Monthly Archives

August 2020

ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ କରାଗଲା

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାସଙ୍କର ମର୍ଡର ମିଷ୍ଟ୍ରି ଘଟଣାରେ ତାଙ୍କର ପତ୍ନୀ ବିଦ୍ୟାଶ୍ରୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଷ୍ଟେଟ ଫରେନସିକ୍ କାର୍ଯ୍ୟାଳୟରେ ଲାଏ ଡିଟେକ୍ସନ ଟେଷ୍ଟ କରିଛି । ପ୍ରାୟ ୫ ଘଣ୍ଟା ଧରି ବିଦ୍ୟାଶ୍ରୀଙ୍କ ଏହି ଟେଷ୍ଟ କରା ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ
Read More...

ଶ୍ରୀମନ୍ଦିରର ୭ଟି ଦ୍ୱାର ରୂପାରେ ଝଲସିବ

ପୁରୀ : ଶ୍ରୀମନ୍ଦିରର ଭିତର ଓ ବାହାର ଚାରିଦ୍ୱାର ଓ କବାଟର ମରାମତି କରାଯିବା ସହିତ ଏହା ଉପରେ ରୂପାଚାଦର ଆସ୍ତରଣ ଲଗାଯିବ । ଶ୍ରୀମନ୍ଦିରର ସିଂହଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡର ଭିତର ଓ ବାହାର ଦ୍ୱାର, ବଡଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆକରି ତିଆରି
Read More...

ରାଜଧାନୀରେ ଦୁଇକାର ମୁହାଁମୁହିଁ, ୪ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେ ୧ଟା ବେଳେ ଏକ କାର୍
Read More...

କନ୍ଧମାଳରେ ଆଜି ୫୮ କରୋନା ପଜିଟିଭ ଚିହ୍ନଟ। (ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ଟପିଲା )

କନ୍ଧମାଳ,୨୭/୮ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୫୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୦୬୪ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୬୧୨ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ରସେଲ୍‌ ସୁପରଷ୍ଟାର୍‌; କିନ୍ତୁ ନିର୍ଭରଯୋଗ୍ୟ ନୁହଁନ୍ତି

ନୂଆଦିଲ୍ଲୀ : ଆନ୍ଦ୍ରେ ରସେଲ୍‌ ଜଣେ ସୁପରଷ୍ଟାର୍‌ । ତାଙ୍କ ଦକ୍ଷତା ନେଇ ସନ୍ଦେହ କରିବାର କିଛି ନାହିଁ । କିନ୍ତୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିହେବ ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ଏକ ଖବରକାଗଜକୁ
Read More...

ହକି ଇଣ୍ଡିଆ ବିରୋଧରେ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ : ହକି ଇଣ୍ଡିଆ ବିରୋଧରେ ଗୁରୁତର ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ଜାତୀୟ କ୍ରୀଡ଼ା ସଂହିତାର ଉଲ୍ଲଙ୍ଘନ କରି ହକି ଇଣ୍ଡିଆ ପଦପଦବୀ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଏହାର ଶୁଣାଣି କରି କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମାବ୍ଳକରୁ ୪ଜଣ, କାଶୀନଗର ବ୍ଳକରୁ ୨ ଜଣ, ଆର ଉଦୟଗିରି ବ୍ଲକରୁ ୨ଜଣ, ଗଜପତିରୁ ଜଣେ ଜିଲ୍ଲା ବାହାର ହସ୍ପିଟାଲରେ ଚିହ୍ନଟ ହୋଇ ଥିବାର ଜଣାପଡିଛି ।
Read More...

୫ ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ୱ ଜଳରାଶି ପ୍ରବେଶ ଯୋଗୁଁ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଗମ୍ଭୀର

ସମ୍ବଲପୁର:ଗତ କିଛିଦିନ ଧରି ଲଘୁଚାପଜନିତ ନିରନ୍ତର ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରାୟ ୫ଲକ୍ଷ ରୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବା ସହିତ ତଳେ ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଜଳ ନିଷ୍କାସନରେ କଟକଣା ରହିଛି, ଏଣୁ ବର୍ତ୍ତମାନ ହୀରାକୁଦ ବନ୍ଧ ଏକ ଗମ୍ଭୀର
Read More...

ବିପଦକୁ ଖାତିର ନକରି ଲୋକଙ୍କ ସେବାରେ କନ୍ଧମାଳ ଟିମହ୍ୟୁମାନିଟି

ଫୁଲବାଣୀ :ଆଜି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାବାସୀ ହଇରାଣ ହରକତ ହୋଇଛନ୍ତି । ଗୋଟିଏ ପଟେ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ୟ ପଟେ କରୋନାର ବିପଦ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ରହିଥିଲେ ମଧ୍ୟ ବର୍ଷା ଯୋଗୁଁ ଲୋକେ ସକାଳୁ ସେମାନଙ୍କର ଜରୁରୀ କାର୍ଯ୍ୟରେ
Read More...

ବୌଦ୍ଧ: ସତର୍କ ସୂଚନା ତଳେ ପ୍ରବାହିତ ହେଉଛି ମହାନଦୀ

ବୌଦ୍ଧ,୨୭/୮ – ବୁଧବାର ସନ୍ଧ୍ୟାସୁଦ୍ଧା ଚାଲିଥିବା ଲଗାଣ ବର୍ଷାରେ ମହାନଦୀର ଜଳସ୍ତର ବ୍ରୁଦ୍ଧି ପାଉଥିବାରୁ ତଳିଆ ଅଂଚଳବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି । ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମହାନଦୀର ଜଳସ୍ତର ସତର୍କ ସୂଚନା ତଳେ ରହିଛି । ବୌଦ୍ଧ ଜଳସେଚନ
Read More...