ରୀକାନ୍ତ ମାଧବ ବୈଦ୍ୟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ନୂତନ ଅଧ୍ୟକ୍ଷ

ପାରାଦ୍ୱୀପ : ରାଷ୍ଟ୍ରୟତ ଉଦ୍ୟେଗ ଇଣ୍ଡିଆନ ଅଏଲ୍ କର୍ପୋରେସନର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସଂଜୀବ ସିଂହ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଉରକେଲା ଏନ୍ଆଇଟି ରୁ କେମିକାଲ ଇଂଜିନିୟରିଂ କରିଥିବା ଶ୍ରୀ ବୈଦ୍ୟ ଦୀର୍ଘ ୩୪ବର୍ଷ
Read More...

ଇତିହାସ ରଚିଲା ପାରାଦ୍ୱୀପ ବନ୍ଦର , ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର

ପାରାଦ୍ୱୀପ: ସାରା ବିଶ୍ୱରେ କୋଭିଡ୍-୧୯ ପ୍ରଭାବରେ ବ୍ୟବସାୟ, ଯୋଗାଣ ଓ ରପ୍ତାନୀ ଆମଦାନୀ ଇତ୍ୟାଦି କ୍ଷତିଗ୍ରସ୍ତ ହେଉଥିବା ବେଳେ ଏସବୁଥିରେ ଶିଥିଳତା ଦେଖାଯାଉଛି । ତେବେ ଏସବୁ ପ୍ରତିବନ୍ଧକ ସତ୍ୱେ ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ରେ ଦେଶର ବୃହତ ବନ୍ଦର
Read More...

ଗଜପତିରେ ପୁଣି ୧୨ ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି,୫/୭- ଗଜପତିରେ ପୁଣି ୧୨ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, କୋଭିଡ ଯୋଦ୍ଧା ୧୦ଜଣ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ
Read More...

ଆଜି ସମ୍ବଲପୁର ଜିଲ୍ଲାରେ୧୩ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ୧୩ଜଣଙ୍କୁ ନୂଆ କରୋନା ପଜିଟିଭ ଚିହ୍ନଟ କରାଯାଇ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ରହିଛି । ସମଗ୍ର ଜିଲ୍ଲାରେ ଗୋଟିଏ ଦିନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ମାମଲା । ଏହା ସହିତ ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ଓ
Read More...

ସମ୍ବଲପୁର ଭର୍ଚୁଏଲ ରେଲିରେ ଉଦବୋଧନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୫/୭ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତି ହୋଇସାରିଛି । ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କିନ୍ତୁ ଚଳିତବର୍ଷ
Read More...

ସମ୍ବଲପୁର ଭର୍ଚୁଏଲ ରେଲିରେ ଉଦବୋଧନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୫/୭ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତି ହୋଇସାରିଛି । ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କିନ୍ତୁ ଚଳିତବର୍ଷ
Read More...

ରାଜ୍ୟରେ ଆଉ ୪୬୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ରାଜ୍ୟରେ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...