Monthly Archives

August 2020

ଚାଷୀଙ୍କ ପାଇଁ ଏକ ଲକ୍ଷ କୋଟିର ପାଣ୍ଠି

ନୂଆଦିଲ୍ଲୀ: ଦେଶବାସୀଙ୍କ ପେଟକୁ ଦାନା ଦେଉଥିବା ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତାହା ହେଉଛି ପ୍ରଧାନମନ୍ତ୍ରୀ କୃଷିଭିତ୍ତିକ ପାଣ୍ଠି । ଏହି ପାଣ୍ଠିର ପରିମାଣ ହେଉଛି ଏକ ଲକ୍ଷ କୋଟି ଟଙ୍କା । ଏହାଛଡ଼ା ପ୍ରଧାନମନ୍ତ୍ରୀ
Read More...

ହସ୍ପିଟାଲରୁ କାର୍ଯ୍ୟ କରୁଛନ୍ତି ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବର୍ତ୍ତମାନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଥାଇ ମଧ୍ୟ ସେ ଅଫିସ୍‌ କାର୍ଯ୍ୟ କରୁଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କର ପୁନର୍ବାର କୋଭିଡ୍‌ ପରୀକ୍ଷା କରାଯିବ ବୋଲି
Read More...

କରୋନା : ଅଗଷ୍ଟରେ ସମସ୍ତଙ୍କୁ ପଛରେ ପକାଇଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଭାରତର ସ୍ଥିତି ସମଗ୍ର ବିଶ୍ୱରେ କ୍ରମଶଃ ଅଧିକ ସାଙ୍ଘାତିକ ରୂପ ନେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଜୁଲାଇ ଓ ଅଗଷ୍ଟରେ ଦେଶର ଦୈନିକ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି । ଅଗଷ୍ଟ ମାସ ଆରମ୍ଭରୁ ଦୈନିକ ସଂକ୍ରମଣରେ ଏହା ଆମେରିକା ଓ
Read More...

ସର୍ଟସର୍କିଟ୍‌ରୁ ଜଳିଗଲା ୨ ବଖରା ଘର

ଦାରିଙ୍ଗିବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କିରିକୂଟୀ ପଞ୍ଚାୟତର ପାଙ୍ଗାଲମାହରେ ଅଘଟଣ । ସର୍ଟ ସର୍କିଟ୍‌ରୁ ଜଳିଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।
Read More...

୧୦ବର୍ଷ ପ୍ରେମ କରିବା ପରେ ଗାର୍ଲଫ୍ରେଣ୍ଡକୁ ବାହା ହେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏସ୍‌ ଭରତ ୧୦ ବର୍ଷ ପ୍ରେମ କରିବା ପରେ ଶେଷରେ ନିଜ ଗାର୍ଲଫ୍ରେଣ୍ଡକୁ ଅଞ୍ଜଳୀଙ୍କୁ ବିବାହ କରିଛନ୍ତି । ଏହି ୨୬ ବର୍ଷିୟ କ୍ରିକେଟର ସୋସିଆଲ ମିଡିଆରେ ଜରିଆରେ ଏହି ସୂଚନା ଦେଇଛନ୍ତି । ଭରତ ସୋସିଆଲ ମିଡିଆରେ ବିବାହର ଫଟୋ
Read More...

ଚିନ୍ତା ବଢାଇଲା ଏସସିବି :୨୦ଡାକ୍ତର ହେଲେଣି ଆକ୍ରାନ୍ତ

କଟକ : କରୋନା ସଂକ୍ରମଣ ଡାକ୍ତରଙ୍କୁ ମଧ୍ୟ ବାଦ ଦେଇନାହିଁ । କରୋନା ଯୋଦ୍ଧା ଭାବରେ ଆଗଧାଡିରେ ରହି କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଉଥିବା ଏସସିବି ତଥା କଟକ ବଡ ଡାକ୍ତରଖାନାର ୨୦ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବାପରେ ଚିନ୍ତା ବଢିଯାଇଛି । ଗତ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ
Read More...

ଅଯୋଗ୍ୟ ହିତାଧିକାରୀ ଏବେ ଫେରାଇବେନି କାଳିଆ ଟଙ୍କା

ଭୁବନେଶ୍ୱର : କରୋନା ସ୍ଥିତି ଓ ଖରିଫ ଚାଷ ସମୟ ହୋଇଥିବାରୁ ଚାଷୀଙ୍କ ଉପରେ ସରକାର ଚାପ ଦେବା ପାଇଁ ଚାହିଁଲେ ନାହିଁ । ଏହି କାରଣରୁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଏବେ ଫେରାଇବେ ନାହିଁ ବୋଲି ସରକାର ପୂର୍ବରୁ ଦେଇଥିବା ନିଷ୍ପତ୍ତିକୁ ସ୍ଥଗିତ କରିଛନ୍ତି । ଚାଷୀଙ୍କ ଉପରେ ଏଭଳି
Read More...

କନ୍ଧମାଳରେ ଆଜି ପୁଣି ୫୯କରୋନା ପଜିଟିଭ ଚିହ୍ନଟ। (ମୋଟ ପଜିଟିଭଙ୍କ ସଂଖ୍ୟା ୮୯୯,ସୁସ୍ଥ୪୮୩,ମୋଟ ମୃତକଙ୍କ ସଂଖ୍ୟା…

କନ୍ଧମାଳ,୯/୮ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୫୯କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୮୯୯ରେ ପହଂଚିଛି।ସେଥିରୁ
Read More...

ମାସ୍କ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ

କରୋନା ମହାମାରୀର ମୁକାବିଲା ସହ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ସାମାଜିକତ ଦୂରତା ଏବଂ ମାସ୍ତ୍ର ପରିଧାନ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଲୋକେ ମାସ୍କ ପାଇଁ ଗହଳି ଲଗାଉଥିବା ବେଳେ ଏହାର ସୁଯୋଗ ନେଇ ଦୋକାନୀମାନେ ନାହିଁନଥିବା ଦରବୃଦ୍ଧି କରୁଛନ୍ତି ।
Read More...

ନୂଆଁଖାଇ ପାଇଁ କଟକଣା କୋହଳ ଦାବି କଲେ ସାଂସଦ ପୂଜାରୀ

ସମ୍ବଲପୁର : ସାଂସଦ ସୁରେଶ ପୂଜାରୀ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ଼ କଟକଣା କୋହଳ କରିବା ପାଇଁ ଓଡ଼ିଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାଂସଦ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ନୂଆଁଖାଇ ଆମ ଓଡ଼ିଶାର ଏକ ବିଶିଷ୍ଟ ଗଣପର୍ବ ଯାହାକି ପୃଥିବୀ ପ୍ରସିଦ୍ଧ
Read More...