Monthly Archives

August 2020

ଶପଥ ନେଲେ ମନୋଜ ସିହ୍ନା

ଜମ୍ମୁ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା
Read More...

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ : ସୃଷ୍ଟି ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପୁଲିସରେ ୯୦୫ଟି ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ୨୨୦ଟି ପୁଲିସ ଷ୍ଟେସନ ପାଇଁ ଏହି ୯୦୫ ପଦବୀ ପୂରଣ ହେବା ସହିତ ୬ଟି ନୂଆ ଆଉଟପୋଷ୍ଟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୬ଟି ନୂଆ ଆଉଟପୋଷ୍ଟକୁ ଅଧିକ ମଜବୁତ କରିବାକୁ ନେଇ
Read More...

ଅଗଷ୍ଟ ଶେଷ ସପ୍ତାହରେ ବସିପାରେ ବିଧାନସଭା

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେ ନେତା ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ, ଦୁଇଦିନ ତଳେ ସେ ବିଧାନସଭାର ଅଧିବେଶନ ଆହ୍ୱାନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ
Read More...

ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସନା ଆଣି ଦେଇଛି । ଆସନ୍ତା ୯ ତାରିଖରୁ ଆସୁଥିବା ଅନ୍ୟ ଏକ ଲଘୁଚାପ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଥିସହ ଆସନ୍ତାକାଲି ପାଇଁ
Read More...

ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”

ବଲାଙ୍ଗିର : ଆଜି ସ୍ଥାନୀୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲ୍‌ାର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ
Read More...

ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଂଟଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ
Read More...

ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ, ଜଣେ ମୃତ

ସମ୍ବଲପୁର,୭/୮- ଆଜି ସମ୍ବଲପୁର ଜିଲ୍ଲାରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ପୂର୍ବରୁ ଶ୍ୱାସରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ପୁଅକୁ ଗତ କିଛିଦିନ ପୂର୍ବେ ଏକ ଅପହରଣ ମାମଲାର ଚୋରି ସୁନା ଅଳଙ୍କାର
Read More...

୧୦ଦିନ ହେବ ଅନ୍ଧାରରେ ଦେଓଝର ବାସୀ

ଯୋଡା :ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଦେଓଝର ଗ୍ରାମବାସୀମାନେ ୧୦ଦିନ ହେବ ଅନ୍ଧାରରେ ରହିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମଟି ଅନ୍ଧାରରେ ରହୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିନ୍ଦଲ କମ୍ପାନୀ ଦେଓଝର ପଞ୍ଚାୟତର ତାରିଣୀ ମନ୍ଦିର ଛକ ନିକଟରେ ୬୩ କେଭିର ଏକ
Read More...

କାନ୍ଥ ଭୁଶୁଡି ଦୁଇ ଆହତ

ବୌଦ୍ଧ,୭/୮ – କଣ୍ଟାମାଳ ବ୍ଲକ ଗରିଆପାଲି ଗାଁରେ ଅଘଟଣ । ଗତକାଲିର ପ୍ରବଳ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ଗାଁର ପ୍ରଦୀପ ଗରିଆ ଓ ତାଙ୍କ ପୁଅ । ଗତ ରାତିରେ ଘରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘରର ମାଟି କାନ୍ଥ
Read More...

ନିଜ ଗାଁ ମଶାଣିରେ ଶବକୁ ମିଳିଲାନି ଜାଗା ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡୋଶୀ ଗାଁରେ ହେଲା ଶବଦାହ

ଦାରିଙ୍ଗବାଡି,୭/୮ : ସମଗ୍ର ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଏହି କରୋନା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଦାରିଙ୍ଗବାଡି ବ୍ଲକରୁ ଗତ ୨ଦିନରେ ୨୬ଜଣ ସଂକ୍ରମିତ
Read More...