Monthly Archives

August 2020

୬୧୫ ହଜାର ଡଲାରରେ ବିକ୍ରିହେଲା ଜୋଡର଼୍ାନଙ୍କ ଯୋତା

ନ୍ୟୁୟର୍କ: ଜଣାଶୁଣା ବାସ୍କେଟବଲ ତାରକା ମାଇକେଲ୍‌ ଜୋଡର଼୍ାନଙ୍କର ଏକ ହଳ ଯୋତା ରେକଡର଼୍ ୬୧୫ ହଜାର ଡଲାରରେ ବିକ୍ରି ହୋଇଛି । ଏହା ପୂର୍ବରୁ ଆଉଜଣେ ଖେଳାଳିଙ୍କର ଯୋତା ମଧ୍ୟ ଯଥେଷ୍ଟ ଅଧିକ ମୂଲ୍ୟରେ ନିଲାମ ହୋଇଥିଲା । ତେବେ ଯୋଡର଼୍ାନଙ୍କ ଯୋତା ସେହି ରେକଡର଼୍କୁ ଅତିକ୍ରମ କରିଛି । ଏହି
Read More...

ଆଇପିଏଲ୍‌-୨୦ ଯଥେଷ୍ଟ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ

ଲଣ୍ଡନ: ଚଳିତ ବର୍ଷର ଆଇପିଏଲ୍‌ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ । କାରଣ ବିସିସିଆଇର ଦୁର୍ନୀତି ନିବାରଣ ବିଭାଗ ଏ ଦିଗରେ ସବୁ ପ୍ରକାର ଯତ୍ନ ନେଉଛି । ବୋଡର଼୍ର ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଅଜିତ୍‌ ସିଂ ଶୁକ୍ରବାର ଏହି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେ
Read More...

ହରଭଙ୍ଗାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ହରଭଙ୍ଗା: ହରଭଙ୍ଗା ୟୁଥ୍ କ୍ଲବଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱେଚ୍ଛାକୃତ ଭାବେ ୫୩ଜଣ ରକ୍ତଦାନ
Read More...

ଗଜପତିରେ ପୁଣି ୯୩ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ଜଣ, ପାରଳାପୌର ପରିଷଦରୁ ୩୯ ଜଣ, କାଶୀନଗର ବ୍ଳକରୁ ୨୫, ଆର ଉଦୟଗିରି ବ୍ଲକରୁ ୧୧ ଜଣ, ମୋହନା ବ୍ଳକରୁ ୩ ଜଣ ଚିହ୍ନଟ
Read More...

“ଜୀବନ ବିନ୍ଦୁ’ର ପଞ୍ଚମ ଦିବସରେ ୭୦ ୟୁନିଟ ରକ୍ତ ସଂଗ୍ରହିତ

ସମ୍ବଲପୁର,:ଓଡିଶା "ମୋ ପରିବାର" ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ରକ୍ତଦାନ ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି
Read More...

ସମ୍ବଲପୁରରେ ପୁଣି ଫୁଟିଲା ସହସ୍ରଦଳ ପଦ୍ମଫୁଲ

ସମ୍ବଲପୁର :ସମ୍ବଲପୁରରେ ପୁଣି ଥରେ ସହସ୍ରଦଳ ପଦ୍ମଫୁଲ ଫୁଟାଇବାରେ ଜଣେ ସ୍ଥାନୀୟ ଉଦ୍ୟମୀ ସଫଳ ହୋଇଛନ୍ତି । ଏଥର ଏହି ଶ୍ରେୟର ଅଧିକାରୀ ହେଲେ ସ୍ଥାନୀୟ ପ୍ରଧାନପଡା ନିବାସୀ ସାର୍ଥକ ପଣ୍ଡା । ସେ ନିଜ ଉଦ୍ୟମ ବଳରେ ତାଙ୍କ "ଇକୋ ନର୍ସରୀ'ରେ ଏହାକୁ ଫୁଟାଇବାରେ ସଫଳତା ହାସଲ କରିଛନ୍ତି ।
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରକ

ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଆଡଣିଗଡ ଫାଣ୍ଡି ଅନ୍ତର୍ଗତ ରାଣୀଗଞ୍ଜ ନିକଟରେ ଏକ କେବୁଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଗୋଟିଏ କେବୁଲ ବୋଝେଇ ଆଇଚର୍
Read More...

ବୌଦ୍ଧ: ଆଜି ପୁରୁଣାକଟକରୁ ୪ ଓ ନାରାୟଣ ନଗରରୁ ୧ ପଜିଟିଭ ଚିହ୍ନଟ

ବୌଦ୍ଧ, ୧୪/୮ - ଆଜି ବୌଦ୍ଧ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ୨୫୨ ଜଣ ଓ ଆଜିର ୫ କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୫୭ ରେ ପହଞ୍ଚିଲା । ଆଜି ଯେଉଁ ୫ ଜଣ
Read More...

ବର୍ଷାରେ ଘର ଭାଙ୍ଗିଲା ସହାୟତା ହାତ ବଢାଇଲେ ସରପଞ୍ଚ

ଖପ୍ରାଖୋଲ,୧୪/୮- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନୁପୁର ପଞ୍ଚାୟତ ବୁରୋମାଲ ଗାଁର ଶ୍ରୀକର ଭୋଇଙ୍କ ଅଦିନିଆ ବର୍ଷା ଯୋଗୁଁ ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିି ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ତ୍ରିନାଥ ବାରିକ
Read More...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ବୌଦ୍ଧ/ଜହ୍ନାପଙ୍କ,୧୪/୮- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର ଗତ ବିଳମ୍ବିତ ରାତିରେ ଲଘୁଚାପଜନିତ ବର୍ଷାରେ ଏକ କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ
Read More...