Monthly Archives

August 2020

ରାସ୍ତା ଖରାପ କାରଣରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତକର ଗଲା ଜୀବନ

ବୌଦ୍ଧ: ମୁଖ୍ୟ ରାସ୍ତା କଡରେ ଥିବା କିଛି ଗାଁକୁ ଛାଡିଦେଲେ ବର୍ଷା ଚାରି ମାସ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଁକୁ ଯିବା କଷ୍ଟସାଧ୍ୟ ହୋଇ ପଡିଛି । ଗତକାଲି ସେଭଳି ଗୋଟିଏ ଲଜ୍ଜାଜନକ ଘଟଣା ଘଟିଛି ହରଭଙ୍ଗା ବ୍ଲକ୍ ରାମଗଡ ଗ୍ରାମ ପଂଚାୟତର କୋଇଲିସୁତା ଗ୍ରାମରେ । ରାସ୍ତା ଖରାପ
Read More...

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତା ଗ୍ରାମରେ ଗତ ୭ ତାରିଖ ବିଳମ୍ବିତ ରାତ୍ରୀରେ ଗୁଣିଗାରେଡି ସନ୍ଦେହ କରି ସେହି ଗ୍ରାମର ଜଣେ ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ମଙ୍ଗଳବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ
Read More...

୯ପୃଷ୍ଠାର ଖୋଲାଚିଠି ଜାରି କଲା ସୁଶାନ୍ତଙ୍କ ପରିବାର : ଆମକୁ ବାରମ୍ବାର ଧମକ ମିଳୁଛି

ପାଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ବର୍ତ୍ତମାନ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ତଦନ୍ତ ଜାରି ରହିଥିବାବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏବେ ଏକ ୯ପୃଷ୍ଠା ସମ୍ବଳିତ ଖୋଲା ଚିଠି ଜାରି କରାଯାଇଛି । ସେଥିରେ ପରିବାର ଏବଂ ମୃତ୍ୟୁଘଟଣା ସାଙ୍ଗକୁ
Read More...

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଶାଖା ପକ୍ଷରୁ ଦାବିପତ୍ର

ବୌଦ୍ଧ,୧୨/୮- ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ଆବାହକ କେଶବାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାମ କରିଥିବା ଇପିଏଫ
Read More...

ବିପଦମୁକ୍ତ ହେଲା ୱାର୍ଡ ନଂ-୩୯ ରେ ଥିବା ସମସ୍ତ ବିଦ୍ୟୁତ୍‌ ଟାନ୍ସଫର୍ମର

ଭୁବନେଶ୍ୱର:ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀ ନଗର ପ୍ରାୟ ୧୨ ରୁ ୧୫ ଟି ଟାନ୍ସଫରମର ଚାରୀ ପାକହରେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତା ଭିତରେ ଏତେ ମାତ୍ରରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁ ଘାସ ଖାଇବା ଆସରେ ଭିତରକୁ ପଶିଯାଉଥିଲେ
Read More...

ପାଜେରୋ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ, ୧୨/୮ - ଆଜି ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୀରନରସିଂହପୁର ନିକଟରେ ପାଜେରୋ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ସମାନ ଦିଗରୁ ଆସୁଥିବା ଗୋଟିଏ ପାଜେରୋ ଗାଡି ଓଡି
Read More...

ସୁବର୍ଣ୍ଣପୁର : ଉଦବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ, ଦ୍ୱିଶତକ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୋନପୁର: କରୋନା ନିୟନ୍ତ୍ରଣରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ଯେଭଳି ଭାବେ କାୟା ବିସ୍ତାର କରୁଛି ତାହା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଜିଲ୍ଲାର
Read More...

ସମ୍ବଲପୁର ଜିଲ୍ଲାରେ ଆଜି ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ୩୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହ୍ନଟଙ୍କ ମୋଟ ସଂଖ୍ୟା ୧୨୩୧ରେ ଯାଇ ପହଞ୍ଚିଛି । ଗତକାଲି ଜଣେ ପୁଲିସ ସିପାହୀଙ୍କ କରୋନାରେ ମୃତ୍ୟୁ ପରେ ସମଗ୍ର
Read More...

ରାଜ୍ୟରେ ୨୪ ଘଣ୍ଟାରେ ୧୮୭୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଭିମସାର କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର କେୟାର ସେଣ୍ଟର

ସମ୍ବଲପୁର : ସମଗ୍ର ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ସ୍ୱତନ୍ତ୍ର କେୟାର ସେଣ୍ଟର ଆଜିଠାରୁ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ବୁର୍ଲା ଅଗ୍ନିଶମ ବିଭାଗ ନିକଟସ୍ଥ ରେଣ୍ଟାଲ ହାଉସିଂ କମ୍‌ପ୍ଲେକ୍ସକୁ ଚିହ୍ନିତ କରାଯାଇଛି । ଏହା
Read More...