Monthly Archives

August 2020

+୨ ବିଜ୍ଞାନରେ କିସ୍‍ର ସଫଳତା

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ୍‍ (କିସ୍‍)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨ ବିଜ୍ଞାନରେ
Read More...

ଯୁବ ବିଜେଡିର ରକ୍ତଦାନ ଶିବିର

ପାରଳାଖେମୁଣ୍ଡି,୧୩/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଯୁବବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରକ୍ତଭଣ୍ଡାର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ରକ୍ତହୀନତାରୁ ଅନେକ ଲୋକ ଅକାରଣରେ
Read More...

ନେହେରୁ ଯୁବ କେନ୍ଦ୍ରପକ୍ଷରୁ ବୃକ୍ଷରୋପଣ ଓ କରୋନା ସଚେତନତା

ପାରଳାଖେମୁଣ୍ଡି,୧୩/୮- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ଟିବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବୃ ରୋପଣ ଓ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥି ସକାଶେ ନେହେରୁ ଯୁବ
Read More...

ବଲାସିଙ୍ଗାର ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

ବୌଦ୍ଧ,୧୩/୮ – ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଂଚାୟତ ବଲାସିଙ୍ଗା ଗ୍ରାମରୁ ଗତ ୬ ତାରିଖରେ ୩ ଜଣଙ୍କ ସ୍ୱାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସମସ୍ତ ତିନି ଜଣ ଆକ୍ରାନ୍ତଙ୍କୁ ତହିଁ ପର ଦିନ ଅର୍ଥାତ୍‌ ୭ ତାରିଖ ସକାଳେ କୋଭିଡ ହେଲଥ ସେଣ୍ଟରକୁ
Read More...

ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ଆଲୋଚିତ ନୂତନ ଶିକ୍ଷା ନୀତି

ଫୁଲବାଣୀ:ଶିକ୍ଷା ବିକାଶ ସମିତି ଓଡ଼ିଶା(ଦକ୍ଷିଣ ପୂର୍ବ ସମ୍ଭାଗ)ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ତା୧୧/୦୮/୨୦ରିଖ ଅପରାହ୍ନ ୪ଟା ସମୟରେ ଜୁମ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା ।ଉକ୍ତ ଆଲୋଚନା ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୮ଜଣ ସଦସ୍ୟ ଭାଗନେଇ "ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦"
Read More...

ବାଇକ ଦୁର୍ଘଟଣାରେ ନିୟୁଜ7 କ୍ୟାମେରା ମେନ ରାଜୁଙ୍କ ମୃତ୍ୟୁ

ଫୁଲବାଣୀ:ବାଇକ୍‌ ଦୁର୍ଘଟଣାରେ ଆଜି ଫୁଲବାଣୀ ନିଉଜ7 ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶାଶୁଘର ଖଜୁରିପଡାରେ ରାଜୁ ତାଙ୍କୁ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଏକ ଗଛ ଦେହରେ
Read More...

ଧମା ରେଞ୍ଜ ବଣରେ ବାଳକ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସ୍ଥାନୀୟ ଧମା ରେଞ୍ଜ ଅନ୍ତର୍ଗତ ତବଲୋଇ ଦେଓଗାଁ ସ°ରକ୍ଷିତ ବଣରେ ଆଜି ବାଳକହାତୀର ଏକ ମୃତଦେହ ଉଦ୍ଧାର କରାଯାଇଛି । ଏବିଷୟରେ ସୂଚନା ଦେଇ ସମ୍ବଲପୁର ବନାଧିକାରୀ ଡ଼ା ସଞ୍ଜୀବ କୁମାର କହିଛନ୍ତି ଯେ ପ୍ରାୟ ୩ବର୍ଷ ବାଳୁତ ହାତୀକୁ ଗତ ସୋମବାର ୧୦ ତାରିଖ ଦିନ ଜୀବିତ ଓ ଏକାକୀ
Read More...

ମକଡ୍ରିଲ୍ ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଲେ ଯବାନ

ବୌଦ୍ଧ : ବଲାସିଙ୍ଗାଠାରେ ଥିବା ପଞ୍ଚମ ଆଇ.ଆର.ବି. ବାଟାଲିୟନର ଓଡ୍ରାଫ ୟୁନିଟର ଯବାନ ମାନେ ଆଜି ବଉଦ ମହାନଦୀର ଅପରପାର୍ଶ୍ୱରେ ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡ୍ରାଫ ୟୁନିଟର ଯବାନମାନେ ଆଜି ମକଡ୍ରିଲ୍
Read More...

୪୬ ହଜାର ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ବଢ଼ିଚାଲିଛି । ଗଲା କିଛିଦିନ ଧରି ପ୍ରତିଦିନ ୬୦ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୬୦ ହଜାର ୯୬୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
Read More...

ଆବର୍ଜନା ଗାଡ଼ିରେ ଓଡ଼ିଆ ମହିଳାଙ୍କ ଶବବୁହା ଘଟଣା: ତାମିଲନାଡୁ ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

ନୂଆଦିଲ୍ଲୀ : ନିକଟରେ ତାମିଲନାଡୁରେ ଜଣେ ଓଡ଼ିଆ ମହିଳାଙ୍କ ମୃତ ଦେହକୁ ଆବର୍ଜନା ବୁହା ଟ୍ରକରେ ବୁହାଯାଇଥିଲା । ଏହା ଏକ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଓକିଲ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର କମିଶନ
Read More...