Monthly Archives

August 2020

ଏଆର୍‍ଆଇଆଇଏ ର୍ୟାଙ୍କିଂ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ସୃଜନ କ୍ଷେତ୍ରରେ କିଟ୍‍କୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ସ ଅନ୍‍ ଇନୋଭେସେନ୍‍ ଆଚିଭ୍‍ମେଣ୍ଟ୍‍ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ
Read More...

ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା : ସଚିନ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର । ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା
Read More...

ଖେଳରତ୍ନ କଠିନ ପରିଶ୍ରମର ସ୍ୱୀକୃତି: ମାରିଆପ୍ପାନ୍‌

ଚେନ୍ନାଇ : ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଯେଉଁ କେତେଜଣଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ମାରିଆପ୍ପନା ଥାଙ୍ଗାଭେଲୁ । ନାମ ସୁପାରିଶ କରାଯାଇଥିବା ଖବର ପାଇବା ପରେ ମାରିଆପ୍ପାନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଠିନ ପରିଶ୍ରମ ଓ ନିଷ୍ଠା
Read More...

ସମ୍ବଲପୁରରେ ଆଜି ୬୬ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ତିନୋଟି ମୃତ୍ୟୁରୁ ହଇଚଇ

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ଜଣ ମୃତ ଓ ୧୦୧୦
Read More...

ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି

ବୌଦ୍ଧ,୧୯/୮ - ବୌଦ୍ଧ ଜିଲ୍ଲା ଶିକ୍ଷା ଜଗତରେ ସର୍ବ ପରିଚିତ ଓ ଛାତ୍ର ଛାତ୍ରୀ ତଥା ସହକର୍ମୀ ମାନଙ୍କ ଅତି ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି । ଅବସରପ୍ରାପ୍ତ କୃତ୍ତି ଶିକ୍ଷୟତ୍ରୀ ତଥା ବୌଦ୍ଧଶିକ୍ଷା ଜିଲ୍ଲାର ପୂର୍ବତନ ଡି. ଆଇ. ଆରତୀ ସାହୁଙ୍କ ଆଜି ଭୋର ୪. ୩୦ ମିନିଟ ସମୟରେ ଭୁବନେଶ୍ୱର
Read More...

ବୌଦ୍ଧ : ଆଜି ପୁଣି ନୂଆ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୯/୮ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ କେନ୍ଦୁପତ୍ର ଡିଭିଜନର ୧୨ ଜଣ କର୍ମଚାରୀଙ୍କ ସମେତ ନାରାୟଣ ନଗର ଗ୍ରାମରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା
Read More...

ପୁଣି ରାଜ୍ୟରେ ୨୫୮୯ ପଜିଟିଭ ଚିହ୍ନଟ, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର ୧୯ ।୦୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା

ବୌଦ୍ଧ,୧୯/୮ - ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌ ଓଡି ୦୨ବିଇ ୮୬୦୨ ଭାରସାମ୍ୟ ହରାଇ
Read More...

ଆଜି ପୁରା ଉଆଁସ, କରୋନା ପାଇଁ ଉତ୍ସାହ କମିଛି

ବୌଦ୍ଧ,୧୯/୮ - ଆଜି ଭାଦ୍ରବ ଅମାବାସ୍ୟା । ଆଜି ଦିନକୁ ବୌଦ୍ଧ ଜିଲ୍ଲାରେ ପୁରା ଉଆଁସ ଭାବରେ ପାଳନ କରିଥାଆନ୍ତି । ବାଳକମାନେ ଚକ ଲଗା ମାଟି ଓ କାଠ ନିର୍ମିତ ଘୋଡା ହାତୀ ଦଉଡିରେ ଟାଣି ଗାଆଁ ଦାଣ୍ଡରେ ଖେଳିଥାନ୍ତି । ବାଳିକା ମାନେ ବାଉଁଶ ତିଆରି ଡାଲିଆ, ଚାଙ୍ଗୁଡି, କୁଲେଇ ଓ ପୋଡା ମାଟିରେ
Read More...

ସୋନପୁରରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ସୋନପୁର,୧୮/୮: ଆଜି ସୋନପୁରର ନୂତନ ଉପ-ଜିଲ୍ଲାପାଳ ଭାବରେ ନିହାର ରଞ୍ଜନ କଅଁର ଯୋଗଦାନ କରିଛନ୍ତି ।ଏଥି ପୂର୍ବରୁ ସେ ତରଭା ବ୍ଲକ ବିଡ଼ିଓ ଭାବରେ କାର୍ଯ୍ୟରତ ଥିଲେ ।ସେ ଜଣେ ଦକ୍ଷ ପ୍ରଶାସକ ଓ ଅନେକ ପ୍ରଶାସନିକ କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା ର ପାତ୍ର ହୋଇଆସିଛନ୍ତି ।ଉପ- ଜିଲ୍ଲାପାଳ
Read More...