Monthly Archives

August 2020

ବର୍ଷାରେ ଭାଙ୍ଗିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

ବlଉଁଶୁଣି/ବୌଦ୍ଧ - ଗତ ଶନିବାର ଲଗାଣ ବର୍ଷାରେ ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର କନ୍ଧରିଆ ପଡା ଗ୍ରାମର ଅକ୍ଷୟ ମୁଦୁଲିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କ ପରିବାର ବେସାହାରା ହୋଇ ପଡିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ ମୁଦୁଲି ଜଣେ ଗରୀବ ପରିବାରର ଅଟନ୍ତି l ମାଟି
Read More...

ଏଏଫ୍‌ସି ନିଷ୍ପତ୍ତିକୁ ଭାରତୀୟ ଫୁଟବଲ୍‌ ଟିମ୍‌ର ସମର୍ଥନ

ନୂଆଦିଲ୍ଲୀ : ଫିଫା-୨୦୨୨ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପାଇଁ ଏସିଆନ୍‌ ଫୁଟବଲ୍‌ କନଫେଡେରେସନ (ଏଏଫ୍‌ସି) କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିଥିବାରୁ ସେଥିନେଇ ଭାରତୀୟ ପୁରୁଷ ଫୁଟବଲ୍‌ ଟିମ୍‌ ଆଶ୍ୱସ୍ତି ଲାଭ କରିଛି । ଏଏଫ୍‌ସିର ନିଷ୍ପତ୍ତିକୁ ଏହା ସ୍ୱାଗତ
Read More...

ନିଟ୍‌ ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ

ନୂଆଦିଲ୍ଲୀ : ନିଟ୍‌ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଦାଖଲ ହୋଇଥିବା ଆବେଦନପତ୍ରକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।ସୂଚନା ମୁତାବକ, କୋଭିଡ -୧୯ ସଂକ୍ରମଣର
Read More...

ଉତ୍ତେଜନା ସତ୍ତେ୍ୱ ଭାରତ-ନେପାଳ ମଧ୍ୟରେ କଥାବାର୍ତ୍ତା

କାଠମାଣ୍ଡୁ: ନେପାଳର କେତେକ କାର୍ଯ୍ୟକଳାପକୁ ନେଇ ଭାରତ ଏବଂ ଏହା ମଧ୍ୟରେ ବିବାଦ ଲାଗି ରହିଛି । ଏହା ସତ୍ତେ୍ୱ ଦୁଇ ଦେଶ ସୋମବାର କେତେକ ପ୍ରସଙ୍ଗ ଉପରେ ଭିଡ଼ିସ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
Read More...

ଦେଶରେ ସୁସ୍ଥ ହେଲେ ରେକଡର଼୍ ସଂଖ୍ୟକ କରୋନା ରୋଗୀ

ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର କ୍ଷେତ୍ରରେ ଆଜି ଏକ ରେକଡର଼୍ ପ୍ରତିଷ୍ଠା ହୋଇଛି । ଗତ ୨୪ ଘଣ୍ଟାରେ ୫୭ ହଜାର ୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ ଏହା ସର୍ବାଧିକ । ଏଥିସହିତ ଆରୋଗ୍ୟ ହାର୭୨ ପ୍ରତିଶତ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ
Read More...

କନ୍ଧମାଳରେ ଆଜି ୧୨୧ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୨୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୧୪୭୦ରେ ପହଂଚିଛି।ସେଥିରୁ ଆଜି
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ତେବେ ମୋର ସ୍ୱାସ୍ଥ୍ୟ କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଯେଉଁମାନେ ମୋର ସଂପର୍କରେ
Read More...

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଲଘୁଚାପଜନିତ ବର୍ଷା ଓ ତତ୍‌ଜନୀତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ଏ ନେଇ
Read More...

ପାରଳା ପୌର ପରିଷଦ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ପାରଳା ପୌର ପରିଷଦ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜାତୀୟ ପତାକା ଉତ୍ତୋଳନ କରିବା ସହ ତିନି ଜଣ ସ୍ୱଚ୍ଛସାଥୀ ଓ ୧୦ ଜଣ ସଫେଇ କର୍ମଚାରୀଙ୍କୁ କୋଭିଡ
Read More...

କୁଷ୍ଠାଶ୍ରମର ୬ ପରିବାର ଜଳବନ୍ଦୀ

ବୌଦ୍ଧ,୧୭/୮ - ବୌଦ୍ଧ ସହରରେ ଥିବା କୁଷ୍ଠାଶ୍ରମ (ଲେପ୍ରୋସି କଲୋନୀ) ରେ ରହୁଥିବା ୬ ଗୋଟି ପରିବାର ଦୁଇ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସେମାନେ ରହୁଥିବା ଘର ମଧ୍ୟରେ ପାଣି
Read More...