Monthly Archives

August 2020

ଜାତୀୟ ସ୍ତରୀୟ ଭଜନ ପ୍ରତିଯୋଗିତାରେ ଆଶୁତୋଷ ମିଶ୍ର ଦ୍ୱିତୀୟ

ପାରଳାଖେମୁଣ୍ଡି : ଶ୍ରୀ ସିରିଡିସାଇ ଚାରିଟେବଲ ଟ୍ରଷ୍ଟ କେନ୍ଦ୍ରାପଡା ଓ ବେବୀ ବିଙ୍ଗ ପ୍ରିସ୍କୁଲ ରାଉରକେଲାର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ସିରିଡି ସାଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଣ୍ଠଶିଳ୍ପୀ ଆଶୁତୋଷ ମିଶ୍ର ଏହି ଅନଲାଇନ ପ୍ରତିଯୋଗୀତାରେ ଭାଗ ନେଇ
Read More...

ଲଗାଣ ବର୍ଷାରେ ଅନେକ କଚା ଘର ଭାଙ୍ଗି ଲୋକେ ହେଲେ ବେଘର

ବୌଦ୍ଧ,୨୭/୮ - ଗତ ତିନି ଦିନ ଧରି ବୌଦ୍ଧ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମାଞ୍ଚଳରେ ସାଧାରଣ ଗରିବଲୋକେ ରହୁଥିବା ଅନେକ କଚ୍ଚାଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଘର ଭାଙ୍ଗି ଯାଇଥିବା ପରିବାରମାନେ ଅନ୍ୟତ୍ର ମୁଣ୍ଡ ଗୁଞ୍ଜିବା
Read More...

ଆଜି ରେକର୍ଡ ସଂଖ୍ୟାକ ୧୮୨ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲାରେ ରେକର୍ଡ ସଂଖ୍ୟାକ ୧୮୨ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୨ରେ ପହଞ୍ଚିଛି । ଏହା ପୂର୍ବରୁ ଗତ ୧୦ ଅଗଷ୍ଟ ଦିନ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇ ରେକର୍ଡ କରିଥିଲା ଯାହାକି ଆଜି ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି ହୋଇଛି ।
Read More...

ବୌଦ୍ଧ : ଆଜି ପୁଣି ୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୭/୮ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଜିଲ୍ଲାର ନୂତନ ୫ ପଜିଟିଭଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ୩ ଜଣ, ବୌଦ୍ଧ ବ୍ଲକ୍‌ ଜହ୍ନାପଙ୍କ ଗ୍ରାମରୁ ଜଣେ ଓ ହରଭଙ୍ଗା
Read More...

ରାଜ୍ୟରେ ସର୍ବାଧିକ ୩୩୮୪ ପଜିଟିଭ ଚିହ୍ନଟ, କରୋନା ନେଲା ପୁଣି ୭ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବାପା ହେବେ ବିରାଟ, ସୋସିଆଲ ମିଡିଆରେ ଏମିତିକା ଫଟୋ ଛାଡି ସୂଚନା ଦେଲେ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଘରେ ଖୁବ୍‌ଶୀଘ୍ର ଆଉଜଣେ ନବାଗତଙ୍କ ଏଣ୍ଟ୍ରି ହେବ । ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ଉଠାଇ ଏ ସଂପର୍କରେ ସୂଚନା ଦେଇଥିବା ବେଳେ ପତ୍ନୀ ଅନୁଷ୍କା ମଧ୍ୟ ସେହି ଢଙ୍ଗରେ ତାଙ୍କ ସମର୍ଥକମାନଙ୍କୁ ଏହି
Read More...

ମହାନଦୀରେ ଦ୍ୱିତୀୟ ବନ୍ୟା : ଅଧା ହରଭଙ୍ଗା ବ୍ଲକ ଜଳମଗ୍ନ, ବ୍ୟାପକ କ୍ଷୟକ୍ଷତି

ହରଭଙ୍ଗା: ତିନିଦିନ ଧରି ହରଭଙ୍ଗା ବ୍ଲକ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ହେବା ସହ ତେଲନଦୀ ଓ ମହାନଦୀରେ ବନ୍ୟା ଆସି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏକର ଏକର ଧାନ ଜମି ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଥିବା ଜଗନ୍ନାଥ
Read More...

ଚଳନ୍ତା ପିକଅପ୍‌ ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ

ବୌଦ୍ଧ,୨୭/୮ - ଦୁଇଦିନ ଧରି ପ୍ରବଳ ବର୍ଷାରେ ବୌଦ୍ଧଜିଲ୍ଲାରେ ଜନଜୀବନ ଠପ୍‌ ହୋଇପଡିଛି । ଏଭଳି ପରିସ୍ଥିତିରେ ଗତକାଲି ଗୋଟିଏ ବିଶାଳ ଆମ୍ବ ଗଛ ରାସ୍ତାରେ ଯାଉଥିବା ଗୋଟିଏ ମହିନ୍ଦ୍ରା ପିକ୍‌ ଅପ୍‌ ଭେନ ଉପରେ ପଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍‌
Read More...

ନାହିଁ ନାହିଁର ଗାଁ ସିଂଜାକୁଟୀ ଦୀର୍ଘବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ୨୩…

ଦାରିଙ୍ଗବାଡ଼ି/ବାଲିଗୁଡ଼ା, 27/8: ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ବିକାଶ କରିବାପାଇଁ ରାଜ୍ୟ ସରକାର ଜୋରଦାର୍‌ ଉଦ୍ୟମ ଚଳାଇଛନ୍ତି ଓ କାଗଜପତ୍ରରେ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ କରିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ କନ୍ଧମାଳ
Read More...

ଲଗାଣ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ, ଶଗଡିଆ ସେତୁ ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହରଭଙ୍ଗା-ଚାରିଛକ ଯୋଗାଯୋଗ…

ହରଭଙ୍ଗା,୨୬/୮- ଦୁଇଦିନ ଧରି ହରଭଙ୍ଗା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ମହାନଦୀ ଜଳ ବଢିବାରେ ଲାଗିଛି । ଫଳରେ ହରଭଙ୍ଗା ବ୍ଲକର ହରଭଙ୍ଗା, କୁଶଙ୍ଗ, ଧଳପୁର, ସଙ୍କୁଲେଇ, ମଥୁରା, ସାଂପୋଚ ଆଦି ପଞ୍ଚାୟତର ୩୩ଟି ରାଜସ୍ୱ ଗ୍ରାମର
Read More...