Monthly Archives

August 2020

ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପ୍ରସଙ୍ଗ, ଦ୍ୱନ୍ଦ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ

ବୌଦ୍ଧ,୧୪/୮ - କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ବିନା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ ମିଶ୍ର ପାଇବେ ରାଷ୍ଟ୍ରପତିଙ୍କ ପୋଲିସ୍‌ ମେଡାଲ୍‌

ବୌଦ୍ଧ,୧୪/୮ - ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ସେବା ପାଇଁ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସହିତ ସମ୍ମାନିତ କରାଯିବ । ଶ୍ରୀ ମିଶ୍ର ଜଣେ ମ୍ୟାନେଜମେଣ୍ଟ ପୋଷ୍ଟ ଗ୍ରାଜୁଏଟ୍‌, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ୧୯୮୪-ବ୍ୟାଚ୍‌
Read More...

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ଫୁଲବାଣୀ,୧୪/୮- ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଘୁ.ଉଦୟଗିରି ବ୍ଲକ, ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅନ୍ତରଙ୍ଗ ଯୁବ ମହାସଂଘ ଆଜି ଏକତ୍ରିତ ହୋଇ କରୋନା ମହାମାରୀର ସତର୍କର ବାର୍ତ୍ତା ବାଣ୍ଟିବା ସହିତ ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ଗାଁ ଗାଁରେ ସଚେତନତା କରାଯାଇଛି। ଏହା ସହିତ
Read More...

ସ୍ୱାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା

ନୂଆଦିଲ୍ଲୀ : ଚଳିତ ବର୍ଷ ବିଗତ ବର୍ଷଗୁଡ଼ିକ ତୁଳନାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କରୋନା ମହାମାରୀ କାରଣରୁ ଏଥର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଓ ଭିଡ଼ମୁକ୍ତ କରାଯାଇଛି । କାର୍ଯ୍ୟକ୍ରମ ସମୟରେ କରୋନାର ସବୁ ନିୟମକୁ ପାଳନ
Read More...

କୋର୍ଟ ଅବମାନନା ମାମଲା:ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : କୋର୍ଟ ଅବମାନନା ମାମଲାରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆକ୍ଷେପମୂଳକ ଟ୍ୱିଟ୍‌ ମାମଲାରେ ନିଜଆଡୁ ମାମଲା ଗ୍ରହଣ କରି କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ତାଙ୍କୁ କି
Read More...

୨୫ ଲକ୍ଷ ମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଏବେ ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୪ ହଜାର ୫୫୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୦୦୭ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୮ ହଜାର ୪୦ରେ ପହଞ୍ଚିଛି । ସେହିପରି, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୭
Read More...

କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଠାବାଡି ନିର୍ମାଣ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୨୦୨୦ ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାନକ ନିୟମ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବହୁତଳ ଅଟ୍ଟଳିକା ନିର୍ମାଣ ପାଇଁ
Read More...

କିଡନୀ ରୋଗରେ ପୀଡିତ ଦମ୍ପତିଙ୍କ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ବୌଦ୍ଧ: ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠୀ ଓ ସ୍ତ୍ରୀ ସମ୍ବାରି ସେଠୀ ଉଭୟ ଦମ୍ପତି କିଡନୀ ରୋଗରେ ପୀଡିତ । ବଳଭଦ୍ରଙ୍କ କହିବା ଅନୁଯାୟୀ ଦୀର୍ଘ ୨ ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ କିଡନୀ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ,ଅର୍ଥାଭାବରୁ ତାଙ୍କର
Read More...

ବେଣୁଗୋପାଳ ଓ ବିରଞ୍ଚିଙ୍କୁ ରାଷ୍ଟ୍ରପତି ପଦକ,୧୨ଜଣଙ୍କୁ ପୁଲିସ ପଦକ

ଭୁବନେଶ୍ୱର : ଆସନ୍ତାକାଲି ଦେଶର ଜାତୀୟ ପର୍ବ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟର ୧୪ଜଣ ପୁଲିସଙ୍କୁ ପଦକ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏଥିରୁ ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଏସପି କେ.ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ପଦକ ପାଇଁ
Read More...

ଅଷ୍ଟ୍ରେଲିଆ-ଇଂଲଣ୍ଡ ଦିନିକିଆ ତାରିଖ ଘୋଷଣା

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ତାରିଖ ଘୋଷଣା କରାଯାଇଛି । ଜୁଲାଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ସ୍ଥିତି ସୁଧୁରୁ
Read More...