Monthly Archives

August 2020

ସମ୍ବଲପୁରରେ ଫୁଟିଛି ବିରଳ ସହସ୍ରଦଳ ପଦ୍ମଫୁଲ: ସମଗ୍ର ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା

ସମ୍ବଲପୁର:ଜଣେ ସ୍ଥାନୀୟ ଉଦ୍ୟମୀଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ସାଧାରଣତଃ ଲୋକେ ଶତଦଳ ପଦ୍ମଫୁଲ କୁ ଶ୍ରଦ୍ଧା ସହକାରେ ଭଗବାନଙ୍କ ପୂଜା ଓ ବିଶେଷକରି ମହାଲକ୍ଷ୍ମୀଙ୍କ ସାମ୍ନାରେ
Read More...

ଆଜି ବୌଦ୍ଧରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ, ପ୍ରଶାସନକୁ ମିଳିନି ସୂଚନା !

ବୌଦ୍ଧ,୫/୮ - ଆଜି ବୌଦ୍ଧଜିଲ୍ଲାରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବୌଦ୍ଧଜିଲ୍ଲାରେ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭକୁ ମିଶାଇଲେ ସଂକ୍ରମିତ ସଂଖ୍ୟା ୧୫୨ ହେବା କଥା
Read More...

ଆଜି ନୂଆ ୭୨ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରରେ ସ୍ଥିତି ଗମ୍ଭୀର ଗତ ୨୪ ଘଣ୍ଟା ମଧ୍ୟରେ କେହି ଆରୋଗ୍ୟ ହୋଇନାହାନ୍ତି

ସମ୍ବଲପୁର,୫/୮ - ଆଜି ସମଗ୍ର ସମ୍ବଲପୁର ଜିଲ୍ଲାରେ ୭୨ ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୭ରେ ପହଞ୍ଚିଛି । ପୁଣି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ କେହି ଜଣେ ମଧ୍ୟ କରୋନାରୁ ସୁସ୍ଥ ହୋଇନାହାନ୍ତି, ଯାହାକି ଚିନ୍ତା ବଢ଼ାଉଛି ।
Read More...

ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ‘ପଦ୍ମ’…

ସୁବର୍ଣ୍ଣପୁର: ସମ୍ବଲପୁରୀ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମହାନ ସାଧକ। ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର 'ପଦ୍ମ' ପୁରସ୍କାରରେ ସମ୍ମାନିତ କରିବା ପାଇଁ ବିଜେପି ଜିଲ୍ଲା ସମ୍ପାଦକ ରାମ ଶଙ୍କର ଭୋଇ କେନ୍ଦ୍ର ପେଟ୍ରୋଲିୟମ
Read More...

ବୌଦ୍ଧ : ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ

ବୌଦ୍ଧ,୬/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆ ସାରର ବସ୍ତା ପ୍ରତି ଦର ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ଡିଲର ମାନେ ୪୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଥିବା କୁହାଯାଉଛି । କୃଷି ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ
Read More...

କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ଅସୁବିଧା ଦୂର କରିବାପାଇଁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୬/୮: ଦିନକୁଦିନ କ୍ରମବର୍ଦ୍ଧିଷ୍ଣୁ କରୋନା ପ୍ରକୋପର ନିୟନ୍ତ୍ରଣ ପାଇଁ ସରକାର ଯତପରୋନାସ୍ତି ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି କିନ୍ତୁ ପ୍ରବାସୀ ଓ ଅଜଣା ବ୍ୟକ୍ତିଙ୍କ ଅନଧିକାର ଓ ଅମାନିଆ ଅନୁପ୍ରବେଶ ଯୋଗୁଁ ଆମ
Read More...

ସ୍ୱାତୀର ସମ୍ପାଦକ ହରିଶଙ୍କରଙ୍କ ପିତୃ ବିୟୋଗ

ଫୁଲବାଣୀ,୬/୮: ସ୍ୱାତୀ ଅନୁଷ୍ଠାନର ସଂମ୍ପାଦକ ହରିଶଙ୍କର ରାଉତଙ୍କ ବାପା ସ୍ୱର୍ଗତ କାହ୍ନୁଚରଣ ରାଉତ ମଙ୍ଗଳବାର ୪ ତାରିଖ ସକାଳୁ ୮୬ବର୍ଷ ବୟସରେ ବ୍ରହ୍ମପୁରସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ଝିଅ ଓ ହରିଶଙ୍କରଙ୍କ ମାଆ ଉପସ୍ଥିତ ଥିଲେ । ଖବର ପାଇ
Read More...

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେ ବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା କିଣିବା ଅଭିଯୋଗ ରେ ସ୍ଥାନୀୟ ବୈଦ୍ୟନାଥ ଛକ ପାଖରୁ
Read More...

ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ନିଜେ କେନ୍ଦ୍ର ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ମୋ ଦେହରେ
Read More...

କୋଭିଡ୍ ସେଣ୍ଟରକୁ ଖଟିଆ ବୁହା ପ୍ରସଙ୍ଗ, ଘଟଣା ସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କୁ ଧମକ ଦେଲେ…

ବାଲିଗୁଡା/କ.ନୂଆଗାଁ-ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ସେମାନେ ସେମାନଙ୍କର ଅଧିକାର ପାଇବାରେ ସବୁଠାରେ ବିଫଳ।ଘରେ,ବାହାରେ,ବିଦ୍ୟାଳୟରେ ସବୁଠି ଉପେକ୍ଷିତ। ସେମାନଙ୍କ ପାଇଁ ସରକାର ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବହୁତ ଯୋଜନା କରୁଛନ୍ତି ସତ କିନ୍ତୁ ତାହା କେତେ ଫଳପ୍ରଦ ହେଉଛି
Read More...