Monthly Archives

August 2020

ମାଓବାଦୀଙ୍କ ବର୍ବରକାଣ୍ଡ : ରାସ୍ତା କାମରେ ନିୟୋଜିତ ୫ଗାଡିକୁ ଜାଳିଦେଲେ

ବାଲିଗୁଡ଼ା: କଞ୍ଜାଲଗୁ ନିକଟ ବିଗାଭଟ୍ଟା ଘାଟିରେ ମାଓବାଦୀଙ୍କ ବର୍ବର କାଣ୍ଡ । ଜାଳିଦେଲେ ରାସ୍ତା କାମରେ ନିୟୋଜିତ ହୋଇଥିବା ପାଞ୍ଚଟି ଗାଡ଼ି । ଗୋଟିଏ ହାଇୱା, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ହିଟାଚି, ଗୋଟିଏ ଟ୍ରାକ୍ଟର ଗ୍ରେଡର ଓ ଭାଇବ୍ରେଟର ମେସିନ୍ । ଘଟଣା ସ୍ଥଳରେ ଛାଡ଼ି ଯାଇଛନ୍ତି
Read More...

ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ

ପାରାଳଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ଚାରି ଜଣ,ଆର ଉଦୟଗିରି ବ୍ଳକରୁ ଜଣେ,ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି ।ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କିଛି ଜଣଙ୍କୁ ହୋମ
Read More...

ଆଜି ୩୫ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୪୮୧ରେ ପହଞ୍ଚିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ୨୨୪୪ ଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୩୫ ଜଣ ରହିଛନ୍ତି । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହଟଙ୍କ ମୋଟ ସଂଖ୍ୟା ୧୪୮୧ ରେ ପହଞ୍ଚିଛି । ବର୍ତ୍ତମାନ
Read More...

ପୁଣି ରାଜ୍ୟରେ ୨୨୪୪ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର ୧୭ ।୦୮: ରାଜ୍ୟରେ ପୁଣି ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ
Read More...

ନାରାୟଣନଗର ଗ୍ରାମରୁ ଆଜି ପୁଣି ୪୯ ପଜିଟିଭ ଚିହ୍ନଟ

ବୌଦ୍ଧ,୧୭/୮ - ଆଜି ବୌଦ୍ଧଜିଲ୍ଲାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜିର ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ସିଡିଏମଓ
Read More...

ଅନୁଗୁଳ ଜିଲ୍ଲାରୁ ପୁଣି ୫୦ପଜିଟିଭ ଚିହ୍ନଟ, ୩ ମୃତ୍ୟୁ

ଅନୁଗୋଳ : ଆଜି ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ
Read More...

ସୁବର୍ଣ୍ଣପୁର : ୨ଜଣଙ୍କ ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା ତ୍ରିଶତକ ଡେଇଁଲା

ସୋନପୁର : ଦିନକୁ ଦିନ କରୋନା ଯେଭଳି କ୍ରମାଗତ ଭାବରେ ତାର କାୟାବିସ୍ତାର କରି ଚାଲିଛି ତାହା ଚିନ୍ତା ବଢ଼ାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୨ଜଣଙ୍କ ମୃତ୍ୟୁ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । ଗତ ୨ଦିନତଳେ ଡୁଙ୍ଗୁରିପାଲି ବ୍ଲକର ଜଣେ ମହିଳା ପ୍ରାଣ ହରାଇଥିବା
Read More...

ଫୁଲୁଛି ମହାନଦୀ : ଏକର ଏକର ଚାଷଜମି ଜଳମଗ୍ନ, ପାଣି ଘେରରେ ୨ ଗାଁ

ହରଭଙ୍ଗା : ଉପମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ହରଭଙ୍ଗା ମହାନଦୀରେ ପ୍ରଥମ ବନ୍ୟା ଜଳ ପ୍ରଭାହିତ ହୋଇଛି । ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ହରଭଙ୍ଗା ବ୍ଲକର ୩୧ଟି ଗାଁର ଜମି ବନ୍ୟାରେ ପ୍ରଭାବିତ ହୋଇଛି । କୁଶଙ୍ଗ ପଞ୍ଚାୟତର ମାରଡା ଓ କୁତୁରୀ ଗ୍ରାମ ପାଣି
Read More...

ବାଉଁଶୁଣୀ : ଆବର୍ଜନା ହେଉନାହିଁ ସଫା

ବାଉଁଶୁଣୀ /ବୌଦ୍ଧ - ବାଉଁଶୁୀଣୀ ହାଇସ୍କୁଲ ପଡିଆରେ କୋଭିଡ ପାଇଁ ସାମାଜିକ ଦୂରତା ରକ୍ଷା ସକାଶେ କିଛି ମାସ ହେଲା ଦୈନିକ ପରିବା ବଜାର ଅନୁଷ୍ଠିତ ହେଉଛି । ମାତ୍ର ଦୁଃଖର କଥା ଗ୍ରାମ ପଂଚାୟତ ତରଫରୁ ପଡିଆରେ ପ୍ରତିଦିନ ପଡୁଥିବା ଆବର୍ଜନାକୁ ନିୟମିତ ପରିଷ୍କାର କରାଯାଉନାହିଁ । ଫଳରେ ପରିବା
Read More...

ବାରମ୍ବାର ଦୁର୍ଘଟଣା, ଜାତୀୟ ରାଜପଥ ବିଭାଗର ପଶୁନି ଚେତା

ବୌଦ୍ଧ,୧୭/୮ - ଜାତୀୟ ରାଜପଥ ନମ୍ବର୍‌ ୫୭ ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ମରଣଜନ୍ତା ପାଲଟିଛି । ଦୈନନ୍ଦିନ ଏ ସଂକୀର୍ଣ୍ଣ ଓ ଅସୁରକ୍ଷିତ ପୋଲ ଉପରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଲୋକଙ୍କ ଧନ ଜୀବନ ଗଲାଣି କିନ୍ତୁ ଜାତୀୟ
Read More...