Monthly Archives

August 2020

ଗାଆଁକୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ମରିଗଲେ ନବ ପ୍ରସୂତି

ବୌଦ୍ଧ - ବର୍ଷା ଦିନେ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଆଁକୁ ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହୋଇ ପାରୁନଥିବା ଅଭିଯୋଗ ହୁଏ | ଗତକାଲି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ନବ
Read More...

ଗଛକୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର

ବୌଦ୍ଧ,୨୫/୮- ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ଗତକାଲି ଅପରାନ୍ହରେ ଗୋଟିଏ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହରେ କନ୍ଧମାଳ ଜିଲ୍ଲା ଖଜୁରି ପଡା ଗ୍ରାମର ରାମକୃଷ୍ଣ ବେହେରା
Read More...

ଅବ୍ୟବସ୍ଥାରେ ଏସ ବି ଆଇ ଏଟିଏମ

ଜହ୍ନାପଙ୍କ,୨୪/୮- ବୌଦ୍ଧବ୍ଳକ ନାରାୟଣନଗରରେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏଟିଏମ କାଉଣ୍ଟର ୨୦୧୧ ମସିହାରେ ଖୋଲାଯାଇଥିଲା । ପ୍ରକୃତରେ ଏହି ଏଟିଏମଟି ଜହ୍ନାପଙ୍କ ଛକଠାରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ନାରାୟଣନଗରର ଜୈନିକ ବ୍ୟକ୍ତି ମୋଟାଅଙ୍କର ଲାଞ୍ଚଦେଇ ନିଜ
Read More...

କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ ଅଭିଯାନ

ପାରଳାଖେମୁଣ୍ଡି,୨୪/୮- ଆଜି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତର ଲେଙ୍ଗେ ଗ୍ରାମରେ କେନ୍ଦ୍ରସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୁଲ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଙ୍କ
Read More...

ଗଜପତିରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୪/୮- ଗଜପତିରେ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ପୌର ପରିଷଦରୁ ୨ ଜଣ ଓ ଗଜପତି ଜିଲ୍ଲାର ଜଣେ ଅନ୍ୟ ଜିଲ୍ଲା ହସ୍ପିଟାଲରୁ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ହୋମ ଆଇଶୋଲେସନ, କୋଭିଡ ହସ୍ପିଟାଲକୁ
Read More...

ସମ୍ବଲପୁରରେ ଆଜି ପୁଣି ୧୦୪ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୪/୮- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୦୪ ରହିଛି ବୋଲି ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହାସହିତ ସମ୍ବଲପୁର ଜିଲ୍ଲାରେ ଗତ ତିନି ଦିନ ହେଲା ନିରନ୍ତର ଶତାଧିକ ନୂଆ ପଜିଟିଭ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ସହିତ ସଚେତନ ନାଗରିକଙ୍କ
Read More...

ବୌଦ୍ଧ : ସୁସ୍ଥ ହେଲେଣି ୨୩୨ କରୋନା ପଜିଟିଭ

ବୌଦ୍ଧ,୨୪/୮ -ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରେ ୨୩୨ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ସାରିଥିବା ବେଳେ ୨୯୬ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ ୧୨୭୨୧ ଗୋଟି ନମୁନାର ସ୍ୱାବ ସଂଗ୍ରହ କରାଯାଇଥିବା
Read More...

ପୂର୍ତ୍ତ ବିଭାଗ ଜାଗାରୁ ଜବରଦଖଲ ଉଚ୍ଛେଦ ଦାବୀ

ବୌଦ୍ଧ/ବାଉଁଶୁଣୀ,୨୪/୮ - ଜାତୀୟ ରାଜପଥ ନମ୍ବର୍‌ ୫୭ ର ଦନ୍ତାପାଲି ଗ୍ରାମ ନିକଟରେ ପୂର୍ତ୍ତ ବିଭାଗର କିଛି ଜମି ନୟନ ଜୋରୀ କିସମରେ ରହିଛି । ବୌଦ୍ଧ ତହସିଲ୍‌ ଅନ୍ତର୍ଗତ ମୋଜା ଦନ୍ତାପାଲି ଖାତା ନମ୍ବର୍‌ ୧୩୭ ରେ ପୂର୍ତ୍ତ ବିଭାଗ ନାମରେ ଥିବା ପ୍ଲଟ ନମ୍ବର୍‌ ୧୫୩, ୧୫୫ ଓ ୨୬୭ ରେ କିଛି
Read More...

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ, କାର୍ଯ୍ୟାନୁଷ୍ଠାନ ଶୁନ !

ବୌଦ୍ଧ,୨୪/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖା ଦେଇଛି । ଜିଲ୍ଲାକୁ ଯେତିକି ସାର ଆସିଛି ସେଥିରେ ବଡ ଧରଣର ଦୁର୍ନୀତି ଓ ବ୍ୟାପକ କଳାବଜାରୀ ଯୋଗୁଁ ଚାଷୀ ବହୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୁଏ । ୟୁରିଆ ସାରର ସରକାରୀ ଦର ୨୬୬ ଟଂକା ୫୦ ପଇସା
Read More...

ବୌଦ୍ଧ : ନାରାୟଣନଗରରୁ ୨ ଓ ଗମ୍ଭାରୀ ପଦରରୁ ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୪/୮ - ଆଜି ବୌଦ୍ଧ ଜିଲ୍ଲାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଯେଉଁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି ଗତକାଲି ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ
Read More...