ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଘୋଷଣା, ତିନି ମାସ ମଧ୍ୟରେ ଦେବେ ଇସ୍ତଫା !
ବୌଦ୍ଧ,୧୮/୮ - ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ସରପଞ୍ଚ ଆଜି ଜନ ଅସନ୍ତୋଷର ସମ୍ମୁଖିନ ହେବା ପରେ ତିନି ମାସ ମଧ୍ୟରେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଗ୍ରାମ ପଂଚାୟତର ଲେଟର ପ୍ୟାଡରେ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ସ୍ୱାକ୍ଷରରେ ଏକ!-->…
Read More...
Read More...