Monthly Archives

August 2020

ବୌଦ୍ଧ : ଆସନ୍ତାକାଲିଠାରୁ ଆହୁରି କୋହଳ ହେବ ଲକଡାଉନ୍ ସମୟ

ବୌଦ୍ଧ -ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ସପ୍ତାହଠାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍ କଟକଣାକୁ ଟିକିଏ କୋହଳ କରିଥିଲେ । ଗତ ଅଗଷ୍ଟ ୧୦ ତାରିଖ ଠାରୁ ଆଜି ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭
Read More...

ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ଦ୍ରୁତ ସୁଧାର

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି ବୋଲି ତାଙ୍କ ପୁଅ ଅଭିଜିତ୍‌ ରବିବାର ଟ୍ୱିଟ୍‌ କରି ଜଣାଇଛନ୍ତି । ଏପରିକି ପ୍ରଣବ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି । ଶରୀରର ବିଭିନ୍ନ
Read More...

କରୋନା ସୁସ୍ଥ ସଂଖ୍ୟା ୨୨ ଲକ୍ଷ ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୪୯୦ ନୂଆ କରୋନା ପଜିଟିଭ୍‌କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜି ୨୫ ଲକ୍ଷ ୮୯ ହଜାର ୬୮୨ରେ ପହଞ୍ଚିଛି । ସେହିପରି, ଏହି ଅବଧିରେ ଆଉ ୯୪୪ ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ
Read More...

ପ୍ରଥମ ଟିକା କରୋନା ଯୋଦ୍ଧାଙ୍କୁ ଦିଆଯିବ

ନୂଆଦିଲ୍ଲୀ : ଭାରତର ପ୍ରଥମ ଟିକା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଲେ ପ୍ରଥମେ କାହାକୁ ଦିଆଯିବ ସେ ନେଇ ଦ୍ୱନ୍ଦ୍ୱ ଓ ପ୍ରଶ୍ନ ଲାଗି ରହିଥିଲା । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ଦ୍ୱନ୍ଦ୍ୱ ଦୂର
Read More...

ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଦକ୍ଷତା ବଢ଼ାଯାଇଛି

ନୂଆଦିଲ୍ଲୀ : ଭାରତରେ ଅନ୍ୟାନ୍ୟ ଦିଗ ଭଳି ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ବର୍ତ୍ତମାନର ସମୟରେ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ସରକାର ତାଙ୍କ ଦକ୍ଷତାର ସର୍ବାଧିକ
Read More...

ଭାରତରତ୍ନ ଅଟଳଜୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସରେ ବୃକ୍ଷରୋପଣ

ସମ୍ବଲପୁର :ଆଜି ସମ୍ବଲପୁର ଭାଜପା ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ପାର୍ଟି ପକ୍ଷରୁ ନିଜସ୍ଵ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ପୁଣ୍ୟାତ୍ମା ଙ୍କ
Read More...

ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ଜୟପୁର ବିଧାୟକ ତାରାବାହିନୀପତି

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ବିଧାୟକଙ୍କ ତାଲିକାରେ ଜୟପୁରର ବିଧାୟକ ତାରା ବାହିନୀପତିଙ୍କ ନାମ ସ୍ଥାନିତ ହୋଇଛି । ଓଡିଶାର ଏକମାତ୍ର ବିଧାୟକ ଭାବେ ଏହି ତାଲିକାରେ ସେ ସ୍ଥାନ ପାଇଛନ୍ତି । ବିଧାୟକମାନଙ୍କର କାର୍ଯ୍ୟଦକ୍ଷତା, ଲୋକସଂପର୍କ ଓ ବିଧାନସଭାରେ ବିତର୍କକୁ ନେଇ ପ୍ରସ୍ତୁତ ହୋଇଥିବା
Read More...

ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଶକ୍ତିଶାଳୀ କରାଯିବ

ଭୁବନେଶ୍ୱର : ମହାମାରୀ କୋରନା ପାଇଁ ସାରା ରାଜ୍ୟରେ ଜୀବନଜୀବିକା ପ୍ରଭାବିତ ହୋଇଛି । ଏଣୁ ଜୀବିକା ବଞ୍ଚାଇ ରଖିବା ପାଇଁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ଶିଳ୍ପପତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ଜୀବନକୁ ଯଥେଷ୍ଟ
Read More...

କାଶୀନଗର ଓ ଗୁମ୍ମା ବ୍ଲକବାସୀଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ୧୩୪.୮୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଭେଟି

ସ୍ବାଧୀନତା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା’ର କାଶୀନଗର ଓ ଗୁମ୍ମା ବ୍ଲକବାସୀ’ଙ୍କ ଉପକାର ନିମନ୍ତେ ଏକ ନୂତନ ବୃହତ ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳାଖେମୁଣ୍ଡି ଠାରେ ସାମ୍ବାଦିକ ମାନଙ୍କୁ
Read More...

ପୁଣି ୩୭ ଜଣ ପଜିଟିଭ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ ହେଲା

ସମ୍ବଲପୁର : ଆଜିର ପ୍ରଶାସନିକ ଘୋଷଣା ଅନୁସାରେ ୩୭ ଜଣ ନୂଆ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ରେ ପହଞ୍ଚିଛି । ଏହି ସପ୍ତାହରେ ଦିନେ ଛଡ଼ା ବାକି ୬ ଦିନ ଯାକ ସ୍ଥିତି ନିୟନ୍ତ୍ରଣରେ ଜଣାପଡିଛି, କେବଳ ଗତ ରବିବାର ଦିନ ଶତାଧିକ ପଜିଟିଭ
Read More...