Monthly Archives

August 2020

ଜାଗ୍ରତ କନ୍ଧମାଳ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ

ଫୁଲବାଣୀ,୯/୮ : ଆଜି ଜାଗ୍ରତ କନ୍ଧମାଳ ପକ୍ଷରୁ ଖଜୁରିପଡା ବ୍ଲକର ପିରିକୁଡ଼ି ଗ୍ରାମପଞ୍ଚାୟତର ବେଡାଙ୍ଗପାଜୁ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏଥିରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମାନେ ଯୋଗଦେଇଥିଲେ । ସମସ୍ତେ ମାସ୍କ ପିନ୍ଧି ସାନିଟାଏଜର ସହିତ ଆଦିବାସୀ ଏକତା ବଜାୟ
Read More...

ଗଜପତିରେ ୧୦ ଜଣ ଓଏଏସ ଏବଂ ଓଆରଏସ ନୂତନ ଅଧିକାରୀଙ୍କ କୋଭିଡ-୧୯ ପରିଚାଳନା ପାଇଁ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ୫ ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ କୋଭିଡ-୧୯ ପରିଚାଳନା ନିମନ୍ତେ ଗଜପତି ଜିଲ୍ଲାରେ ଯୋଗ ଦେଇଛନ୍ତି । ସମସ୍ତେ କାର୍ଯ୍ୟରେ ଯୋଗ ଦେଲା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପଞ୍ଚାୟତ
Read More...

ଶିଶୁ ଓ ଗର୍ଭବତୀଙ୍କୁ ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ବୌଦ୍ଧ - ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଶିଶୁ ଓ ଗର୍ଭବତୀଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ଓ ବାଦାମ ଲଡୁ ଅତି ନିମ୍ନମାନର ଓ ସେଥିରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି | କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଅଂଗନବାଡି କର୍ମୀ ମାନେ ବଣ୍ଟନ କରିଥିବା
Read More...

ଟ୍ରକ ଓ ପାସେଞ୍ଜର୍ ଅଟୋ ମଧ୍ୟରେ ଧକ୍କା, ଜଣେ ମୃତ

ବୌଦ୍ଧ -ଶନିବାର ରାତି ପ୍ରାୟ ଘ 8. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଚାରିଛକର ଗୋଲେଇ ଛକ ନିକଟରେ ଗୋଟିଏ ମାଲବାହୀ ଟ୍ରକ ଓ ଯାତ୍ରୀ ବାହୀ ଅଟୋ ମଧ୍ୟରେ ଧକ୍କା ହେବାରୁ ଜଣେ ପାସେଞ୍ଜର୍ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ
Read More...

କଲେକ୍ଟର ହେବ ତ ଏମିତି

ଚେନ୍ନାଇ - ତାମିଲନାଡୁ ରାଜ୍ୟ କନ୍ନୁର ଜିଲ୍ଲାର କଲେକ୍ଟର ତାଙ୍କ ଦରଦୀ ପଣିଆଁ ପାଇଁ ଖାଲି କନ୍ନୁର ଜିଲ୍ଲାରେ କି ତାମିଲନାଡୁରେ ନୁହେଁ ସାରା ଭାରତରେ ଚର୍ଚ୍ଚାକୁ ଆସିଛନ୍ତି l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣାଯାଉଛି କଲେକ୍ଟର ହେବ ତ ଏମିତି l କନ୍ନୁର ଜିଲ୍ଲାର ଆଈଏଏସ କଲେକ୍ଟର ଟି.
Read More...

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦିନିକିଆ ଗଜପତି ଗସ୍ତ

ପାରଳାଖେମୁଣ୍ଡି,୮/୮- ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । ତାଙ୍କ ସହିତ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମଧ୍ୟ ଗଜପତି ଗସ୍ତ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଏବଂ
Read More...

ବଲାଙ୍ଗୀରରୁ ଆଜି ଚିହ୍ନଟ ହୋଇଛନ୍ତି 43 ଆକ୍ରାନ୍ତ

ବଲୀଙ୍ଗୀର,୮/୮ - ଲକ୍ ଡାଉନ୍ ପ୍ରଥମ ଦିନ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବୁଲୁଛିଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 1643ରେ ବଲାଙ୍ଗୀର ଜିଲ୍ଲାର ଅଛନ୍ତି 43ଜଣ । ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 631 । 399ଜଣ ସୁସ୍ଥ ହେଲେଣି ଓ 232 ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଆଜିର
Read More...

ଅତି ଦୟନୀୟ ଅବସ୍ଥାରେ କଣ୍ଠ ଦେଇ ବିଶି, ପଡ଼ିବ କେବେ ସରକାରଙ୍କ ଦୃଷ୍ଟି !

ପାଟଣାଗଡ଼,୮/୮ - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗାଁ ର ବିଧବା ମହିଳା କଣ୍ଠଦେଇ ବିଶି (୪୫) ଅତି ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।। ତାଙ୍କର ସ୍ବାମୀ ଦେହାନ୍ତ ପରେ ସେ ଦୁଃଖ କଷ୍ଟ ଚଲାଉଥିବା କହିଛନ୍ତି ।।
Read More...

କନ୍ଧମାଳରେ ଆଜି ପୁଣି ୫୨କରୋନା ପଜିଟିଭ ଚିହ୍ନଟ। (କନ୍ଧମାଳରୁ କରୋନା ନେଲା ୫ ମୁଣ୍ଡ)

କନ୍ଧମାଳ:୮/୮ଆଜି କନ୍ଧମାଳ ରେ ପୁଣି ୫୨କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୮୪୦ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୫ ଜଣଙ୍କ କରୋନା ରେ ମୃତ୍ୟୁ
Read More...

୧୦୦ ଛାତ୍ରଙ୍କୁ ‘ଏମ – ସ୍କଲାର୍’ ପ୍ରଦାନ କରିବ ମ୳ଗାମା

ମ୳ଗାମା ଫିନକପ ଲିମିଟେଡ଼ ୨୦୨୦ ପାଇଁ 'ଏମ - ସ୍କଲାର୍' ଘୋଷଣା କରିଛି, ଯେଉଁମାନେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ଦୁଃସ୍ଥ ପରିବାରରୁ ଆସିଛନ୍ତି, ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସମ୍ମାନଜନକ ମେଧା ବୃଦ୍ଧି କାର୍ଯ୍ୟକ୍ରମ l ୨୦୧୫ ଠାରୁ ମ୳ଗାମା ୪୦୦ ଛାତ୍ରଙ୍କୁ
Read More...