Monthly Archives

August 2020

ବୌଦ୍ଧ ଜିଲ୍ଲାପାଳଙ୍କ ହରଭଙ୍ଗା ବ୍ଲକ ବନ୍ୟା ଅଞ୍ଚଳ ପରିଦର୍ଶନ

ହରଭଙ୍ଗା : ଆଜି ଲଘୁଚାପର ପ୍ରଭାବ ନାହିଁ । କିନ୍ତୁ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଡ୍ୟାମରୁ ୪୦ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ଯୋଗୁଁ ଆଜି ହରଭଙ୍ଗାରେ ମହାନଦୀ ଉଛୁଳୁଛି ଓ ଏହାର ପ୍ରଭାବରେ ପ୍ରବଳ ବେଗରେ ବନ୍ୟାଜଳ ଗାଁ ମୁହାଁ ହୋଇ ହଜାର ହଜାର ଏକର ଧାନଜମ ଜଳମଗ୍ନ ହେବା ସହ
Read More...

ଆବୁଧାବିର କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଅଡୁଆରେ କେକେଆର୍‌

ଆବୁଧାବି : ଆଇପିଏଲ୍‌-୨୦୨୦ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇତିମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦୁବାଇରେ ପହଞ୍ଚି ସାରିଛନ୍ତି । ତେବେ ଆବୁଧାବିର ୧୪ଦିନିଆ କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ଏହି ଦୁଇ ଦଳ ଏବେ ଅଡୁଆରେ ପଡ଼ିଛନ୍ତି । ବାକି ଛଅଟି
Read More...

ଧୋନୀ ଶ୍ରେଷ୍ଠ ଅଧିନାୟକ: ଚାପେଲ୍‌

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଏକାଧାରରେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଓ ନିଷ୍ପତ୍ତି ନିର୍ଦ୍ଧାରକ । ଭାରତର ସେ ଜଣେ ଶ୍ରେଷ୍ଠ ଅଧିନାୟକ ମଧ୍ୟ । ଏଭଳି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗ୍ରେଗ୍‌ ଚାପେଲ୍‌ । ଏକ ସାକ୍ଷାତକାର ଅବସରରେ ସେ
Read More...

ବୌଦ୍ଧ : ଖାଲୁଆ ଅଂଚଳରେ ପଶିଲା ମହାନଦୀ ପାଣି, ଲୋକେ ଛାଡିଲେ ଘର

ବୌଦ୍ଧ : ଲଗାଣ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଯୋଗୁଁ ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଉଦ ସହର ଗାଈଗୋଠ ପଡିଆ ଭିତରକୁ ମହାନଦୀ ପାଣି ପଶିବା ଯୋଗୁଁ ୧୫ ଗୋଟି ପରିବାର ଓ ପୁରୁଣା ଫେରି ଘାଟ ନିକଟରେ ରହୁଥିବା ୭ ଗୋଟି ପରିବାର ଘର ଛାଡି
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି ,୨୮/୮- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଅବହେଳା ପାଇଁ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଖପାଖ ଅଂଚଳର ଏକମାତ୍ର ଚିକିତ୍ସା କେନ୍ଦ୍ର ହେବା ଯୋଗୁଁ ଅଞ୍ଚଳବାସୀଙ୍କ ଖାଲି ଡାକ୍ତର ପଦବୀ ପୁରଣ ଦାବୀ ପ୍ରତି କାହାରି ନିଘା
Read More...

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଭାକର ତ୍ରିପାଠୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରଭାକର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବାର ବିଭାଗୀୟ କର୍ମଚାରୀ ଗଣମାଧ୍ୟମକୁ ଜଣାଇଛନ୍ତି । ଏଥିସହିତ ସଂସ୍କୃତି ବିଭାଗର
Read More...

ଆଜି ସମ୍ବଲପୁରରେ ପୁଣି ୧୨୮ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ପ୍ରଶାସନିକ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତକାଲି ଗୁରୁବାର ଦିନ ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟସଂଖ୍ୟା ୨୫୮୦ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଓ ୧୪୧୩ ଜଣ ସୁସ୍ଥ ହୋଇ
Read More...

ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର : ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇପଡିଛି । ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସେଠାରୁ ୫ଲକ୍ଷ କ୍ୟୁସେକ ଜଳରାଶି ନିଷ୍କାସନ ପାଇଁ
Read More...

ଗଜପତିରେ ପୁଣି ୪୬ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୪୬ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ୩ଜଣ, ଗୋଶାଣି ବ୍ଲକରୁ ୮ ଜଣ କାଶୀନଗର ବ୍ଳକରୁ ୬ ଜଣ,ମୋହନା ବ୍ଲକରୁ ୧୬ ଜଣ,ପାରଲା ପୌର ପରିଷଦରୁ ୧୨ ଜଣ ରାୟଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି ।
Read More...

ଟ୍ରକ୍‌ ଚାପାରେ ବାପା ଓ ସାନ ପୁଅ ମୃତ, ବଡ଼ ପୁଅ ଗୁରୁତର

ବୌଦ୍ଧ,୨୮/୮ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସିଙ୍ଗାରୀଢାବା ନିକଟରେ ଟ୍ରକ୍‌ ଧକ୍କାରେ ବାଇକ ଚାଳକ ଓ ତାଙ୍କର ସାନ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ବଡ଼ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୨ ଘଣ୍ଟା
Read More...