Monthly Archives

August 2020

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

ଆଜି "ଓଡିଶା ମୋ ପରିବାର-ଜୀବନ ବିନ୍ଦୁ" ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଆବାହକ ଶ୍ରୀ ଅରୂପ
Read More...

ରାସ୍ତା ପାଇଁ ଜମି ଦେଇ ଚାଷୀମାନେ ମଣିଷକୃତ ବନ୍ୟାରେ କ୍ଷତିଗ୍ରସ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ଅନ୍ତର୍ଗତ ବରଗାଁ ଚାଷୀ ରାସ୍ତା ତିଆରି ପାଇଁ ସରକାରଙ୍କୁ ଜମି ଦାନ କରିଥିଲେ । ରାସ୍ତା ତିଆରି ହେଲା କିନ୍ତୁ ସେଇ ରାସ୍ତା ଆଜି ଚାଷୀମାନଙ୍କ ପାଇଁ ବିପଦ ହୋଇଛି । ବହଲପଦର ଛକ ଠାରୁ ବରଗାଁ ରାସ୍ତାର ଗୋଟେ ପାର୍ଶ୍ୱରୁ ଆର ପାଖକୁ ପାଣି
Read More...

‘ଓଡ଼ିଶା ମୋ ପରିବାର’ ଜୀବନବିନ୍ଦୁ ଅଭିଯାନରେ ୪୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ଓଡିଶାର ୪ କୋଟି ଜନତାଙ୍କ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନସେ କ୍ରମେ "ଓଡିଶା ମୋ ପରିବାର" ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସଂଯୋଜିକା କବିତା
Read More...

ଦୁର୍ଗମ ଗୁମିକିଆ ଅଞ୍ଚଳର ଶୁଖିଲା ଚାଷ ଜମିକୁ ପାହାଡ କାଟି ପାଣି ଆଣିଲେ ଗ୍ରାମବାସୀ

ଦାରିଙ୍ଗବାଡି ୧୦/୮ : ଦାରିଙ୍ଗବାଡି ବ୍ଲକଟି ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳ ଟି ଉଚ୍ଚ଼ ପାହାଡ ଓ ଘଞ୍ଚ ଜଙ୍ଗଲରେ ଭରା । ଅନ୍ୟ ଅଞ୍ଚଳ ତୁଳନାରେ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଷପାଇଁ ଜଳସେଚନ ସୁବିଧା ନଥିବାରୁ ଅଞ୍ଚଳର ଯୁବକ ଯୁବତୀ ମାନେ ଚାକିରୀ ଅର୍ଥାତ ଦାଦନ ପାଇଁ
Read More...

ଦାରିଙ୍ଗବାଡି ବ୍ଲକରେ ଆବାସ ଯୋଜନା ବାଟବଣା

ଦାରିଙ୍ଗବାଡି,୧୦/୮ : କେନ୍ଦ୍ର ଓ ରାଜ୍ୟ ସରକାର ବିକଳାଙ୍ଗ, ଅସହାୟ ଓ ବାସହୀନ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଦାରିଙ୍ଗବାଡି ବ୍ଲକରେ ଅନେକ
Read More...

ଗଜପତିରୁ ପୁଣି ୩୧ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୦/୮- ଗଜପତିରେ ପୁଣି ୩୧ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୪ଜଣ ,ଗୁମ୍ମା ବ୍ଳକରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୨ଜଣ, ପାରଳା ପୌର ପରିଷଦରୁ ୧୦ ଜଣ, କାଶୀ ନଗର ବ୍ଲକରୁ ୬ ଜଣ, ରାୟଗଡ ବ୍ଳକରୁ ୨ ଜଣ ଚିହ୍ନଟ
Read More...

ପଥର ଖାଦାନ ନିଲାମକୁ ବିରୋଧ କରି ତହସିଲ୍‌ ଅଫିସ ଘେରାଓ

ବୌଦ୍ଧ,୧୦/୮ - ବୌଦ୍ଧ ବ୍ଲକ୍‌ ଗୋଛାପଡା ଗ୍ରାମ ପଂଚାୟତର ଉଡବିଲିକା ଗ୍ରାମର ଜନସାଧାରଣ ତାଙ୍କ ଗ୍ରାମର ଚାରିଗୋଟି ପଥର ଖଣି ନିଲାମ ପ୍ରକ୍ରିୟାକୁ ବାତିଲ ଦାବିରେ ଆଜି ବୌଦ୍ଧ ତହସିଲ୍‌ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଗ୍ରାମ ପାହାଡକୁ ଗଛ ଲଗାଇ ଗ୍ରାମବାସୀ ସବୁଜିମା ସୃଷ୍ଟି କରିଥିବା ବେଳେ
Read More...

ବିଷଧର ସାପ କାମୁଡାରେ ଜଣେ ଯୁବକ ମୃତ

ବୌଦ୍ଧ, ୧୦/୮ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଂଚାୟତର ହାଟଗାଁ ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହାଟଗାଆଁ ଗ୍ରାମର ନିରଞ୍ଜନ ମେଣ୍ଡିଲୀ(୪୫ ବର୍ଷ ) ନାମକ ଜଣେ ଯୁବକ ଶନିବାର ରାତିରେ ଘରେ
Read More...

ବୌଦ୍ଧ : ୩ ଦିନ ତଳର ୭ ପଜିଟିଭଙ୍କ ଆଜି ହେଲା ଘୋଷଣା

ବୌଦ୍ଧ,୧୦/୮ - ଆଜି ସାତ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ କହିବା କଥା ଅନୁଯାୟୀ ଏ ସବୁ ପଜିଟିଭ ମାନଙ୍କୁ ବୌଦ୍ଧବ୍ଲକ ଅନ୍ତର୍ଗତ ନାରାୟଣନଗର ଗ୍ରାମରୁ ଗତ ୬ ତାରିଖରେ ଚିହ୍ନଟ
Read More...

ସମ୍ବଲପୁରରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା । ଏପର୍ଯ୍ୟନ୍ତ ସଦ୍ୟତମ ସ୍ଥିତି ଅନୁସାରେ ଏହି ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୧୬୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ
Read More...