Monthly Archives

August 2020

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ : କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ରହିଛି । ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ୮୪-ବର୍ଷୀୟ ପ୍ରଣବ
Read More...

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପିତାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର ରହିଛି

ନୂଆଦିଲ୍ଲୀ : ପିତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ପୁଅମାନଙ୍କ ଭଳି ଝିଅକୁ ମଧ୍ୟ ପିତାଙ୍କ ସମ୍ପତ୍ତିରୁ ସମାନ ଭାଗ ମିଳିବ । କାରଣ ଆଇନ୍‌ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ଝିଅର
Read More...

ଦେଶରେ ୪୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୮୭୧ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୫ ହଜାର ୨୫୭ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୫୩ ହଜାର ୬୦୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ
Read More...

ବିଶ୍ୱର ପ୍ରଥମ କରୋନା ଟିକା ନେଲେ ପୁଟିନ୍‌ଙ୍କ ଝିଅ

ମସ୍କୋ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଋଷିଆ ଇତିହାସ ରଚିଛି । ଋଷିଆ ବିଶ୍ୱର ପ୍ରଥମ ଟିକା ପ୍ରସ୍ତୁତ କରିବା ସହ ଏହାର ପଞ୍ଜିକରଣ କରିଛି । କେବଳ ସେତିକି ନୁହେଁ, ଏହି ଟିକାକୁ ମଣିଷ ଦେହରେ ପ୍ରୟୋଗ କରାଯାଇଛି । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌
Read More...

ଅଟୋ ମାଲିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ଖୋର୍ଦ୍ଧା: ମହାମାରୀ କରୋନା ପ୍ରଭାବରେ ଜୀବିକା ହରାଇଛନ୍ତି ଅଟୋ ମାଲିକ ମାନେ । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ରାସ୍ତାରେ ଗଡ଼ୁନି ଅଟୋ ଯାହା ଫଳରେ ପରିବାର ଭରଣ ପୋଷଣ କରିବା ଏବେ ସେମାନଙ୍କ ପାଇଁ କାଠିକରପାଠ ହେଲାଣି । ସେହିପରି ଅଟୋ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିବା ମାଲିକମାନେ
Read More...

ରାଜ୍ୟ ସରକାର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ

ଭୁବନେଶ୍ୱର : ରାଜ୍ୟ ସରକାର ଖୁବଶୀଘ୍ର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ । ଚିକିତ୍ସା ସୁବିଧାକୁ ଜନସାଧାରଣଙ୍କ ହାତପାହାନ୍ତାରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୫୨୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ
Read More...

ବିଧାୟକ ସୌମ୍ୟରଂଜନଙ୍କୁ କରୋନା

ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ତଥା ବିଶିଷ୍ଟ ସାମ୍ବାଦିକ, ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ କରୋନା ହୋଇଥିବା ଜଣାପଡିଛି । ବିଧାୟକ ଶ୍ରୀ ପଟ୍ଟନାୟକ ନିଜେ ଟ୍ୱିଟ୍ କରି ଏହା ସୂଚନା ଦେଇଛନ୍ତି । ସେ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଗତ ସପ୍ତାହରେ ମୋ ସଂସ୍ପର୍ଶରେ
Read More...

କରୋନା କଟକଣା ମଧ୍ୟରେ କ.ନୂଆଗାଁରେ ଘରେ ଘରେ ପାଳିତ ହେଉଛି ଜନ୍ମାଷ୍ଟମୀ

କ.ନୂଆଗାଁ : ଆଜି ମଧ୍ୟରାତ୍ରରେ ଜନ୍ମ ନେବେ ଶ୍ରୀକୃଷ୍ଣ ।କ.ନୂଆଗାଁ-"ଯଦା ଯଦା ହି ଧର୍ମସ୍ୟ………ସମ୍ଭବାମି ଯୁଗେ ଯୁଗେ' ଏଣୁ ତ୍ରେତୟା ଯୁଗରେ ରାବଣକୁ ବିନାଶ କରିବା ପାଇଁ ଶ୍ରୀରାମଚନ୍ଦ୍ର ରୂପରେ ଏବଂ ଦ୍ୱାପର ଯୁଗରେ କଂସାସୁରକୁ ନିଧନ କରିବା ପାଇଁ ଲୀଳାମୟ ଶ୍ରୀକୃଷ୍ଣ ରୂପରେ ଅବତାର ନେଇ
Read More...

ବଲାଙ୍ଗୀର ଜିଲ୍ଲାରୁ ପୁଣି ୨୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଆଜି ୨୭ ଚିହ୍ନଟ ସହ ମୋଟ ୭୨୩ ସଂକ୍ରମିତ ହୋଇଛନ୍ତି । ତେବେ ୨୯୮ ସକ୍ରୀୟ ଥିବାବେଳେ ୪୨୫ ଘରକୁ ସାରିଲେଣି । ୨୭ମଧ୍ୟରେ ୧୩ ମହିଳା ଅଛନ୍ତି । ପୁଇଁତଲା ଓ ଗୁଡଭେଲା ବ୍ଳକରୁ ଜଣେ ଲେଖାଏଁ ଥିବାବେଳେ ବାକି ସମସ୍ତ ବଲାଙ୍ଗୀର ମ୍ୟୁନସିପାଲିଟିର ବିଭିନ୍ନ ପଡାରୁ
Read More...

ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

କଣ୍ଟାବାଞ୍ଜି:ବଙ୍ଗମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧକେଲା ସ୍ଥିତ ସାହୁ ଭବନ ରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଶ୍ରୀମତୀ ଟୁକୁନି ସାହୁ, କଣ୍ଟାବାଞ୍ଜି ପୂବତନ ବିଧାୟକ ଆୟୁବ ଖାଁ, ବିଜେଡି
Read More...