Monthly Archives

August 2020

ଏକାଧିକ ପ୍ୟାନ୍‌ କାଡର଼୍ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ପ୍ୟାନ୍‌ କାଡର଼୍ କ୍ଷେତ୍ରରେ ଆୟକର ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ଯେଉଁମାନଙ୍କ ପାଖରେ ଏକାଧିକ ପ୍ୟାନ୍‌ କାଡର଼୍ ରହିଥିବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ୟାନ୍‌ କାଡର଼୍ ସହ ଆଧାର
Read More...

ଦିନକରେ ପାଖାପାଖି ରେକଡର଼୍ ୭୦ ହଜାର କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦୈନିକ ସଂଖ୍ୟା କିଛିଦିନ ୬୦ ହଜାର ତଳକୁ ରହିବା ପରେ ଆଜି ପୁଣି ଊଦ୍ଧ୍ୱର୍ମୁଖୀ ହୋଇଛି । ଗତ ୨୪ ଘଣ୍ଟାରେ ୬୯ ହଜାର ୬୫୨ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏଥିସହିତ ମୋଟ ସଂକ୍ରମିତଙ୍କ
Read More...

ରାଜୀବ ଗାନ୍ଧୀଙ୍କ ଜନ୍ମ ତିଥିରେ ଚାରା ବଣ୍ଟନ

ସୋନପୁର : ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୋନପୁର ଯୁବକଂଗ୍ରେସ କମିଟି ତରଫରୁ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମେ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ବିଭିନ୍ନ ବକ୍ତା ଙ୍କ ଦ୍ୱାରା ତାଙ୍କର ସୃତି ଚାରଣ କରାଯାଇଥିଲା। ପରେ
Read More...

ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ପୁଣି ପୁରସ୍କାର

ଭୁବନେଶ୍ୱର : କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସ୍ୱଚ୍ଛ ସହର ତାଲିକା ଘୋଷଣା କରାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ଦୁଇଟି ବର୍ଗରୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବରେ ଓଡିଶା ପୁରସ୍କୃତ ହୋଇଛି । ଏହାଛଡା ମଧ୍ୟମ ବର୍ଗରେ
Read More...

୪୧ ଯୁଗ୍ମ ସଂପାଦକ ଓ ୪୫ ସଂପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଦଳର ୪୧ଜଣଙ୍କୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ କିଏ କେଉଁ ବିଭାଗରେ ଦାୟିତ୍ୱ ନେବେ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେହିପରି ୪୫ଜଣଙ୍କୁ ଦଳର ସଂପାଦକ ଭାବେ ନବୀନ ନିଯୁକ୍ତି
Read More...

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ କରୋନା

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଜେନା ନିଜେ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କର ପଜିଟିଭ ଆସିଛି । ତେଣୁ ସେ ହୋମ କ୍ୱାରେଣ୍ଟାଇନରେ
Read More...

ଗଣେଶ ପୂଜା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡିଲେ ହାଇକୋର୍ଟ

କଟକ : ଗଣେଶ ପୂଜା ନେଇ ମାନ୍ୟବର ହାଇକୋର୍ଟ ଆଜି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ନିର୍ଣ୍ଣାୟ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଣେଶ ପୂଜା ହେବ କି ନା ସ୍ଥାନୀୟ ପ୍ରଶାସନ ଅନୁକୂଳ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଷ୍ପତ୍ତି ନେବେ । କଟକ ବୁଢା ଗଣେଶ ପୂଜା ମଣ୍ଡପ
Read More...

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟରେ
Read More...

ମଇଦାନକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମ୍ବାଇ : ନିକଟରେ ବାପା ହୋଇଥିବା ହାର୍‌ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ରୁ ଲମ୍ବା ବିରତି ପରେ ପଡିଆକୁ ଫେରିଛନ୍ତି । ପାଣ୍ଡ୍ୟା ନିଜର ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଟି -୨୦ ଲିଗ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ
Read More...

ନିଜ କ୍ୟାରିଅରର ପ୍ରଥମ କାର୍‌ ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି । ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା ।
Read More...