Monthly Archives

August 2020

ଧୋନିଙ୍କ ପରେ ରାଇନାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ କ୍ରିକେଟର ଅନ୍ୟ ଜଣେ ସଫଳ କ୍ରିକେଟର ସୁରେଶ ରାଇନାଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତୁମ ପାଇଁ ଅବସର ଶବ୍ଦ ବ୍ୟବହାର
Read More...

ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି
Read More...

ଗଜପତିରେ ପୁଣି ୫୮ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୧୦ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୨୧ଜଣ, ରାୟଗଡ ବ୍ଳକରୁ ୮ଜଣ, ମୋହନା ବ୍ଳକରୁ
Read More...

ସମ୍ବଲପୁର ଜିଲ୍ଲାରୁ ପୁଣି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର :ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୦୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି
Read More...

ବାଉଁଶ ବନିକରଣ ପ୍ରକଳ୍ପକୁ ପରିଦର୍ଶନ କଲେ ବୌଦ୍ଧ ବନଖଣ୍ଡ ଅଧିକାରୀ

ହରଭଙ୍ଗା,(ହୀ.ପ୍ର): ବନ ସଂରକ୍ଷଣର ସଫଳ ଦୃଷ୍ଟାନ୍ତ ହେଉଛି, ବୌଦ୍ଧ ବନଖଣ୍ଡର ପୁରୁଣାକଟକ ବନାଞ୍ଚଳର ହରଭଙ୍ଗା ସେକ୍ସନର ଅରଖପଦର ରିଜର୍ଭ ଜଙ୍ଗଲରେ ୧୫ ହେକ୍ଟର ପରିଧିରେ ବାଉଁଶ ବନିକରଣ କରାଯାଇଛି । ଆଜି ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀ ଏହି ପ୍ରକଳ୍ପକୁ ପରିଦର୍ଶନ ସହ ତଦାରଖ କରିଥିଲେ ।
Read More...

କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : କିମ୍‍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍‍ସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ ମେଜର ଜେନେରାଲ୍‍
Read More...

ଛାତ୍ର,ପ୍ରବାସୀଓ ଗ୍ରାମବାସୀ ମିଶି କେନାଲ ନିର୍ମାଣ କରି ଶୁଖିଲା ଜମିକୁ ଆଣିଲେ ପାଣି

ଦାରିଙ୍ଗବାଡ଼ି/ବାଲିଗୁଡ଼ା : ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା । ଜିଲ୍ଲାରେ ଅଧିକାଂଶ ଆଦିବାସୀ ବର୍ଗର ବସବାସ କରନ୍ତି । ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଦାରିଙ୍ଗବାଡ଼ି ବ୍ଲକର ଅଧିକାଂଶ ପଂଚାୟତ ଦୁର୍ଗମ ଅଂଚଳରେ ରହିଥିବାବେଳେ ଲୋକେ କାମ ନପାଇ ଦାଦନ
Read More...

ବୌଦ୍ଧ : ୫ ଶହ ପାର୍ କଲା କରୋନା, ଆଜି ପୁଣି ୧୧ ପଜିଟିଭ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୪୯୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୧୦ ରେ ପହଞ୍ଚିଲା । ଆଜି
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କରୋନା ସଚେତନତା

କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ 7ଟି ବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଳନ କରାଯାଇଛି।ଏହି ସକାଶେ NKYର ଜିଲ୍ଲା ଯୁବ ଅଧିକାରୀଶ୍ରୀ ବିଜୟ କୁମାର
Read More...

ସୁବର୍ଣ୍ଣପୁର :ନୂଆଁଖାଇ ପାଇଁ କରୋନା କଟକଣା କୋହଳ

ସୁବର୍ଣ୍ଣପୁର :ଚଳିତ ବର୍ଷର ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଜିଲ୍ଲାରେ ଜାରି କରାଯାଇଥିବା କିଛି ପୁରୁଣା କଟକଣା କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୧୭୦୮/୨୦,୮,୨୦ ଅନୁସାରେ କୋହଳ କରିଛନ୍ତି। ପୂର୍ବରୁ ଥିବା ଶନିବାର ଓ ରବିବାର ର ସଟଡାଉନ କୁ କୋହଳ
Read More...