Monthly Archives

July 2020

ମା ଓ ଝିଅ ନିଖୋଜ ମାମଲା, ମା’ଘର ଓ ଶାଶୁଘର ଉଭୟେ ଥାନା ଦ୍ୱାରସ୍ଥ

ସମ୍ବଲପୁର,୫/୭ - ଗତ ସୋମବାର ସନ୍ଧ୍ୟାରୁ ୨୯ ବର୍ଷୀୟା ପୂଜା ଓ ୩ ବର୍ଷୀୟା ସାନ୍ୱୀ (ଉଭୟେ ମା ଓ ଝିଅ) ସମ୍ବଲପୁର ମହାନଦୀରେ ନିର୍ମିତ ଦ୍ୱିତୀୟ ସେତୁରୁ ନିଖୋଜ ହୋଇଯାଇଛନ୍ତି । ପ୍ରଥମେ ତ ଏହାକୁ ଆତ୍ମହତ୍ୟାର ଏକ ଘଟଣା ଭାବି ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ସେମାନଙ୍କ ଶବ ଉଦ୍ଧାର
Read More...

ମାଝିଅ ନିଖୋଜ ମାମଲା : ଉଭୟ ବାପଘର ଓ ଶାଶୂ ଘର ଥାନାର ଦ୍ୱାରସ୍ଥ

ସମ୍ବଲପୁର :ଗତ ସୋମବାର ସନ୍ଧ୍ୟାରୁ ୨୯ ବର୍ଷୀୟା ପୂଜା ଓ ୩ ବର୍ଷୀୟା ସାନ୍ବୀ (ଉଭୟେ ମା ଓ ଝିଅ) ଏଠାରେ ମହାନଦୀ ରେ ନିର୍ମିତ ଦ୍ବିତୀୟ ସେତୁରୁ ନିଖୋଜ ହୋଇ ରହିଛନ୍ତି । ପ୍ରଥମେ ତ ଏହାକୁ ଆତ୍ମହତ୍ୟା ର ଏକ ଘଟଣା ଭାବି ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ସେମାନଙ୍କ ଶବ ଉଦ୍ଧାର କରିବା
Read More...

ପରୀକ୍ଷା ଖାତା ବୋଝେଇ ଟ୍ରକ ଦୁର୍ଘଟଣା, ଜଣେ ଗୁରୁତର

ବୌଦ୍ଧ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଖଜୁରୀପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଗୋଟିଏ ଟ୍ରକ୍ ଦୁର୍ଘଟଣା ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ମୂଲ୍ୟାୟନ ହୋଇଥିବା ମାଟ୍ରିକ ଉତ୍ତର ଖାତା
Read More...

ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖାଦ୍ୟ ବଣ୍ଟନ

କରୋନା ମହାମାରୀ ପାଇଁ ସରକାର ଙ୍କ ପକ୍ଷରୁ ତାଲା ବନ୍ଦ ଘୋଷଣା ହେବାର ଦ୍ଵିତୀୟ ଦିନରୁ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ନିରନ୍ତର ଭାବେ ଖାଦ୍ୟ ଯୋଗାଣ ଚାଲିଛି।ଏହି ୧୦୦ ଦିନ ଭିତରେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ,ବିଭିନ୍ନ ଗରିବ ଅସହାୟ ଲୋକ ମାନଙ୍କୁ ମଧ୍ୟ ଶୁଖିଲା ରାସନ
Read More...

ବୌଦ୍ଧ ଜିଲ୍ଲା ସୀମାନ୍ତରେ ଦୁର୍ଘଟଣା, ଜଣେ ମୃତ

ବୌଦ୍ଧ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ବୌଦ୍ଧ -ଦଶପଲ୍ଲା ସୀମାନ୍ତ ରେ ଜାତୀୟ ରାଜପଥ ନମ୍ବର୍ 57 ର ବଦଲା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଅଂଚଳର ଗୋଟିଏ କୁକୁଡା ବୋଝେଇ ବୋଲେରୋ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବନମହୋତ୍ସବ ପାଳିତ

ବୌଦ୍ଧ,୪/୭- ଆଜି ବନ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୌଦ୍ଧ ଓ ଜିଲ୍ଲା ଜଙ୍ଗଲ ବିଭାଗ ମିଳିତ ଆନୁକୂଲ୍ୟରେ ବୌଦ୍ଧର କେନ୍ଦ୍ରୀୟ ବିଦ୍ୟାଳୟ, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ, ସରସରା ଏବଂ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଦୌରାଜଜ୍ ଜିଲ୍ଲା ଆଇନସେବା
Read More...

ଗଜପତିରେ ପ୍ରଥମ ଥର ପାଇଁ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଭର୍ଚୁଆଲ ପୁରସ୍କାର ପ୍ରଦାନ

ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ପ୍ରଥମ ଥର ପାଇଁ ଭର୍ଚୁଆଲ ପୁରସ୍କାର ବିତରଣ କରାଯାଇଛି।କିଛିଦିନ ପୂର୍ବରୁ ବିଭିନ୍ନ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଇଂରାଜୀ ଭାଷଣର ଅନଲାଇନ ପ୍ରତିଯୋଗିତା କରାଯାଇଛି।ସେଥିରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ
Read More...

୨୪ଘଣ୍ଟା ବିଦ୍ୟୁତ ଯୋଗାଇବାରେ ବିଫଳ ସାଉଥକୋ ସଟଡାଉନ ଦିନରେ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ତୀବ୍ର ନିନ୍ଦା

ଦାରିଙ୍ଗବାଡ଼ି ୪/୭: କନ୍ଧମାଳ ଜିଲ୍ଲାରେ ଉପଭୋକ୍ତାଙ୍କୁ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ରହିଛି ସାଉଥକୋ । ଜିଲ୍ଲାରେ ଦିନତମାମ ବିଦ୍ୟୁତ ସେବା ଯୋଗାଇବା ବଦଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ଯାହା ଫଳରେ ସାଧାରଣ ଉପଭୋକ୍ତା ଟିଏ ବିଦ୍ୟୁତ ସେବା ରୁ ବଂଚିତ ରହି
Read More...

ଅନ୍ ଲକ୍ -୨:ମାର୍ଗଦର୍ଶିକା ଜାରିକଲେ ବୌଦ୍ଧଜିଲ୍ଲାପାଳ

ବୌଦ୍ଧ,୪/୭- ଜୁଲାଇ ୧ ତାରିଖରୁ ଦେଶରେ ଜାରି ହୋଇଥିବା ଅନ୍ ଲକ୍-୨ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ପାଇଁ ଏକ ମାର୍ଗଦର୍ଶିକା ଆଜି ଜାରି କରିଛନ୍ତି ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ପୂର୍ବଭଳି ସନ୍ଧ୍ୟା ୭ଘଣ୍ଟା ଠାରୁ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ ଦୋକାନ, ବଜାର ତଥା ସମସ୍ତ ବ୍ୟବସାୟୀକ
Read More...

ବିବାହ ବାର୍ଷିକୀରେ ରକ୍ତ ଦାନକରି ଉଦାହରଣ ପାଲଟିଲେ ଦମ୍ପତି

ସୋନପୁର, ୪/୭- ନିଜର ୧୨ ତମ ବିବାହ ବାର୍ଷିକୀରେ ରକ୍ତଦାତା ହୋଇ ଜଣେ ନିରୀହ ଗର୍ଭବତୀ ମାଆର ଜୀବନ ରକ୍ଷା କରିଛନ୍ତି । ଭରତ ସାହୁ ଘୋଡାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନିଜେ ୨୩ ଥର ରକ୍ତଦାନ କରିଥିବା ବେଳେ ତାଙ୍କର ଧର୍ମପତ୍ନୀ ପ୍ରଥମ ଥର
Read More...