Monthly Archives

August 2020

ଭିମସାରରେ କରୋନା ସ୍ଥିତି ପୁଣି ସଙ୍କଟାପନ୍ନ: ୭ଦିନ ପାଇଁ ମେଡିସିନ ଓପିଡି ବନ୍ଦ ଘୋଷଣା ସହିତ ୭୦ଜଣ କ୍ୱାରେନଣ୍ଟାଇନକୁ…

ସମ୍ବଲପୁର : ସମଗ୍ର ପଶ୍ଚିମାଂଚଳର ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ସ୍ଥିତି ପୁଣି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି ଏତେ ଗମ୍ଭୀର ଯେ କାଲିଠାରୁ ମେଡିସିନ ଓପିଡିକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି, ଅର୍ଥାତ୍ ଏହା ଆଗାମୀ ୧୩ ତାରିଖ ଗୁରୁବାର ଦିନ ଖୋଲାଯାଇ ପାରିବ । ଏହା ସହିତ କରୋନା
Read More...

ଗଜପତିରେ ପୁଣି ୩୫ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୩୫ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ଜଣେ, ଗୁମ୍ମା ବ୍ଳକରୁ ୪ ଜଣ, ରାୟଗଡ଼ ବ୍ଳକରୁ ୫ ଜଣ, ପାରଳା ପୌର ପରିଷଦରୁ ୨୩ ଜଣ, କାଶୀନଗର ବ୍ଲକରୁ ୨ ଜଣ ଚିହ୍ନଟ
Read More...

ମାର୍ଚ୍ଚ ଶେଷସୁଦ୍ଧା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାମ ସାରିବାକୁ ଲକ୍ଷ୍ୟ : ୧୬୮ କୋଟି ବ୍ୟୟ, ସରିଛି ୭୫% କାମ

ହରଭଙ୍ଗା : ଆସନ୍ତା ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।ହରଭଙ୍ଗା ବ୍ଲକର ଖରଶଙ୍କୁଲୋଇଠାରେ ମହାନଦୀ ଉପରେ ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣଧୀନ କାର୍ଯ୍ୟର ଅବଗତି
Read More...

ରାଜ୍ୟରେ ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ : ୨୪ ଘଣ୍ଟାରେ ୧୮୩୩, ୧୨ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ବୌଦ୍ଧ : ଆଜି ଜିଲ୍ଲାରେ ପୁଣି ୩୪ ଜଣ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ବୌଦ୍ଧ ଜିଲ୍ଲାରେ ୧୬୨ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୩୪ କୁ ମିଶାଇଲେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୧୯୬ ରେ
Read More...

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ଓ ସତ୍ୟ ପାଠ

ପାରଳାଖେମୁଣ୍ଡି : କରୋନା ଲଢେଇରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ଓ ସତ୍ୟପାଠ ପାରଳାଖେମୁଣ୍ଡିର ରାଜନହର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି
Read More...

ଭାରସାମ୍ୟ ହରାଇ ବୋଲେରୋ ପିକଅପ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ: ଜାତୀୟ ରାଜପଥ ନମ୍ବର୍ ୫୭ ର ବାଉଁଶୁଣି ଇଣ୍ଡିଆନ୍ ଅଏଲ ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଗୋଟିଏ ଗଛକୁ ଧକ୍କା ଦେଇ ବୋଲେରୋ ପିକଅପ୍ ଗାଡି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ଘ ୯. ୩୦ ମିନିଟ ସମୟରେ ଜାତୀୟ ରାଜପଥ
Read More...

ଜୀବଦୟା ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଂଚାୟତ ରେଙ୍ଗାଲଜୁରୀ ଓ ଚଙ୍ଗରିଆ ଗ୍ରାମର ୪୨ ଗରୀବ ଆଦିବାସୀ ପରିବାରଙ୍କୁ ଗ୍ରାମ୍ୟଉଦ୍ୟାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଜୀବଦୟା ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ
Read More...

୧୫ଦିନ ପାଇଁ ୬ ବ୍ୟବସାୟିକ ଦୋକାନ ସିଲ୍‌

ପାଟଣାଗଡ : ସାମାଜିକ ଦୂରତାକୁ ଫୁ କରି ଉଲ୍ଲଂଘନ କରିଥିବା ଦର୍ଶାଇ ୬ଟି ବ୍ୟବସାୟିକ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିଛି । ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା ପାଟଣାଗଡ ପୁଲିସ ସହାୟତାରେ
Read More...

ରାସ୍ତାକଡରୁ ଯୁବକ କ୍ଷତବିକ୍ଷତ ଶବ ଉଦ୍ଧାର

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଫଲସାପଡା ଗାଁର ରାସ୍ତାକଡରୁ ସୁରେନ୍ଦ୍ର ବନଛୋର(୨୨)ଙ୍କ ଉଦ୍ଧାର କରିଛି ବେଲପଡା ପୁଲିସ । ଦେହରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନଥିବା ଦେଖାଯାଉଥିବାବେଳେ ତାକୁ ହତ୍ୟା କରାଯାଇଥିବା ବେଳେ ତାକୁ ହତ୍ୟା କରାଯାଇଥଇବା ସନ୍ଦେହ କରା
Read More...