Monthly Archives

August 2020

ସୁବର୍ଣ୍ଣପୁର : ଗୋଟିଏ ଦିନରେ ୧୦ ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୨୩ ହେଲା

ସୋନପୁର : ଏବେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ସ୍ଥାନୀୟ ସଂକ୍ରମଣ ଯେଭଳି ଭାବରେ ବଢ଼ିବଢ଼ି ଚାଲିଛି ତାହା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତକାଲି ର ସୂଚନା ଅନୁଯାୟୀ ଗୋଟିଏ ଦିନରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦ ରେ ପହଞ୍ଚିବା ପରେ ଜିଲ୍ଲାରେ ମୋଟ
Read More...

ନାଏକପଡା ଗୁମ୍ଫାରେ ଇନ୍ଦ୍ର ପୂଜା

ବୌଦ୍ଧ,୬/୮- ଆଜି ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ନାଏକପଡା ପାତାଳୀ ଶ୍ରୀକ୍ଷେତ୍ର ତଥା ଋଷ୍ୟଶୃଙ୍ଗ ଗୁମ୍ଫା ମଧ୍ୟରେ ଆଜି ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇ ଯାଇଛି l ପରମ୍ପରା ଅନୁସାରେ ଅନାବୃଷ୍ଟି ହେଲେ ନାଏକପଡା ଗୁମ୍ଫାରେ ସରସରା ଗ୍ରାମ ପଂଚାୟତ ନାରାୟଣପୁର୍ ଗ୍ରାମ ବାସୀଙ୍କ
Read More...

ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବ ବୌଦ୍ଧଜିଲ୍ଲା ପ୍ରଶାସନ !

ବୌଦ୍ଧ,୭/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜିଲ୍ଲା ବିଜେପି ସୂଚନା ଦେଇଛି । ଆଜି ବୌଦ୍ଧ ଏସ.ପି.ଙ୍କ
Read More...

ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ହେବ !

ବୌଦ୍ଧ ୬/୮- ବହୁଚର୍ଚ୍ଚିତ ଖମଣମୁଣ୍ଡା ଗ୍ରାମ ପଂଚାୟତ ଶିଆଳଝୁଲି ଗ୍ରାମର ଯୁବ ବିଜେପି ନେତା ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ସମ୍ମତି ଦେଇଥିବା ଜଣାପଡିଛି l ଆଜି ବୌଦ୍ଧ ଏସ.ପି. ଙ୍କ କାର୍ଯ୍ୟାଳୟ ସାମ୍ନାରେ
Read More...

୧୦ କରୋନା ଯୋଦ୍ଧାଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକରୁ ୧୪ ପଜିଟିଭ୍‌ ଚିହ୍ନଟ

ଦାରିଙ୍ଗବାଡ଼ି ୬/୮ : ଦାରିଙ୍ଗବାଡ଼ି ବ୍ଲକରୁ ଆଜି ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି l ଚିହ୍ନଟ ୧୪ଜଣଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। ସଂକ୍ରମିତ ଯୋଦ୍ଧା ମାନଙ୍କ ମଧ୍ୟରେ ବ୍ଲକର
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ ଓ ସାନିଟାଇଜ

ପାରଳାଖେମୁଣ୍ଡି,୬/୮- ଗଜପତି ଜିଲ୍ଲା ଗୋସାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଓ ଗ୍ରାମକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଙ୍ଗନୱାଡିକର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାଧାନରେ
Read More...

ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍‌ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ

କ.ନୂଆଗାଁ, ୬/୮- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ
Read More...

ଆଜି ବଲାଙ୍ଗୀରରେ ୨୧ପଜିଟିଭ, ୪ଦିନିଆ ଲକ୍‌ ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

ବଲାଙ୍ଗୀର,୬/୮- ବଲାଙ୍ଗୀର ଜିଲ୍ଲାରେ ଆଜି ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୫୫୧ପହଞ୍ଚିବା ବେଳେ ୩୬୨ ସୁସ୍ଥ ଓ ୧୮୯ ଜଣ ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଶିଶୁ ୨ କରୋନା ଯୋଦ୍ଧାଙ୍କ ସମେତ ୧୦ମହିଳା ଓ ୧୧ପୁରୁଷ
Read More...

ମନୋଜ ସିହ୍ନା ଜମ୍ମୁ-କାଶ୍ମୀର ନୂଆ ଉପରାଜ୍ୟପାଳ

ଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା । ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରୁଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର
Read More...

ବିଜୟ ମାଲ୍ୟା ମାମଲା: ସୁପ୍ରିମ୍‌କୋର୍ଟ ଫାଇଲ୍‌ରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ବିଜୟ ମାଲ୍ୟାଙ୍କ ମାମଲା ସଂକ୍ରାନ୍ତ ଫାଇଲରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ ହୋଇଯାଇଛି । ଯାହାଫଳରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଏହି କାରଣରୁ ମାଲ୍ୟାଙ୍କ ପୁନର୍ବିଚାର ଆବେଦନର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
Read More...