Monthly Archives

August 2020

କିସରେ ପଢିବେ କନ୍ଧମାଳ ମାଟ୍ରିକ ଟପ୍ପର

ଫୁଲବାଣୀ : କିସରେ ପଢିବେ କନ୍ଧମାଳ ଜିଲ୍ଲା ମାଟ୍ରିକ ଟପ୍ପର ମିନାକ୍ଷୀ ମଲିକ। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡିବନ୍ଧ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ମିନାକ୍ଷୀଙ୍କ ସଫଳତାର
Read More...

ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍‌ ଡେଲିଭରି ଓ ଠେଲାରେ ବିକ୍ରୀ ପାଇଁ ଅନୁମତି ଦେଲା ପ୍ରଶାସନ

ବୌଦ୍ଧ,୧/୮ - ଆଜିଠାରୁ ଆସନ୍ତା ୯ ତାରିଖ ଯାଏଁ ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ସଟ୍‌ ଡାଉନ୍‌ ଘୋଷଣା କରିଛି । ଉକ୍ତ ସମୟ ମଧ୍ୟରେ ସାଧାରଣ ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସାୟୀ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ । ଆଜିଠାରୁ ଆସନ୍ତା ୬
Read More...

କମଳପୁର ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୧/୮ - ଆଜି ବୌଦ୍ଧ ବ୍ଲକ୍‌ ତେଲିବନ୍ଧ ଗ୍ରାମ ପଂଚାୟତର କମଳପୁର୍‌ ଗ୍ରାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗ୍ରାମ ଓ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ତେଲିବନ୍ଧ ସରପଞ୍ଚ ନଳିନୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୩. ୮.
Read More...

ଶ୍ରମିକ ନିୟୋଜନରେ ବନ ବିଭାଗର ପାତରଅନ୍ତର ଅଭିଯୋଗ

ବୌଦ୍ଧ,୧/୮ - ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସାଂପୋଚ ଗ୍ରାମପଞ୍ଚାୟତର ଶ୍ୟାମସୁନ୍ଦରପୁର୍‌ ଗ୍ରାମ ଗନ୍ଧରପାଲ ଠାରେ ବନବିଭାଗ ତରଫରୁ ବନୀକରଣ କାର୍ଯ୍ୟ ଚାଲୁଅଛି । କରୋନା ପାଇଁ କାମ ଧନ୍ଦା ହରାଇ ଶ୍ରମଜୀବିମାନେ ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ବନୀକରଣ କାର୍ଯ୍ୟରେ ଶ୍ୟାମସୁନ୍ଦରପୁର
Read More...

୪ ପଜିଟିଭ ଚିହ୍ନଟ ପରେ ଜହ୍ନାପଙ୍କ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ : ଆଜି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୪. ୮. ୨୦୨୦
Read More...

ବଲାସିଙ୍ଗା କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ:ଆଜି ବଲାସିଙ୍ଗା ଗ୍ରାମରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମର ଉଭୟ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ବଢିଗାଁ ଗ୍ରାମପଂଚାୟତର ସରପଞ୍ଚ ଅଞ୍ଜଳି ସେଠୀ । ଆଜି ତା ୧. ୮. ୨୦୨୦ ଠାରୁ ତା ୪. ୮. ୨୦୨୦ ପର୍ଯ୍ୟନ୍ତ ବଲାସିଙ୍ଗା ଗ୍ରାମବାସୀ ଘରୁ
Read More...

ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୫୭ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା'ର ଆତଙ୍କ ଜାରି ରଖିଛି । ଏହି ମହାମାରୀ ଦିନକୁ ଦିନ ନିଜର ରେକର୍ଡ ଭାଙ୍ଗିବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ରେକର୍ଡ ୫୭,୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୬,୯୫,୯୮୮କୁ ବୃଦ୍ଧି ପାଇଛି । ଏହା ସହିତ ଗତ ୨୪
Read More...

ଆତ୍ମହତ୍ୟା କରିଥିବା ନାବାଳିକା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ: ଅଭିଯୁକ୍ତ ସୁବାଷ ମୁଦୁଲି ଗିରଫ ଓ କୋର୍ଟ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲାକ ଅନ୍ତର୍ଗତ ଦୀନବନ୍ଧୁପୁରର ଚତକା ସାହିରେ ଏକ ଅଭାବନୀୟ ଘଟଣାକ୍ରମେ ଜନୈକା ନାବାଳିକାକୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ । ପରିବାର ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ
Read More...

ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ

ଖପ୍ରାଖୋଲ,୧/୮- ଖପ୍ରାଖୋଲ ବ୍ଳକ ଅଞ୍ଚଳ ରେ ଚଳିତ ବର୍ଷ ଜୁଲାଇ ମାସରେ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖା ମିଳୁନାହିଁ । ବର୍ଷା ଅଭାବ ଯୋଗୁଁ ଚାଷ ଜମିଗୁଡିକ ମାଟି ଫାଟି ଆଁ କଲାଣି । ଫଳରେ ଏ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଗଲେଣି। ଦିନବେଳେ ମୁଣ୍ଡ ଫଟା ଖରା ହେଉଛି। ଏହି ବ୍ଲକ
Read More...

ହେଲ୍ପ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଳକର ବୁଦୁରା ଗ୍ରାମ ପଞ୍ଚାୟତର ଗୌରୀ ଗ୍ରାମରେ କୋଭିଡ-୧୯ ଉପରେ ଗ୍ରାମବାସୀଙ୍କୁ ସଚେତନତା କରାଇଛନ୍ତି । ହେଲପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗ୍ରାମବାସୀଙ୍କୁ ଏକ ଡେମୋ
Read More...