Monthly Archives

August 2020

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ବୌଦ୍ଧ,୨୦/୮- ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ଭୁଲେଶ୍ୱର ନାଗଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ସମ୍ପର୍କୀୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଆବାସ ଯୋଜନା ବିଲ୍ କରାଇବା ପ୍ରସଙ୍ଗକୁ ନେଇ ପୁରୁମୁଣ୍ଡା ଗ୍ରାମର ଶେଷଦେବ
Read More...

ରାସ୍ତା ମଝିରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ

ବୌଦ୍ଧ,୨୦/୮- ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ନିକଟରେ ଗୋଟିଏ ପରିବା ବୋଝେଇ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମିନି ଟ୍ରକଟି ଓଡି03 6427 ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି
Read More...

୬ ଘଣ୍ଟା ହେଲା କରେଣ୍ଟ ନାହିଁ, ଅନ୍ଧାରରେ ୧୦ ଟି ଗ୍ରାମ

ବୌଦ୍ଧ ,୧୯/୮- କଣ୍ଟାମାଳ ବ୍ଲକ୍ ଅଂଚଳରେ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ସବୁବେଳେ ବିଦ୍ୟୁତ୍ ବିଭାଗ ବିଫଳ l ଥରେ କରେଣ୍ଟ ଚାଲିଗଲେ କେତେବେଳେ ଆସିବ କହିବା ମୁସ୍କିଲ୍ l ତାହାର ଉତ୍ତର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ କିମ୍ବା କର୍ମଚାରୀ ମାନଙ୍କ ପାଖରେ ନଥାଏ l ଆଜି ସେଭଳି ଘଟଣା ଘଟିଛି
Read More...

ଆବାସ ଯୋଜନା ସାତ ସପନ, ଭଙ୍ଗା କୁଡ଼ିଆରେ କଟୁଛି ବୃଦ୍ଧାଙ୍କ ଜୀବନ

ବୌଦ୍ଧ,୧୯/୮ - ସରକାର ଗରୀବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି | ବାସ୍ତବରେ କିନ୍ତୁ ତାହାର ରୁପlୟନ କେମିତି ହେଉଛି ତୃଣମୂଳ ସ୍ତରକୁ ଗଲେ ନିଚ୍ଛକ ଚିତ୍ର ଦେଖିବାକୁ ମିଳୁଛି l ଏ ହେଉଛନ୍ତି ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତର ନୂଆପଡ଼ା ଗ୍ରାମର ଦୁଲଣା
Read More...

ଜିଲ୍ଲା ଯୁବ କଂଗ୍ରେସର ସଭାପତି ମନୋନୀତ

ବୌଦ୍ଧ,୧୯/୮- ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ମହେଶ୍ୱର ପ୍ରଧାନ ମନୋନୀତ ହୋଇଛନ୍ତି | ଅଖିଳ ଭାରତ ଯୁବ କଂଗ୍ରେସର ସଭାପତିଙ୍କ ଅନୁମୋଦନ କ୍ରମେ ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଏ ଘୋଷଣା କରିଛନ୍ତି | ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ପାରଳାଖେମୁଣ୍ଡି ଫଟୋ ଗ୍ରାଫର୍ ସଙ୍ଘ ପକ୍ଷରୁ ୧୮୨ ତମ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ ହୋଇ ଯାଇଛି । କୋଭିଡ-୧୯ ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି କାର୍ଯ୍ୟକ୍ରମ ପାଳନ କରାଯାଇ ଥିଲା
Read More...

ନୂଆଖାଇରେ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଧର୍ମୁ ଗଉନ୍ତିଆ

ବୌଦ୍ଧ,୧୯/୮ -ନୂଆଖାଇକୁ ନେଇ ବୌଦ୍ଧ ଜିଲ୍ଲାରେ ସମ୍ବଲପୁରୀ ଭାଷାରେ ତିଆରି ହୋଇଛି ଏକ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଧର୍ମୁ ଗଉନ୍ତିଆ। କରୋନା ମହାମାରୀରେ ଜୀବିକା ହରେଇଥିବା ଗରିବ ଲୋକଙ୍କ ଅସୁବିଧା ଓ ଏଭଳି ଘଡ଼ି ସନ୍ଧି ମୁହୁର୍ତ୍ତରେ ଅଭାବ ଅସୁବିଧା କଟକଣା ମଧ୍ୟରେ ନିଜର ପରମ୍ପରା ଓ
Read More...

ଗଜପତିରେ ପୁଣି ୩୬ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୬ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୭ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, ପାରଳା ପୌର ପରିଷଦରୁ ଜଣେ, ନୂଆଗଡ଼ ବ୍ଳକରୁ ୮ ଜଣ,ରାୟଗଡ ବ୍ଳକରୁ ୨ ଜଣ,ମୋହନା ବ୍ଳକ ରୁ ୮ ଜଣ, କାଶୀନଗର
Read More...

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ: ପାସହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ସାମଗ୍ରିକ ଭାବେ ୭୪.୯୫ ପ୍ରତିଶତ
Read More...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଲଘୁଚାପର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଦାନ
Read More...