Monthly Archives

August 2020

୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଜି

ପାରଳାଖେମୁଣ୍ଡି : ଜଗପତି କାର୍ଜି ଯାହାର ପ୍ରକୃତ ନାମ ଦୟା ଭୂୟାଁ ଯିଏକି ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଅବାରସିଂ ଗ୍ରାମର ସ୍ୱର୍ଗତ ମାଗତା ଭୂୟାଁଙ୍କ ପ୍ରଥମ ପୁଅ ଜଗପତି କାର୍ଜୀଙ୍କ ବାପା ମାଆ ବର୍ତ୍ତମାନ ଜୀବିତ ନାହାଁନ୍ତି କିନ୍ତୁ ତାଙ୍କର ବଡ଼ ଭାଇ ସୁକୁ ଭୂୟାଁ ଓ ଭଉଣୀ
Read More...

ବାସୁଦେବପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୨୯/୮ - କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଗ୍ରାମ ପଂଚାୟତର ବାସୁଦେବପାଲି ଗ୍ରାମରେ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ନିକଟରୁ ସୂଚନା ପାଇବାପରେ ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁ ବାସୁଦେବପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।
Read More...

ବୌଦ୍ଧ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ

ବୌଦ୍ଧ,୨୯/୮ - ଲଗାଣ ବର୍ଷା ଓ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ବୌଦ୍ଧ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ବୌଦ୍ଧରେ ବିପଦ ସଂକେତ ୮୭. ୭୦ ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ୮୭. ୮୩ ମିଟର ଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି ।
Read More...

ବୌଦ୍ଧ ସହରର 5 ଟି ଅଂଚଳ 72 ଘଣ୍ଟାପାଇଁ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ ,୨୯/୮- ବୌଦ୍ଧ ସହରର ବିଭିନ୍ନ ଅଂଚଳ ମଧ୍ୟରୁ ଆଜି କରୋନା ପଜିଟିଭ ଚିନ୍ହଟ ହୋଇଥିବା ଯୋଗୁଁ ସେ ସମସ୍ତ ଅଞ୍ଚଳକୁ ବୌଦ୍ଧଗଡ ଏନ.ଏ. ସି. ପକ୍ଷରୁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି | କଣ୍ଟେନମେଣ୍ଟ ଜୋନ ମଧ୍ୟରେ ବଉଦ ସହର ଅନ୍ତର୍ଗତ ବଗିଚାସାହି, ମାଳିସାହି,
Read More...

କନ୍ଧମାଳରେ ଆଜି ୨୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୯/୮- କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୧୨୬ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୭୧୧ଜଣ ସୁସ୍ଥ ହୋଇ
Read More...

ବୌଦ୍ଧଜିଲ୍ଲାରେ ୬୦୦ ଛୁଇଁଲା କରୋନା ପଜିଟିଭ ସଂଖ୍ୟା

ବୌଦ୍ଧ,୨୯/୮ -ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା ୬୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । ଆଜି ସୁଦ୍ଧା ବୌଦ୍ଧଜିଲ୍ଲାରେ ୧୫୩୬୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ୧୪୬୬୦
Read More...

ବୌଦ୍ଧଜିଲ୍ଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ,୨୯/୮ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ମୂଳ ବାସିନ୍ଦା ତଥା ପୋଲିସ୍‌ ବିଭାଗରେ ଭୁବନେଶ୍ୱର ଠାରେ କାର୍ଯ୍ୟରତ କରୋନା ଯୋଦ୍ଧା ୪୫ ବର୍ଷ ଙ୍କ ଆଜି ସକାଳେ ସମ କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି
Read More...

ହୀରାକୁଦ ଜଳଭଣ୍ଡାରରୁ ୪୬ ଗେଟ୍ ଦେଇ ଜଳ ନିଷ୍କାସନ, ମହାନଦୀରେ ବନ୍ୟା

ସମ୍ବଲପୁର : ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦ ଛୁଇଁବାକୁ ମାତ୍ର ୩ଫୁଟ ବାକି ରହିଛି । ସେପଟେ ମୋଟ ୪୬ ଗେଟ ଖୋଲି
Read More...

କରୋନା ଭୟର କରୁଣ ପରିଣତି, ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲାନି : ମେଡିକାଲ ବାରଣ୍ଡାରେ ମହିଳାଙ୍କ…

ଦାରିଙ୍ଗବାଡ଼ି,୨୯ା୮: ରାଜ୍ୟରେ କରୋନା କଟକଣା ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ଅନ୍ୟ ଗୁରୁତର ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନାର ଅଧିକାରୀମାନଙ୍କୁ ଏଥିପ୍ରତି ସର୍ତକ ରହିବାକୁ
Read More...

ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ, ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର-୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ
Read More...