Monthly Archives

July 2020

ବୌଦ୍ଧ : ଜଗଦୀଶପୁର ଗ୍ରାମରୁ ପୁଣି ୩ ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ନୂତନ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୧୩୫ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ତିନି ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ସଂଖ୍ୟା
Read More...

ସମ୍ବଲପୁର ଜିଲ୍ଲାରେ ୪୦ ନୂଆ ପଜିଟିଭ ଚିହ୍ନଟ: ଦିନକରେ ସର୍ବାଧିକ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ୪୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବାର ଘୋଷଣା କରାଯାଇଅଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହେବାର ରେକର୍ଡ ହୋଇଛି । ଆଜିକାର ସଦ୍ୟତମ ସ୍ଥିତି ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୩୪୨ରେ ପହଞ୍ଚିଛି । ଏମାନଙ୍କ
Read More...

ସୁବର୍ଣ୍ଣପୁରରେ ମାଟ୍ରିକ ପାସହାର ୭୩.୬୨ପ୍ରତିଶତ : ୫୫୬ମାର୍କ ରଖି ଦୀପକ ମେହେର ହେଲେ ଜିଲ୍ଲା ଟପ୍ପର

ସୋନପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ପାସହାର ୭୩.୬୨ ପ୍ରତିଶତ ରହିଛି । ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାହାରା ଟ୍ରଷ୍ଟ ହାଇସ୍କୁଲ ଦୀପକ ମେହେର ସର୍ବାଧିକ ୫୫୬ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳର ସୁଦାମ ମେହେର ଓ
Read More...

ରାଜ୍ୟରେ ପୁଣି ୧୨୦୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୩୦ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ
Read More...

ବୌଦ୍ଧ :ଶତାଧିକ କରୋନା ପଜିଟିଭ ଚିହ୍ନଟ ପରେ ମଧ୍ୟ ୟେଲୋ ଜୋନରେ

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ 135 ରେ ପହଞ୍ଚି ଯାଇଥିବା ସତ୍ବେ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଥିବା ସଦ୍ୟ ପ୍ରକାଶିତ ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି | ଯେଉଁ ଜିଲ୍ଲାରେ ଏକକାଳୀନ ଶହେରୁ ଅଧିକ କରୋନା ରୋଗୀ ସକ୍ରୀୟ ରହିଛନ୍ତି ସେଭଳି
Read More...

ଲୋକନାଥ ହତ୍ୟାକାଣ୍ଡ ମାମଲା : ମୋ ପରିବାର ସମ୍ପୃକ୍ତ ପ୍ରମାଣିତ ହେଲେ ବିଧାୟକ ପଦରୁ ଇସ୍ତଫା ଦେବି- ମହୀଧର

ବୌଦ୍ଧ - କଣ୍ଟାମାଳ ଥାନା ଶିଆଳ ଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ମୋ ପୁଅ କିମ୍ବା ପରିବାରର କେହି ସମ୍ପୃକ୍ତ ଥିବାର ଯଦି ପ୍ରମାଣିତ ହୁଏ ତେବେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରକାଶ କରିଛନ୍ତି | ବିଜେପି କର୍ମୀ ଲୋକନାଥ ପ୍ରଧାନ
Read More...

ଚାଷୀଙ୍କ ପାଇଁ ସଟଡାଉନ କଟକଣା କୋହଳ କଲେ ଜିଲ୍ଲାପାଳ

ବୌଦ୍ଧ -କରୋନାର ଭୟାବହତାକୁ ଦୃଷ୍ଟିରେ ରଖି 29 ତାରିଖ ଠାରୁ 31 ତାରିଖ ଯାଏଁ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟ ଡାଉନ୍ ଘୋଷଣା କରିଥିଲେ | ବର୍ତ୍ତମାନ ଖରିଫ ଧାନ ଚାଷ ଜିଲ୍ଲାରେ ଚାଲିଥିବା ହେତୁ ଓ ଆସନ୍ତା 31 ତାରିଖ ଯାଏଁ ପ୍ରଧାନ ମନ୍ତ୍ରୀ ଫସଲ ବୀମାର ଅବଧି ଥିବାରୁ
Read More...

ଜଙ୍ଗଲ ପରିଚାଳନା କମିଟି ଓ ଅନ୍ତରଙ୍ଗର ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡି ଗ୍ରାମର ଜଙ୍ଗଲ ପରିଚାଳନା କମିଟି ଓ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରାଯାଇଥିବା ଜଙ୍ଗଲରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା
Read More...

ଚିକିତ୍ସା ପାଇଁ ଗର୍ଭବତୀ ମହିଳାଙ୍କୁ ମିଳିବ ୭୫୦୦ ଟଙ୍କା

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀ ରାଜ୍ୟ ବୀମା ନିଗମ ଅନୁସାରେ ଆସୁଥିବା ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ୭୫୦୦ଟଙ୍କା ଦେବାର
Read More...

୧୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ନିୟନ୍ତ୍ରିତ ହେଉନାହିଁ । ଦୈନିକ ସଂକ୍ରମଣ ପୂର୍ବ ପରି ପ୍ରତିଦିନ ୪୦ ହଜାରରୁ ଅଧିକ ରହୁଛି । ଗତ ୨୪ ଘଣ୍ଟାରେ ପୁଣି ୪୮ ହଜାର ୫୫୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
Read More...