Monthly Archives

August 2020

କରୋନା ଆକ୍ରାନ୍ତ ମନଦୀପ ସିଂ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁର: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତୀୟ ହକି ଟିମ୍‌ର ଫରୱାଡର଼୍ ଖେଳାଳି ମନଦୀପ ସିଂଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ଅମ୍ଳଜାନ ସ୍ତର ହ୍ରାସ ପାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି
Read More...

ସିପିଏଲ୍‌କୁ ନେଇ ଖେଳାଳି ଉତ୍କଣ୍ଠିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବ୍ୟାପିବା ଦିନଠାରୁ ଟି-୨୦ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିନାହିଁ । ପ୍ରଥମ ଥର ପାଇଁ ଏକ ପ୍ରମୁଖ ଟି-୨୦ ମ୍ୟାଚ୍‌ ଭାବେ ସିପିଏଲ୍‌ ଏହି ସୌଭାଗ୍ୟ ହାସଲ କରିବାକୁ ଯାଉଛି । ଚଳିତ ମାସ ୧୮ ତାରିଖରୁ ସିପିଏଲ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହା
Read More...

ଆଇସିସିରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତି

ମୁମ୍ବାଇ: ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବର୍ତ୍ତମାନର ସମୟରେ ନିର୍ବାଚନ କିଭଳି ପଦ୍ଧତିରେ ହେବା ଉଚିତ. ତାହାକୁ ନେଇ ଆଇସିସିରେ ମତଭେଦ ଦେଖାଦେଇଛି । ଗୋଟିଏ ପଟେ
Read More...

ଦୁଇ ଶିଶୁ ସହିତ ଆଜି ୨୬ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜିକାର ପ୍ରଶାସନିକ ଘୋଷଣା ଅନୁସାରେ ଆଜି ଦୁଇ ଶିଶୁ ବାଳିକା ( ୪ ଓ ୮ ବର୍ଷ) ସହିତ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲିର ସ୍ଥିତି ଦର୍ଶାଉଛି ଓ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୃହ ସଙ୍ଗରୋଧ ରେ ରଖାଯାଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲା ରେ ମୋଟ
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ବୌଦ୍ଧ : ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ପଂଚାୟତ ସ୍ତରରେ ସର୍ବାଧିକ ୫୦
Read More...

ବୌଦ୍ଧ ଟ୍ରେଜେରୀ : ଜଗୁଆଳିଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା !

ବୌଦ୍ଧ,୧୧/୮ - ବୌଦ୍ଧ ଜିଲ୍ଲା ହେବା ପରେ ବୌଦ୍ଧ ଉପଖଣ୍ଡ ଟ୍ରେଜେରୀ ଜିଲ୍ଲା ଟ୍ରେଜେରୀ ବା ଜିଲ୍ଲା କୋଷାଗାରର ମାନ୍ୟତା ପାଇଲା । ପୁରୁଣା କଚେରୀ କୋଠାରେ ଚାଲୁଥିବା କାର୍ଯ୍ୟାଳୟକୁ ୨୫ ବର୍ଷ ତଳେ ନିର୍ମିତ ବର୍ତ୍ତମାନର ସ୍ଥାନକୁ କାର୍ଯ୍ୟାଳୟ ଉଠାଇଥିଲେ । ପାରମ୍ପରିକ ଭାବରେ ସଶସ୍ତ୍ର
Read More...

କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚୋରି ଅଭିଯୋଗ

କଣ୍ଟାବାଞ୍ଜି,୧୧/୮ : କୁକୁଡାହାଡ ସରକାରୀ ପ୍ରକଳ୍ପ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଯାହା ପଞ୍ଚାୟତ କ୍ୱାରେଣ୍ଟାଇନ କେନ୍ଦ୍ର ଥିଲା, ସେଠାରୁ ଚୋରି ହୋଇଥିବା ସରପଞ୍ଚ ଯମୁନା କଁଅର, ପ୍ରଧାନ ଶିକ୍ଷକ ଶଶୀଧର ନିଆଲ ଓ ଟିଏମସି ସଭାପତି ଲିଙ୍ଗରାଜ କୁଅଁର କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି ।
Read More...

ଗଜପତିରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୨୦ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ଜଣେ, ପାରଳା ପୌର ପରିଷଦରୁ ୧୨ ଜଣ, ଆର ଉଦୟଗିରି ବ୍ଲକରୁ ୫ ଜଣ ମୋହନା ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ପଜିଟିଭି
Read More...

କଳାଜାଇରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ

ଶାସ୍ତ୍ରରେ ଶରୀରରେ ଥିବା କଳାଜାଇ ବା ତୀଳଚିହ୍ନର ବହୁତ ମହତ୍ୱ ରହିଛି । ନାଲିଜାଇ ଶରୀର ଯେକୌଣସି ଅଙ୍ଗରେ ଥିଲେ ତାହା ଶୁଭ ଫଳଦାୟକ ହୋଇଥାଏ । କିନ୍ତୁ କଳାଜାଇ ଶୁଭ ବି ଥାଏ ଏବଂ ଅଶୁଭ ଥାଏ । ତୀଳଚିହ୍ନର ମଧ୍ୟ ସମାନ ମହତ୍ୱ ରହିଛି । ଯଦି ଆପଣଙ୍କ ଶରୀରରେ କଳାଜାଇ ବା ତୀଳଚିହ୍ନ ଅଛି ତେବେ
Read More...

ରାଜ୍ୟରେ ପୁଣି ୧୩୪୧ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ୧୦ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୧୩୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...